Shuru
Apke Nagar Ki App…
ଆଜି ମାଲକାନାଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରଜସିର୍କେ କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
The Malkangiri news
ଆଜି ମାଲକାନାଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରଜସିର୍କେ କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
More news from ଓଡ଼ିଶା and nearby areas
- ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ପକ୍ଷ୍ୟରୁ ଏମଭି ୭୯ ଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟୁ ବନବିଭାଗ ଏମଭି ୭୯ ସ୍ଥିତ ରେଞ୍ଜ୍ କର୍ଜ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରଯାଇଛି l ଏହି କାର୍ଯ୍ୟକ୍ରମ ରେ acf ମୋନସୁନ ଖେମୁଣ୍ଡୁ , ରେଞ୍ଜ ଅଫିସର ତନୁଜା କାର୍ତିକି ,ପରିଚାଳନା ରେ ଶ୍ରୀ ତପନ କୁମର ସାହା , ମୋଟୁ ଫୋରେଷ୍ଟର ମୁରଲୀ ଧର ଅନୁଗୁଳିଆ, ଦୀପଙ୍କର ଶିଉଳି ଫୋରେଷ୍ଟର ଏବଂ ଅତିଥି ଏମଭି–୭୯ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର ସହ ଆଖ ପାଖ ଗ୍ରାମ ର vss ମେମ୍ବର ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବଣ ଅଗ୍ନିକୁ ରୋକିବା ପାଇଁ ଅଣ୍ଟା ଭିଡିଲା ବନ ବିଭାଗ ମାଲକାନଗିରି: ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ମୋଟୁ ରେଞ୍ଜ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତିମାନଙ୍କୁ ସାମିଲ କରାଯାଇ ନିଆଁ ଲିଭାଇବାର ବିଭିନ୍ନ କୌଶଳ ଶିଖାଯାଇଛି। ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଜଙ୍ଗଲ ହେଉଛି ଆମର ଜାତୀୟ ସମ୍ପତ୍ତି। ଏଥିରେ ନିଆଁ ଲାଗିଲେ ବହୁ ମୂଲ୍ୟବାନ ଗଛଲତା ଓ ପଶୁପକ୍ଷୀ ପ୍ରାଣ ହରାନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲକୁ "ଅଗ୍ନିମୁକ୍ତ" ରଖିବା ପାଇଁ ଏହି ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଓ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଜଙ୍ଗଲ ବଞ୍ଚାଇବାକୁ ଶପଥ ନେଇଛନ୍ତି।1
- କୋରାପୁଟ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ,ରନ୍ଧନ ଗ୍ୟାସ (LPG)ର ପର୍ଯ୍ୟାପ୍ତ ମହଜୁଦ ଅଛି,ସୂଚନା ଦେଲେ ଜିଲ୍ଲାପାଳ1
- ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଚାଲିଛି ବିଶ୍ବ ଶାନ୍ତି ମହାଯଜ୍ଞ1
- कोरापुट | 12 मार्च 2026: कोरापुट के मेडिकल चौक के पास एक CD Deluxe बाइक में अचानक भीषण आग लग गई। देखते ही देखते आग इतनी तेज हो गई कि बाइक पूरी तरह जलकर खाक हो गई। आग की लपटों को देखकर आसपास के लोग और फुटपाथ पर दुकान लगाने वाले लोग भी डर गए। घटना की सूचना मिलते ही फायर ब्रिगेड की टीम मौके पर पहुंची और आग पर काबू पा लिया, जिससे एक बड़ी दुर्घटना टल गईHashtags: #Koraput #KoraputNews #OdishaNews #BreakingNews #BikeFire #FireBrigade #MedicalChowk #LocalNews #IndiaNews #140BharatNews1
- Post by Laxmi tanti Tanti2
- Post by HABIL DONGRI1
- Post by Pramodkumar Jena1
- ଆଜି ମାଲକାନାଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରଜସିର୍କେ କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।1