Shuru
Apke Nagar Ki App…
ଜାହା କେବେ ହୋଇନଥିଲା ତାହା ଆଜି ଦେଖିବାକୁ ମିଳିଛି ଉପମୁଖ୍ୟମନ୍ତୀ ଙ୍କ ଆଗମନରେ ସଫା ହେଲା କେନାଲ ବନ୍ଧ ଓ ରାସ୍ତା କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା
ନିଷ୍ଠୁର ଦୁନିଆ Live
ଜାହା କେବେ ହୋଇନଥିଲା ତାହା ଆଜି ଦେଖିବାକୁ ମିଳିଛି ଉପମୁଖ୍ୟମନ୍ତୀ ଙ୍କ ଆଗମନରେ ସଫା ହେଲା କେନାଲ ବନ୍ଧ ଓ ରାସ୍ତା କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା
More news from ଓଡ଼ିଶା and nearby areas
- ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କେନ୍ଦ୍ରାପଡ଼ା ଗ୍ରାଣ୍ଡ ମୟୂରୀ ଏବଂ ମଙ୍ଗଳା ହୋଟେଲ ରେ ଅତର୍କିତ ଚଢ଼ାଉ କରି ୨ରୁ ଅଧିକ ବେଆଇ ଭାବେ ଚଳାଉଥିବା ଘରୋଇ ରନ୍ଧନ ଗ୍ୟାସ କୁ ସିଜ କରିଥିଲେ I ଉପଜିଲ୍ଲାପାଳ ଙ୍କ କହିବା କଥା ଏହି ଚଢ଼ାଉ ଆଗାମୀ ସମୟରେ ଆହୁରି ବ୍ୟାପକ ଏବଂ ଉଚ୍ଚ ସ୍ତରୀୟ ହେବ I1
- wonder land school annual function1
- Post by ଯାଜପୁର ଖବର ପ୍ରସାରିତ1
- ଓଡ଼ିଆ ସିନେମା ଆମ ଓଡ଼ିଆଙ୍କ ଗର୍ବ | କିନ୍ତୁ ଓଡ଼ିଆ ସିନେମା ଆଜି ବି କାନ୍ଦୁଛି | କାରଣ ଓଡ଼ିଆ ସିନେ ପ୍ରେମୀ ଆବଶ୍ୟକ ଠାରୁ ବହୁତ କମ ହଲ୍ କୁ ଯିବ ଦେଖିବାକୁ ମିଳୁଛି | କହିଁକି ଏମିତି ହେଉଛି - ଯାହାର ରହସ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି | କିନ୍ତୁ ବାସ୍ତବରେ ସମସ୍ୟାର ସମାଧାନ ହେବ କି ନାହିଁ ତାହା ସମୟ କହିବ | ଶେଷ କଥା ହେଉଛି ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ହଲ୍ ନାହିଁ ଯାହା ଫଳରେ ସିନେ ନିର୍ମାତା କ୍ଷତି ସହିବା ସହ ସମସ୍ତ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁନାହିଁ ସିନେମା | ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ1
- Post by Abhiram1
- ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ1
- Post by ଯାଜପୁର ଖବର ପ୍ରସାରିତ1