କପାପଦର ପି ଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ କପାପଦର ପି ଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟଠାରେ ଗଣିତ ଓ ବିଜ୍ଞାନ ଅନୁଷ୍ଠିତ । ବିଷମ କଟକ ତା ୧୨/୦୩ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଵେଥିଆପଡା। ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କାପାପଦର ପରିସରରେ ଆଜି ପାଳିତ ହେଉଛି ଗଣିତ ଓ ବିଜ୍ଞାନ ସର୍କଲ । ଏଥିରେ ବିଦ୍ୟାଳୟ ଷଷ୍ଠ ରୁ ଦଶମ ଶ୍ରେଣୀ ର ୩୯୦ ଛାତ୍ର ଛାତ୍ରୀ ଙ୍କୁ ନେଇ ମୋଟ ୧୧ଟି ଗ୍ରୁଫ ରେ ଗଣିତ କାର୍ଯ୍ୟକ୍ରମ ଯଥା ଲସାଗୁ ଓ ଗସାଗୁ ,ବିଭିନ୍ନ କୋଣ ର ପରିମାପ, କ୍ଷେତ୍ରଫଳ, ସଂଖ୍ୟା ବିଷୟ ରେ ଛାତ୍ର ଛାତ୍ରୀ ଉପସ୍ଥାପନ କରିଥିଲେ । ସେହିପରି ବିଜ୍ଞାନ ସର୍କଲ ରେ ପାୱାର ପ୍ଲାଣ୍ଟ, ସୋର ଜଗତ, ରକେଟ୍ , ଉଦ୍ଭିଦ ବିଭିନ୍ନ ଅଂଶ ଇତ୍ୟାଦି। ଏଥିରେ ଗଣିତ, ବିଜ୍ଞାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ସୋହଯୋଗ କରି ଗଣିତ ଓ ବିଜ୍ଞାନ ସଂମ୍ୱଦ୍ଧିୟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ଚାର୍ଟ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା। ଛାତ୍ରମାନଙ୍କୁ ବିଭିନ୍ନ ଗ୍ରୁପରେ କରାଯାଇ ଗୋଟେ ଶ୍ରେଣୀ ଗୃହରେ ଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ଛାତ୍ରମାନେ ବନେଇଥିବା ପ୍ରକଳ୍ପକୁ ଅନ୍ୟ ଶିକ୍ଷକମାନେ ପ୍ରଶ୍ନ ଉତ୍ତର କରିଥଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ନୁପ୍ରୀୟା ନାୟକ, ଗଣିତ ଶିକ୍ଷକ ଆଶୁତୋଷ ଶିବ ଶଙ୍କର ସାହୁ, ବିଜ୍ଞାନ ଶିକ୍ଷକ ସ୍ମୃତି ରଞ୍ଜନ ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ଟିଶୁରୁ ମାଣ୍ଡିକା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହୋଯୋଗ କରିଥିଲେ।

- କଣ୍ଟାମାଳ ଗ୍ରାମ ର ଦେଖନ୍ତୁ 🙏🙏🙏1
- ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।1
- ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।4
- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।1
- CBSE ଦଶମ ବୋର୍ଡରେ 96% ରଖି କୋଟପାଡ଼ ଟପ୍ପର ହେଲେ ବନ୍ଦନା ପ୍ରିୟଦର୍ଶନୀ ରଥ l ଡକ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବନ୍ଦନା #kotpadbreakingnews #CBSE_KOTPAD_TOPPER #ଆଜି_ପ୍ରକାଶ_ପାଇଲା_CBSE_ରେଜଲ୍ଟ #Cbse_kotpad_topper1
- Post by PABITRA BARIHA1
- ତିଜିମାଳି ର ଦେଖନ୍ତୁ 🙏🙏🙏1
- ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ1
- Post by Ganjam Khabar1