Shuru
Apke Nagar Ki App…
ପୋଲିଟେକିନିକ କଲେଜ ର ପ୍ରିନ୍ସିପାଲ ଛାତ୍ର ଛାତ୍ରୀ ମାନଙ୍କ ସାଙ୍ଗରେ ମିସବିହେବ ହେରେଷମେଣ୍ଟ ର ଅଭିଯୋଗ ଧରି ଘେରିଲେ ଜିଲ୍ଲପାଳ ଅଫିସ l
Sonepur news khulasa
ପୋଲିଟେକିନିକ କଲେଜ ର ପ୍ରିନ୍ସିପାଲ ଛାତ୍ର ଛାତ୍ରୀ ମାନଙ୍କ ସାଙ୍ଗରେ ମିସବିହେବ ହେରେଷମେଣ୍ଟ ର ଅଭିଯୋଗ ଧରି ଘେରିଲେ ଜିଲ୍ଲପାଳ ଅଫିସ l
More news from ଓଡ଼ିଶା and nearby areas
- Post by Sonepur news khulasa1
- Post by PABITRA BARIHA1
- ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।1
- Post by Pitambar Sahu1
- Post by BAHUJAN ADHIKAR1
- ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।1
- Post by Sonepur news khulasa1
- Post by BAHUJAN ADHIKAR1
- ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପିଲାଙ୍କ ସହିତ ମିଶି ବାର୍ତ୍ତାଳାପ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।1