ଗରିଆବାହାଲ ଦଣ୍ଡ ବ୍ରତଧାରୀ ଙ୍କ ମେରୁ ଯାତ୍ରା ସମାପନ, ୨୧ ଦିନ ପରେ ଗାଁ କୁ ଫେରିଲେ ବ୍ରତଧାରୀ ପ୍ରତ୍ୟେକ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୁଏ ଦଣ୍ଡ ବ୍ରତଧାରୀ ଙ୍କ ଦଣ୍ଡ ଯାତ୍ରା, ଯାହାକି ୨୧ ଦିନ ପର୍ଯ୍ୟନ୍ତ ଚାଲିଥାଏ,ଦଣ୍ଡ ବ୍ରତଧାରୀ ଗ୍ରାମ ଗ୍ରାମ ଖାଲି ପାଦ ରେ ବୁଲି ଥାଆନ୍ତି ଯେଉଁ ଗ୍ରାମବାସୀ ଙ୍କ ମାନସିକ ଥାଏ ସେଇ ଗାଁ ରେ ବ୍ରତ ଧାରୀ ଦିନବେଳା ଖରା ତାତି ରେ ପାଣି ଦଣ୍ଡ କରିଥାନ୍ତି ଏବଂ ରାତ୍ରି ରେ ଭଗବାନ ଶିବ ଏଂବ ମା କାଳୀ ଙ୍କ ପୂଜାର୍ଚ୍ଚନା କରି ବିଭିର୍ନ ନୃତ୍ୟ ଗୀତ ମାଧ୍ୟମ ରେ ପୌରାଣିକ ବିଷୟ ବସ୍ତୁ ଆଦୃତ କରାଯାଇଥାଏ, ଏବଂ ୨୧ ଦିନ ପୂରଣ ହେଲା ପରେ ବ୍ରତ ଧାରୀ ନିଜ ଗାଁ କୁ ଫେରି ମେରୁ ଭଙ୍ଗ କରି ଦଣ୍ଡ ବ୍ରତ ପୂରଣ କରିଥାନ୍ତି, ଏ ପରିପେକ୍ଷୀ ରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଗାରିଆବାହାଲ ଦଣ୍ଡବ୍ରତ ଧାରୀ ଙ୍କ ମେରୁ ଯାତ୍ରା ପଶ୍ଚିମ ଓଡିଶା ର ଅନନ୍ୟ ପରମ୍ପରା ଏଇ ଦଣ୍ଡ ନୃତ୍ୟ କୁ ଗରିଆବାହାଲ ଗ୍ରାମର ର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୧୩ ବର୍ଷ ହେଲା ଏଇ ବ୍ରତ ପାଳନ କରି ଦଣ୍ଡ ନୃତ୍ୟ କରି ଆସୁଛନ୍ତି, ପ୍ରତ୍ୟେକ ବର୍ଷ ପରି ୨୧ ଦିନ ବିଭିର୍ନ ଗ୍ରାମରେ ଦଣ୍ଡ ନୃତ୍ୟ କରିବା ପରେ ଆଜି ନିଜ ଗାଁ କୁ ଫେରି ମେରୁ ଯାତ୍ରା ସମାପନ କରିଛନ୍ତି ଆଜିର ଏଇ ମେରୁ ଯାତ୍ରା ରେ ସୁରେନ୍ଦ୍ର ବେହେରା, ନିରଳା ବେହେରା ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ l ବହୁ ପୁରୁଣା କାଳରୁ ଦଣ୍ଡ ନୃତ୍ୟ ର ଏଇ ପରମ୍ପରା ଭକ୍ତ ଙ୍କ ଭଗବାନ ଙ୍କ ଉପରେ ଭରସା ଏବଂ ଏଇ ଯାତ୍ରା ଓ ବ୍ରତ ପାଳନ ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମନରେ ଅନେକ ବିଶ୍ୱାସ ରହିଛି l

- Te f d ee 77Sambalpur (M), Odisha💣1 day ago
- ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।1
- CM किसान योजना के ज़रिए राज्य के किसानों को सीधी आर्थिक मदद देना और किसानों के घर तक बेहतर बीज पहुँचाने के लिए 'मोबाइल बीज रथ' शुरू करना, खेती का उत्पादन बढ़ाने और हमारे किसान भाइयों और बहनों की आर्थिक सुरक्षा को और मज़बूत करने में मदद करेगा। #EmpoweredFarmer #CMkisan1
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଦେବଗଡ଼ ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।1
- ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?1
- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।1
- ଓଡ଼ିଶାର ଜନବହୁଳ ଗ୍ରାମ କୁମ୍ଭାରୀ ଡାକ୍ତର ଖାନl ଛକ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରତିଦିନ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାଜlତ କରୁଛନ୍ତି l ଏହି।ରାସ୍ତା ରେମୁଣ୍ଡା,ଥିଆପଳି ଧମାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ପଟରୁ ପଦ୍ମପୁର , ସୋହେଲା ଓ ବରପାଲି ସଂଯୋଗ କରିଛି l ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି l1
- ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।1