Shuru
Apke Nagar Ki App…
କୋରାପୁଟ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ,ରନ୍ଧନ ଗ୍ୟାସ (LPG)ର ପର୍ଯ୍ୟାପ୍ତ ମହଜୁଦ ଅଛି,ସୂଚନା ଦେଲେ ଜିଲ୍ଲାପାଳ
Kopad Breaking News
କୋରାପୁଟ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ,ରନ୍ଧନ ଗ୍ୟାସ (LPG)ର ପର୍ଯ୍ୟାପ୍ତ ମହଜୁଦ ଅଛି,ସୂଚନା ଦେଲେ ଜିଲ୍ଲାପାଳ
More news from Kalahandi and nearby areas
- ଦେଖନ୍ତୁ ଆପଣମାନେ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ା ର1
- Post by Pramodkumar Jena1
- ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ପକ୍ଷ୍ୟରୁ ଏମଭି ୭୯ ଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟୁ ବନବିଭାଗ ଏମଭି ୭୯ ସ୍ଥିତ ରେଞ୍ଜ୍ କର୍ଜ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରଯାଇଛି l ଏହି କାର୍ଯ୍ୟକ୍ରମ ରେ acf ମୋନସୁନ ଖେମୁଣ୍ଡୁ , ରେଞ୍ଜ ଅଫିସର ତନୁଜା କାର୍ତିକି ,ପରିଚାଳନା ରେ ଶ୍ରୀ ତପନ କୁମର ସାହା , ମୋଟୁ ଫୋରେଷ୍ଟର ମୁରଲୀ ଧର ଅନୁଗୁଳିଆ, ଦୀପଙ୍କର ଶିଉଳି ଫୋରେଷ୍ଟର ଏବଂ ଅତିଥି ଏମଭି–୭୯ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର ସହ ଆଖ ପାଖ ଗ୍ରାମ ର vss ମେମ୍ବର ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବଣ ଅଗ୍ନିକୁ ରୋକିବା ପାଇଁ ଅଣ୍ଟା ଭିଡିଲା ବନ ବିଭାଗ ମାଲକାନଗିରି: ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ମୋଟୁ ରେଞ୍ଜ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତିମାନଙ୍କୁ ସାମିଲ କରାଯାଇ ନିଆଁ ଲିଭାଇବାର ବିଭିନ୍ନ କୌଶଳ ଶିଖାଯାଇଛି। ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଜଙ୍ଗଲ ହେଉଛି ଆମର ଜାତୀୟ ସମ୍ପତ୍ତି। ଏଥିରେ ନିଆଁ ଲାଗିଲେ ବହୁ ମୂଲ୍ୟବାନ ଗଛଲତା ଓ ପଶୁପକ୍ଷୀ ପ୍ରାଣ ହରାନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲକୁ "ଅଗ୍ନିମୁକ୍ତ" ରଖିବା ପାଇଁ ଏହି ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଓ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଜଙ୍ଗଲ ବଞ୍ଚାଇବାକୁ ଶପଥ ନେଇଛନ୍ତି।1
- ପ୍ରଥମ ସନ୍ଧ୍ୟାରେ ଦୁଲକିଲା ତିଖାଳି ଡ୍ୟାମ ଲୋକ ମହୋତ୍ସବ ୨୦୨୬1
- Post by Surendra Tiwari1
- #ଏଦିଲୀ ଜଖୋମୋଡେଙ୍କର1
- ଜିଲ୍ଲା ବାହାର ଠିକାଦାରଙ୍କୁ ବିରୋଧ କଲା ମା ପାଟଖଣ୍ଡା ଠିକାଦାର ସଂଘ1
- ଆଜି ମାଲକାନାଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରଜସିର୍କେ କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।1
- ବୃହତ ସ୍ୱଚ୍ଛତା ଅଭିଯାନ ଓ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ପାଇଁ ବୈଠକ । ନୂଆପଡ଼ା - ୧୪/୩ - ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ସୁରମୀ ସୋରେନଙ୍କ ମଧ୍ୟ ଉପସ୍ଥିତି ରହିଥିଲେ। ବୈଠକରେ ୧୪ ତାରିଖ ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ଖରିଆର ରୋଡ଼ ରେ “ବୃହତ ସ୍ୱଚ୍ଛତା ଅଭିଯାନ” ଅନୁଷ୍ଠିତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ଅଭିଯାନ କେବଳ ସ୍ୱଚ୍ଛତା କାର୍ଯ୍ୟକ୍ରମ ନୁହେଁ, ବରଂ ସ୍ୱଚ୍ଛ, ସୁନ୍ଦର ଏବଂ ଜନ ସଚେତନତା ସହ ନଗର ଗଠନର ସଂକଳ୍ପ ଅଟେ। ବୈଠକରେ ଏସଆଇଆର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅନ୍ତର୍ଗତ ମତଦାତା ତାଲିକାରୁ ସଂପୃକ୍ତ କାର୍ଯ୍ୟର ସମୀକ୍ଷା କରାଯାଇଛି। ନିର୍ବାଚନ କମିସନ ଦ୍ୱାରା ପରିଚାଳିତ ଏହି ମହତ୍ତ୍ୱପୂର୍ଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଏଲଓ ଙ୍କ ସହଯୋଗ ଦେବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ନାମ ମତଦାତା ତାଲିକାରେ ଯୋଡି ହୋଇପାରିବ ଏବଂ ଲୋକତନ୍ତ୍ର ମଜବୁତ ହୋଇପାରିବ। ଅଧ୍ୟକ୍ଷା ଡ଼ଃ ଜୈନ ସମସ୍ତ ସମ୍ମାନିତ ନାଗରିକଙ୍କ ପାଖକୁ ବିନମ୍ର ଅପିଲ କରିଛନ୍ତି କି ଆଜିର ଏହି ସ୍ୱଚ୍ଛତା ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରି ନିଜ ନଗରର ପ୍ରତି ନିଜର ଦାଇତ୍ୱ ଓ କର୍ତ୍ତବ୍ୟ ପାଳନ କରିବେ। ଏବଂ ଏସଆଇଆର ରେ ସମସ୍ତ ବିଏଲଓ ଙ୍କ ସହଯୋଗ ପ୍ରଦାନ କରିବେ। ଆମେ ସମସ୍ତେ ମିଶି ଖରିଆର ରୋଡ଼କୁ ସ୍ୱଚ୍ଛ, ସୁନ୍ଦର ଏବଂ ସଚେତନ ନଗର କରିବାର ଦୃଢ଼ ସଂକଳ୍ପ ନେବା। ଆଜି ବୃହତ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଖରିଆର ରୋଡ ନଗର ସଫାଇ କାର୍ଯ୍ୟ ଚାଲିଛି।7