logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore

18 hrs ago
user_Mahima tv Rajesh Kumar Giri
Mahima tv Rajesh Kumar Giri
Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
18 hrs ago

#ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore

More news from ଓଡ଼ିଶା and nearby areas
  • #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore
    1
    #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ  ।
#ବିଜେଡି_ପଞ୍ଚାୟତ_ସଭାପତି_ଗିରଫ !
#mahimatv #OdishaPolice #spbalasore
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    18 hrs ago
  • କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    1
    କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • ମୋରଡା ବ୍ଲକ ଓ ରସଗୋବିନ୍ଦପୁର ବ୍ଲକ ର କଂଟ୍ରାକଟର ମାନଙ୍କୁ ନେଇ ମୋରଡା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକ ପରେ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଚୟନ କରାଯାଇଛି.
    1
    ମୋରଡା ବ୍ଲକ ଓ ରସଗୋବିନ୍ଦପୁର ବ୍ଲକ ର କଂଟ୍ରାକଟର ମାନଙ୍କୁ ନେଇ ମୋରଡା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକ ପରେ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଚୟନ କରାଯାଇଛି.
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    12 hrs ago
  • ଶ୍ରମିକ କାର୍ଡ଼ରେ ଶ୍ରମିକ ପିଲାମାନେ ସରକାର ଯୋଜନାରେ ଫ୍ରି ପାଠ ପଡ଼ାଇବା ନିମନ୍ତେ କହି ଅର୍ଥକୁ ହଡ଼ପ କରିଥିବାରୁ ସେ ନେଇ ସିମୁଳିଆ ଥାନାରେ ଅଭିଯୋଗ l
    1
    ଶ୍ରମିକ କାର୍ଡ଼ରେ ଶ୍ରମିକ ପିଲାମାନେ ସରକାର ଯୋଜନାରେ ଫ୍ରି ପାଠ ପଡ଼ାଇବା ନିମନ୍ତେ କହି ଅର୍ଥକୁ ହଡ଼ପ କରିଥିବାରୁ ସେ ନେଇ ସିମୁଳିଆ ଥାନାରେ ଅଭିଯୋଗ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ବାଲେଶ୍ୱର: ଆସନ୍ତା ଓଡ଼ିଆ ଫିଲ୍ମ “କାଙ୍ଗୁଲା”ର ପ୍ରମୋଶନ କାର୍ଯ୍ୟକ୍ରମ ବାଲେଶ୍ୱରରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ମା କାଳୀଙ୍କ ପବିତ୍ର ଦଣ୍ଡନାଚ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି। ଏହି ଅବସରରେ ପ୍ରସିଦ୍ଧ Youtuber Chintu ମଧ୍ୟ ଉପସ୍ଥିତ ରହି ଫିଲ୍ମର ହିରୋ ଓ ହେରୋଇନଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲାସା କରିଥିଲେ, ଯାହାକୁ ନେଇ ଆଲୋଚନା ଜୋର ଧରିଛି।
    1
    ବାଲେଶ୍ୱର: ଆସନ୍ତା ଓଡ଼ିଆ ଫିଲ୍ମ “କାଙ୍ଗୁଲା”ର ପ୍ରମୋଶନ କାର୍ଯ୍ୟକ୍ରମ ବାଲେଶ୍ୱରରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ମା କାଳୀଙ୍କ ପବିତ୍ର ଦଣ୍ଡନାଚ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି।
ଏହି ଅବସରରେ ପ୍ରସିଦ୍ଧ Youtuber Chintu ମଧ୍ୟ ଉପସ୍ଥିତ ରହି ଫିଲ୍ମର ହିରୋ ଓ ହେରୋଇନଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲାସା କରିଥିଲେ, ଯାହାକୁ ନେଇ ଆଲୋଚନା ଜୋର ଧରିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ବାରିପଦା, ୧୦/୦୪ (ନିପ୍ର) :- ମୟୂରଭଞ୍ଜ ଜିଲ୍ଲାରେ ରେ ଚିନ୍ତା ବଢ଼ାଉଛି ଏନିମିଆ ବା ରକ୍ତହୀନତା। ଜିଲ୍ଲାରେ ୬୪ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ପୀଡ଼ିତ ଥିବାବେଳେ ଶିଶୁ ଙ୍କୁ ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା ୮୪ ହଜାର। ଯାହାକି ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲାକୁ ଏନିମିଆରୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା ଖିମଜି ଦୟା ଭାଇ ଆଣ୍ଡ କୋ.। