logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Breaking- ହତ୍ୟା ନା ଆତ୍ମହତ୍ୟା | ସୋନପୁର ଜିଲ୍ଲା ଝାର-ତରଭାର ପପୁ ବାରିକଙ୍କ ସନ୍ଦେହ ଜନକ ମୃତ୍ୟୁ | ପୁଇଁନ୍ତଳା ଥାନାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ | Breaking- ହତ୍ୟା ନା ଆତ୍ମହତ୍ୟା | ସୋନପୁର ଜିଲ୍ଲା ଝାର-ତରଭାର ପପୁ ବାରିକଙ୍କ ସନ୍ଦେହ ଜନକ ମୃତ୍ୟୁ | ପୁଇଁନ୍ତଳା ଥାନାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ |

1 hr ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
1 hr ago
5bf62b61-d777-49d9-b869-397188a4653b

Breaking- ହତ୍ୟା ନା ଆତ୍ମହତ୍ୟା | ସୋନପୁର ଜିଲ୍ଲା ଝାର-ତରଭାର ପପୁ ବାରିକଙ୍କ ସନ୍ଦେହ ଜନକ ମୃତ୍ୟୁ | ପୁଇଁନ୍ତଳା ଥାନାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ | Breaking- ହତ୍ୟା ନା ଆତ୍ମହତ୍ୟା | ସୋନପୁର ଜିଲ୍ଲା ଝାର-ତରଭାର ପପୁ ବାରିକଙ୍କ ସନ୍ଦେହ ଜନକ ମୃତ୍ୟୁ | ପୁଇଁନ୍ତଳା ଥାନାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ |

More news from ଓଡ଼ିଶା and nearby areas
  • India is progressing rapidly, but this is also a time that calls for collective resolve and responsibility. My appeal to fellow Indians...
    1
    India is progressing rapidly, but this is also a time that calls for collective resolve and responsibility. My appeal to fellow Indians...
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    41 min ago
  • ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।
    1
    ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।
    user_Am khabra
    Am khabra
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    21 hrs ago
  • ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    4
    ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • କୋଟି କୋଟି ଟଙ୍କା ମୂଲ୍ୟର ଜମି ଶାଗ ମାଛ ଦରରେ ହଡ଼ପ କରାଯାଇଛି
    1
    କୋଟି କୋଟି ଟଙ୍କା ମୂଲ୍ୟର ଜମି ଶାଗ ମାଛ ଦରରେ ହଡ଼ପ କରାଯାଇଛି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    40 min ago
  • ସୁବର୍ଣ୍ଣପୁର ଜିଲ୍ଲା ର ସୁନା ଝିଅ ସମଗ୍ର ଦେଶରେ ମାନବାଧିକାର ସୁରକ୍ଷା ପରିଷଦ ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ରେ ଭୂଷିତ। ସୁବର୍ଣ୍ଣପୁରଜିଲ୍ଲା:- ଏକ 30 ବର୍ଷର ଝିଅ ସମଗ୍ର ଦେଶରେ ଶିକ୍ଷା,ମାନବାଧିକାର,ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏବଂ ଆର୍ନ୍ତଜାତିକ କ୍ଷେତ୍ରରେ ମଧ୍ଯ ସେ ଓଡ଼ିଶା ପାଇଁ କାର୍ଯ୍ୟକରି ଗଉରବ ଆଣିଛନ୍ତି ତେଣୁ ଜାତୀୟ ମାନବାଧିକାର ସୁରକ୍ଷା ପରିସଦ ତରଫରୁ ସମ୍ମାନ ଜନକ ଡ଼ଃ.ଉପାଧିରେ ଭୂଷିତ କରାଗଲା । ଏତେ କମ ବୟସରେ ଏପରି ଏକ ଉପାଧିରେ ସମ୍ମାନିତ କରାଯାଇ ଥିବାରୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।ଡଃ ନିବେଦିତା ରଥ।
    1
    ସୁବର୍ଣ୍ଣପୁର ଜିଲ୍ଲା ର ସୁନା ଝିଅ ସମଗ୍ର ଦେଶରେ ମାନବାଧିକାର ସୁରକ୍ଷା ପରିଷଦ ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ରେ ଭୂଷିତ।
ସୁବର୍ଣ୍ଣପୁରଜିଲ୍ଲା:- ଏକ 30 ବର୍ଷର ଝିଅ ସମଗ୍ର ଦେଶରେ ଶିକ୍ଷା,ମାନବାଧିକାର,ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏବଂ ଆର୍ନ୍ତଜାତିକ କ୍ଷେତ୍ରରେ ମଧ୍ଯ ସେ ଓଡ଼ିଶା ପାଇଁ କାର୍ଯ୍ୟକରି ଗଉରବ ଆଣିଛନ୍ତି ତେଣୁ ଜାତୀୟ ମାନବାଧିକାର ସୁରକ୍ଷା ପରିସଦ ତରଫରୁ ସମ୍ମାନ ଜନକ ଡ଼ଃ.ଉପାଧିରେ ଭୂଷିତ କରାଗଲା । ଏତେ କମ ବୟସରେ ଏପରି ଏକ ଉପାଧିରେ ସମ୍ମାନିତ କରାଯାଇ ଥିବାରୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।ଡଃ ନିବେଦିତା ରଥ।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।
    user_Jagadish meher
    Jagadish meher
    ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • #ଆଶା_ଦିଦି_ନିଯୁକ୍ତି_ଦାବିରେ_ଉପ_ଜିଲ୍ଲାପାଳଙ୍କ_ଠାରେ_ଦାବି_ରଖିଲେ_ଉପର_ଫବସି_ଗ୍ରାମବାସୀ
    1
    #ଆଶା_ଦିଦି_ନିଯୁକ୍ତି_ଦାବିରେ_ଉପ_ଜିଲ୍ଲାପାଳଙ୍କ_ଠାରେ_ଦାବି_ରଖିଲେ_ଉପର_ଫବସି_ଗ୍ରାମବାସୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    47 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.