Shuru
Apke Nagar Ki App…
ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ TPNODL ପକ୍ଷରୁ ଜାରକା ବିଦ୍ୟୁତ ସେକ୍ସନରେ କର୍ମଚାରୀ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି। ଧର୍ମଶାଳା :- ଆଜି TPNODL ପକ୍ଷରୁ ଜାରକା ବିଦ୍ୟୁତ ସେକ୍ସନରେ କର୍ମଚାରୀମାନେ ପରସ୍ପରକୁ ରାଖୀ ବାନ୍ଧିଥିଲେ ଓ ମିଠା ଖୁଆଇ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ କର୍ମଚାରୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଓ ସଦଭାବନା ବୃଦ୍ଧି କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି ।
ରଞ୍ଜନ କୁମାର ଦଳାଇ
ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ TPNODL ପକ୍ଷରୁ ଜାରକା ବିଦ୍ୟୁତ ସେକ୍ସନରେ କର୍ମଚାରୀ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି। ଧର୍ମଶାଳା :- ଆଜି TPNODL ପକ୍ଷରୁ ଜାରକା ବିଦ୍ୟୁତ ସେକ୍ସନରେ କର୍ମଚାରୀମାନେ ପରସ୍ପରକୁ ରାଖୀ ବାନ୍ଧିଥିଲେ ଓ ମିଠା ଖୁଆଇ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ କର୍ମଚାରୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଓ ସଦଭାବନା ବୃଦ୍ଧି କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି ।
More news from ଓଡ଼ିଶା and nearby areas
- ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।1
- ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺1
- ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights1
- ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ #LatestNews #UpdateNews #apanankakhabara #boudha #news #OdishaNews #odisha1
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ଯାତ୍ରା ମଞ୍ଚରୁ ପଡିଗଲେ ପିୟୂଷ :ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ମୁଣ୍ଡ ବୁଲାଇବାରୁ ଅସୁସ୍ଥ ହୋଇଗଲେ । ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଛନ୍ତି ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାସୁପାଲି ଗାଁ।ମଞ୍ଚରେ ଅଭିନୟ କରୁଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଳଳି ପଡ଼ିଥିଲେ।ଅଭିନେତା ଅସୁସ୍ଥ ହେବା ପରେ ସେଠାରେ ଯାତ୍ରା ପରିବେଷଣ ବନ୍ଦ କରାଯାଇଥିଲା।1