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସହଯୋଗିତାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧିନରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ୍ ରେ ବୁଲି ଏହି ସଚେତନତା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଖିମଜି ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡକୁ ୧୬ଟି ଏନିମିଆ ପରୀକ୍ଷଣ ଯନ୍ତ୍ର ସହିତ ୧୬ ହଜାର ଟେଷ୍ଟିଙ୍ଗ କିଟ୍ ଓ ଅନ୍ୟାନ୍ୟ ଔଷଧ ପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ଶୁକ୍ରବାର ସ୍ଥାନୀୟ ସହିଦସ୍ମୃତି ଭବନ ଠାରେ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏଥି ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଓ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଦୁଇଟି ସଚେତନତା ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି। ଏଭଳି ଏକ ଚିନ୍ତାଜନକ ସ୍ଥିତିରେ ମୟୂରଭଞ୍ଜ କୁ ଏନିମିଆ ବା ରକ୍ତହୀନତା ଭଳି ଏକ ମାରାତ୍ମକ ବ୍ୟାଧିରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଖିମଜି ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା କୁ ପ୍ରଶଂସା କରିଛନ୍ତି ଅତିଥି ମାନେ। ଦୀର୍ଘ ୮୯ ବର୍ଷ ଧରି ମୟୂରଭଞ୍ଜ ର ଜନସାଧାରଣ ଯେଉଁଭଳି ଖିମଜୀ ସଂସ୍ଥାକୁ ବିଶ୍ୱାସ ଓ ଭଲପାଇବା ଦେଇଛନ୍ତି ତା ପ୍ରତିବଦଳ ସ୍ବରୂପ ଏଭଳି ଏକ ପରିସ୍ଥିତି ରେ ଖିମଜୀ ସଂସ୍ଥା ଜିଲ୍ଲାବାସୀ ଙ୍କୁ ଏକ ଉତ୍ତମ ସ୍ୱାସ୍ଥ୍ୟ ତଥା ସୁସ୍ଥ ସମାଜ ଦେବାକୁ ନିଜର କର୍ତ୍ତବ୍ୟ ବୋଲି ଖିମଜୀ ଦୟାଭାଇ କମ୍ପାନୀ ର ସି.ଇ.ଓ. ନିଶିଥ ନନ୍ଦା କହିଛନ୍ତି। #mayurbhanj #dlh_khabar #baripada
    1
    ବାରିପଦା, ୧୦/୦୪ (ନିପ୍ର) :- ମୟୂରଭଞ୍ଜ ଜିଲ୍ଲାରେ ରେ ଚିନ୍ତା ବଢ଼ାଉଛି ଏନିମିଆ ବା ରକ୍ତହୀନତା।  ଜିଲ୍ଲାରେ ୬୪ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ପୀଡ଼ିତ ଥିବାବେଳେ ଶିଶୁ ଙ୍କୁ ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା ୮୪ ହଜାର। ଯାହାକି  ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲାକୁ ଏନିମିଆରୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା ଖିମଜି ଦୟା ଭାଇ ଆଣ୍ଡ କୋ.। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର  ସହଯୋଗିତାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧିନରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ୍ ରେ ବୁଲି ଏହି ସଚେତନତା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଖିମଜି ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡକୁ ୧୬ଟି ଏନିମିଆ ପରୀକ୍ଷଣ ଯନ୍ତ୍ର ସହିତ ୧୬ ହଜାର ଟେଷ୍ଟିଙ୍ଗ କିଟ୍ ଓ ଅନ୍ୟାନ୍ୟ ଔଷଧ ପତ୍ର ପ୍ରଦାନ କରାଯାଇଛି।
ଏ ଅବସରରେ ଶୁକ୍ରବାର ସ୍ଥାନୀୟ ସହିଦସ୍ମୃତି ଭବନ ଠାରେ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏଥି ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଓ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଦୁଇଟି ସଚେତନତା ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି। ଏଭଳି ଏକ ଚିନ୍ତାଜନକ ସ୍ଥିତିରେ ମୟୂରଭଞ୍ଜ କୁ ଏନିମିଆ ବା ରକ୍ତହୀନତା ଭଳି ଏକ ମାରାତ୍ମକ ବ୍ୟାଧିରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଖିମଜି ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା କୁ ପ୍ରଶଂସା କରିଛନ୍ତି ଅତିଥି ମାନେ।
ଦୀର୍ଘ ୮୯ ବର୍ଷ ଧରି ମୟୂରଭଞ୍ଜ ର ଜନସାଧାରଣ ଯେଉଁଭଳି ଖିମଜୀ ସଂସ୍ଥାକୁ ବିଶ୍ୱାସ ଓ ଭଲପାଇବା ଦେଇଛନ୍ତି ତା ପ୍ରତିବଦଳ ସ୍ବରୂପ ଏଭଳି ଏକ ପରିସ୍ଥିତି ରେ ଖିମଜୀ ସଂସ୍ଥା ଜିଲ୍ଲାବାସୀ ଙ୍କୁ ଏକ ଉତ୍ତମ ସ୍ୱାସ୍ଥ୍ୟ ତଥା ସୁସ୍ଥ ସମାଜ ଦେବାକୁ ନିଜର କର୍ତ୍ତବ୍ୟ ବୋଲି ଖିମଜୀ ଦୟାଭାଇ କମ୍ପାନୀ ର  ସି.ଇ.ଓ. ନିଶିଥ ନନ୍ଦା କହିଛନ୍ତି। #mayurbhanj #dlh_khabar #baripada
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • #ମଧ୍ୟାହ୍ନ_ଭୋଜନ_ଦୁର୍ନୀତି_ଘଟଣାରେ_ଭାରପ୍ରାପ୍ତ_ପ୍ରଧାନ_ଶିକ୍ଷୟତ୍ରୀଙ୍କ_ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ* ଅବିଭାବକ, ପରିଚାଳନା କମିଟି ପକ୍ଷରୁ ଦାବିପତ୍ର. *ତଦନ୍ତ କଲେ ବିଇଓ
    1
    #ମଧ୍ୟାହ୍ନ_ଭୋଜନ_ଦୁର୍ନୀତି_ଘଟଣାରେ_ଭାରପ୍ରାପ୍ତ_ପ୍ରଧାନ_ଶିକ୍ଷୟତ୍ରୀଙ୍କ_ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ* ଅବିଭାବକ, ପରିଚାଳନା କମିଟି ପକ୍ଷରୁ ଦାବିପତ୍ର.
*ତଦନ୍ତ କଲେ ବିଇଓ
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.