logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

om sai ram om sai ram om sai ram om sai ram om sai ram om sai ram Om sai ram om sai ram om sai ram om sai ram om sai ram om sai ram

7 hrs ago
user_ଓମ୍ ସାଇ ରାମ୍
ଓମ୍ ସାଇ ରାମ୍
Singer ଚନ୍ଦାହାଣ୍ଡି, ନବରଙ୍ଗପୁର, ଓଡ଼ିଶା•
7 hrs ago
fc1888e2-6c1a-4e54-bb4c-8e840b02ece2

om sai ram om sai ram om sai ram om sai ram om sai ram om sai ram Om sai ram om sai ram om sai ram om sai ram om sai ram om sai ram

More news from ଓଡ଼ିଶା and nearby areas
  • ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ଜ୍ୱଳନ କଲେ ଡାବୁଗାଁ ମିଶନଶକ୍ତି ମହିଳା ମାନେ
    1
    ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ଜ୍ୱଳନ କଲେ ଡାବୁଗାଁ ମିଶନଶକ୍ତି ମହିଳା ମାନେ
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    1 hr ago
  • ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ, ଝରୀଗାଁ ଦେଖିବାକୁ ମିଳିଛି ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ
    1
    ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ, ଝରୀଗାଁ ଦେଖିବାକୁ ମିଳିଛି 
ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    13 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • #ହଠାତ୍_କାହିଁକି_ରାଗିଗଲେ_ଏମ_ଶଙ୍କର_ରାଓ କୋଟପାଡ଼ ମେଡିକାଲରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କ ଦରମା ଓ EPF କୁ ନେଇ କୋଟପାଡ଼ ମେଡିକାଲରେ ବର୍ଷିଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓ #kotpad #Nackotpad #highlight #chairmenkotpad #koraput #fbviralvideo #viralvideo #nonfollowers Bdo Kotpad Nac Kotpad District Magistrate Koraput CMO Odisha #medicalkotpadissue #medicalguard #koraput #odisha #OdishaNews #kotpadbreakingnews
    1
    #ହଠାତ୍_କାହିଁକି_ରାଗିଗଲେ_ଏମ_ଶଙ୍କର_ରାଓ
କୋଟପାଡ଼ ମେଡିକାଲରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କ ଦରମା ଓ EPF କୁ ନେଇ କୋଟପାଡ଼ ମେଡିକାଲରେ ବର୍ଷିଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓ #kotpad #Nackotpad #highlight #chairmenkotpad #koraput #fbviralvideo #viralvideo #nonfollowers Bdo Kotpad Nac Kotpad District Magistrate Koraput CMO Odisha #medicalkotpadissue #medicalguard #koraput #odisha #OdishaNews #kotpadbreakingnews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    16 min ago
  • କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ। ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
    1
    କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ
ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି।
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ।
ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    1
    ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା 
ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    user_Jagulal Majhi
    Jagulal Majhi
    Local News Reporter ନାରଲା, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    1
    ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    user_Parthaba Bhue
    Parthaba Bhue
    Court reporter Khaprakhol, Balangir•
    9 hrs ago
  • ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    1
    ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.