logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହିମାଗlଦି ଯୋରନ୍ଦା ରେ ସନ୍ଧ୍ୟା ଟାଇମ ରେ ମୁହୂର୍ତ୍ତ ଜଳୁଛି ଅଧିକ ବିଦୂତ ଜଳୁଥିବା ବଲ ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ

3 hrs ago
user_Tapasdas 6372788705
Tapasdas 6372788705
Gandia, Dhenkanal•
3 hrs ago

ମହିମାଗlଦି ଯୋରନ୍ଦା ରେ ସନ୍ଧ୍ୟା ଟାଇମ ରେ ମୁହୂର୍ତ୍ତ ଜଳୁଛି ଅଧିକ ବିଦୂତ ଜଳୁଥିବା ବଲ ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ

  • user_Tapasdas 6372788705
    Tapasdas 6372788705
    Gandia, Dhenkanal
    ଯୋରନ୍ଦା ପୀଠ ରେ ଚାଲିଛି କାମ ଅଧିକ ବିଦୂତ ସଂଯୋଗ https://www.shuru.co.in/post/8281ed4d-643e-4026-afe5-9d6fc6ac8e25?utm_source=post&utm_medium=copy_sheet&utm_origin=sheet&utm_campaign=copy_sheet_camp_not_part_of_campaign&suid=6e73cbf6-c26f-4240-95e7-7931884275ae ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ ଆପଣଙ୍କ ଅଞ୍ଚଳର ସମସ୍ତ ଭାଇରାଲ୍ ଭିଡିଓ ପାଇଁ ଡାଉନଲୋଡ୍ କରନ୍ତୁ ଶୁରୁ ଆପ୍ (Shuru App) 👇🏻
    3 hrs ago
More news from Dhenkanal and nearby areas
  • ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ
    1
    ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    3 hrs ago
  • ଓଡ଼ିଆ ସିନେମା ଆମ ଓଡ଼ିଆଙ୍କ ଗର୍ବ | କିନ୍ତୁ ଓଡ଼ିଆ ସିନେମା ଆଜି ବି କାନ୍ଦୁଛି | କାରଣ ଓଡ଼ିଆ ସିନେ ପ୍ରେମୀ ଆବଶ୍ୟକ ଠାରୁ ବହୁତ କମ ହଲ୍ କୁ ଯିବ ଦେଖିବାକୁ ମିଳୁଛି | କହିଁକି ଏମିତି ହେଉଛି - ଯାହାର ରହସ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି | କିନ୍ତୁ ବାସ୍ତବରେ ସମସ୍ୟାର ସମାଧାନ ହେବ କି ନାହିଁ ତାହା ସମୟ କହିବ | ଶେଷ କଥା ହେଉଛି ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ହଲ୍ ନାହିଁ ଯାହା ଫଳରେ ସିନେ ନିର୍ମାତା କ୍ଷତି ସହିବା ସହ ସମସ୍ତ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁନାହିଁ ସିନେମା | ଭୁବନେଶ୍ଵର, ଓଡ଼ିଶା #bhubaneswar #odisha
    1
    ଓଡ଼ିଆ ସିନେମା ଆମ ଓଡ଼ିଆଙ୍କ ଗର୍ବ | କିନ୍ତୁ ଓଡ଼ିଆ ସିନେମା ଆଜି ବି କାନ୍ଦୁଛି | କାରଣ ଓଡ଼ିଆ ସିନେ ପ୍ରେମୀ ଆବଶ୍ୟକ ଠାରୁ ବହୁତ କମ ହଲ୍ କୁ ଯିବ ଦେଖିବାକୁ ମିଳୁଛି | କହିଁକି ଏମିତି ହେଉଛି - ଯାହାର ରହସ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି | କିନ୍ତୁ ବାସ୍ତବରେ ସମସ୍ୟାର ସମାଧାନ ହେବ କି ନାହିଁ ତାହା ସମୟ କହିବ | ଶେଷ କଥା ହେଉଛି ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ହଲ୍ ନାହିଁ ଯାହା ଫଳରେ ସିନେ ନିର୍ମାତା କ୍ଷତି ସହିବା ସହ ସମସ୍ତ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁନାହିଁ ସିନେମା |
ଭୁବନେଶ୍ଵର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍‌ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍‌ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍‌ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍‌ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍‌ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍‌କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
    4
    ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ
ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ):
ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି।
ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି।
ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ।
ଏହି ଆଉଟଲେଟ୍‌ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍‌ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ।
ଏହି ଆଉଟଲେଟ୍‌ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା।
ଏହି ଆଉଟଲେଟ୍‌ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍‌ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା।
ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍‌କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି।
ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ଦେଉନାହିଁ। ଏପରିକି ଜିଲ୍ଲାରେ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଆକ୍ରମଣରେ ମଣିଷ ମାନଙ୍କର ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କ ଦ୍ବାରା ମଧ୍ୟ ହାତୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛିା ଆଜି ସକାଳେ ସଦର ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଧୁସାହୁପାଟଣା ଗ୍ରାମ ପଞ୍ଚାୟତ ବିମ୍ବଳ ଗ୍ରାମ ନଟକଟା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରା ଯାଇଛି । ଏହି ହାତୀଟି ନିକଟ ମକା ଜମିରେ ସୋଲାର ଫେନ୍ସିଂରେ ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ.କରାଯାଉଛି। ଖବର ପାଇ ବନ କର୍ମଚାରି ସେଠାରେ ପହଞ୍ଚି ମୃତ୍ୟୁର କାରଣ ପାଇବାପାଇଁ ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦନ୍ତା ହାତୀର ବୟସ ୧୫ବର୍ଷ ହେବ ବୋଲୀ ଅନୁମାନ କରାଯାଉଛି ।
    1
    ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ଦେଉନାହିଁ। ଏପରିକି ଜିଲ୍ଲାରେ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଆକ୍ରମଣରେ ମଣିଷ ମାନଙ୍କର ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କ ଦ୍ବାରା ମଧ୍ୟ ହାତୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛିା ଆଜି ସକାଳେ ସଦର ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଧୁସାହୁପାଟଣା ଗ୍ରାମ ପଞ୍ଚାୟତ ବିମ୍ବଳ ଗ୍ରାମ ନଟକଟା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରା ଯାଇଛି । ଏହି ହାତୀଟି ନିକଟ ମକା ଜମିରେ ସୋଲାର ଫେନ୍ସିଂରେ ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ.କରାଯାଉଛି। ଖବର ପାଇ ବନ କର୍ମଚାରି ସେଠାରେ ପହଞ୍ଚି  ମୃତ୍ୟୁର କାରଣ ପାଇବାପାଇଁ  ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦନ୍ତା ହାତୀର ବୟସ ୧୫ବର୍ଷ ହେବ ବୋଲୀ ଅନୁମାନ କରାଯାଉଛି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    1
    - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ.  ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    10 hrs ago
  • ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    1
    ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    14 hrs ago
  • #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌
    1
    #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ।
#ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️
#ଜବାବ_ମାଗୁଛି_ଜନତା 
👉 ଯଦି ଗ୍ୟାସ ଅଭାବ ନାହିଁ ତେବେ  ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ?
❌❌❌❌❌❌❌❌
👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ?
❌❌❌❌❌❌❌❌
👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି?
❌❌❌❌❌❌
👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬
❌❌❌❌❌❌
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.