Shuru
Apke Nagar Ki App…
ଅଭୟ ମହାବୀର ଓ ନୀଳାଦ୍ରି ଯୁବ ପରିଷଦ ପକ୍ଷରୁ ମହାବୀରଙ୍କ ଜନ୍ମଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି l ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଏବଂ ମହାବୀରଙ୍କ ଜନ୍ମଦିନ କୁ ପୁରୀ ଶରଧାବାଲି ସ୍ଥିତ ଅଭୟ ମହାବୀର ମନ୍ଦିରରେ ଶ୍ରୀ ଅଭୟ ମହାବୀର ଏବଂ ନୀଳାଦ୍ରି ଯୁବ ପରିଷଦ ପକ୍ଷରୁ ମହାଡ଼ମ୍ବରରେ ପାଳନ କରାଯିବା ସହିତ ମାଗଣା ପ୍ରସାଦ ବଣ୍ଟନ ସହିତ ଟଙ୍କତୋରାଣୀ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ଗୋବର୍ଦ୍ଧନ ଜେନା, ସମ୍ପାଦକ ଆଶିଷ କୁମାର ପ୍ରଧାନ, କୋଷାଧକ୍ଷ ଜଗନ୍ନାଥ ପାତ୍ରଙ୍କ ସହିତ ଶଙ୍କର ହାଲଦାର, ଦୀପକ ପରିଡା, କାହ୍ନୁ ଚରଣ ବଡ଼ପଣ୍ଡା, ପ୍ରଭାକର ପ୍ରଧାନ, ପ୍ରମୋଦ ପାତ୍ର, ଚରଣ ପ୍ରଧାନ, ସନ୍ତୋଷ ମହାନ୍ତି, କାହ୍ନୁ ସିଂ ରଘୁନାଥ ମଲ୍ଲିକ ଏବଂ ଶରତ ରଥଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
Manoj kumar baliyarsingh