Shuru
Apke Nagar Ki App…
ପୁଣି ଦନ୍ତାହାତୀର ମୃତ୍ୟୁ,ସଦର ରେଂଜ ବିମ୍ବଳ ଗ୍ରାମ ନଟାକଟା ନିକଟରେ ମୃତ ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ଦେଉନାହିଁ। ଏପରିକି ଜିଲ୍ଲାରେ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଆକ୍ରମଣରେ ମଣିଷ ମାନଙ୍କର ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କ ଦ୍ବାରା ମଧ୍ୟ ହାତୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛିା ଆଜି ସକାଳେ ସଦର ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଧୁସାହୁପାଟଣା ଗ୍ରାମ ପଞ୍ଚାୟତ ବିମ୍ବଳ ଗ୍ରାମ ନଟକଟା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରା ଯାଇଛି । ଏହି ହାତୀଟି ନିକଟ ମକା ଜମିରେ ସୋଲାର ଫେନ୍ସିଂରେ ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ.କରାଯାଉଛି। ଖବର ପାଇ ବନ କର୍ମଚାରି ସେଠାରେ ପହଞ୍ଚି ମୃତ୍ୟୁର କାରଣ ପାଇବାପାଇଁ ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦନ୍ତା ହାତୀର ବୟସ ୧୫ବର୍ଷ ହେବ ବୋଲୀ ଅନୁମାନ କରାଯାଉଛି ।
Amani Sahoo

More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ଦେଉନାହିଁ। ଏପରିକି ଜିଲ୍ଲାରେ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଆକ୍ରମଣରେ ମଣିଷ ମାନଙ୍କର ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କ ଦ୍ବାରା ମଧ୍ୟ ହାତୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛିା ଆଜି ସକାଳେ ସଦର ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଧୁସାହୁପାଟଣା ଗ୍ରାମ ପଞ୍ଚାୟତ ବିମ୍ବଳ ଗ୍ରାମ ନଟକଟା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରା ଯାଇଛି । ଏହି ହାତୀଟି ନିକଟ ମକା ଜମିରେ ସୋଲାର ଫେନ୍ସିଂରେ ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ.କରାଯାଉଛି। ଖବର ପାଇ ବନ କର୍ମଚାରି ସେଠାରେ ପହଞ୍ଚି ମୃତ୍ୟୁର କାରଣ ପାଇବାପାଇଁ ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦନ୍ତା ହାତୀର ବୟସ ୧୫ବର୍ଷ ହେବ ବୋଲୀ ଅନୁମାନ କରାଯାଉଛି ।1
- Post by Dipak Kumar Nayak1
- Post by Dhenkanal News1
- #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by Aritkumar Mohapatra4
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।1