logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ନୂଆପଡ଼ା - ୯/୧ (ଏସ.ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂଆପଡ଼ା ଦ୍ଵାରା ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ,ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ (ମିଶନ ଶକ୍ତି) ର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ, ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର ଓ ସଶକ୍ତିକରଣ, ସମ୍ବିଧାନର ଧାରା ୩୯କ ଅନ୍ତର୍ଗତ ସମାନ ନ୍ୟାୟ ଏବଂ ବିଧିକ ସହାୟତା ଇତ୍ୟାଦି ବିକ୍ଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ।

1 day ago
user_Surendra Tiwari
Surendra Tiwari
Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
1 day ago
888f1e0c-b029-4143-aaed-a5198a348ae6

ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ନୂଆପଡ଼ା - ୯/୧ (ଏସ.ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂଆପଡ଼ା ଦ୍ଵାରା ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା

03cc53e9-43c0-4fac-a068-4c2d45a0e350

ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ,ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର

eb7c00e0-e0cf-408c-8550-6222ddc777dc

ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ (ମିଶନ ଶକ୍ତି) ର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ,

ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର ଓ ସଶକ୍ତିକରଣ, ସମ୍ବିଧାନର ଧାରା ୩୯କ ଅନ୍ତର୍ଗତ ସମାନ ନ୍ୟାୟ ଏବଂ ବିଧିକ ସହାୟତା ଇତ୍ୟାଦି ବିକ୍ଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ।

More news from ଓଡ଼ିଶା and nearby areas
  • ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।
    2
    ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    4 hrs ago
  • ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ
    1
    ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ  ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ  ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ
    user_Hareram karuan
    Hareram karuan
    Reporter Nuapada, Odisha•
    5 hrs ago
  • ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
    1
    ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
    user_ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ
    ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ
    ଖରିଆର, ନୂଆପଡ଼ା, ଓଡ଼ିଶା•
    15 hrs ago
  • ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।
    1
    ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬
    1
    କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬
    user_Sritam Ranjan Panda
    Sritam Ranjan Panda
    Photographer Kantabanji, Balangir•
    15 hrs ago
  • #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା
    1
    #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ  
#ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ
#ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା 
#ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • ନୂଆପଡା ଜ଼ିଲ୍ଲା ଖଡ଼ିଆଳକୁ ପହଂଚିଲା ସୁବର୍ଣ୍ଣ କୋଦଣ୍ଡ ଧନୁଷ ରଥ, ଭବ୍ୟ ସ୍ୱାଗତ କଲେ ଅଞ୍ଚଳ ବାସୀ l
    1
    ନୂଆପଡା ଜ଼ିଲ୍ଲା ଖଡ଼ିଆଳକୁ ପହଂଚିଲା ସୁବର୍ଣ୍ଣ କୋଦଣ୍ଡ ଧନୁଷ ରଥ, ଭବ୍ୟ ସ୍ୱାଗତ କଲେ ଅଞ୍ଚଳ ବାସୀ l
    user_Hareram karuan
    Hareram karuan
    Reporter Nuapada, Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.