ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତର ସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି। ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତର ସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ
ଉପସ୍ଥିତ ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି। ସପ୍ତଶଯ୍ୟା
ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ
ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।1
- #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌1
- ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- wonder land school annual function1
- ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.1
- Post by Dhenkanal News1
- wonder land school annual function1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2