Shuru
Apke Nagar Ki App…
କୋମାରେ ମୋ ଆୟଷ ଆୟୁବୈଦିକଚିକିତ୍ସାଳୟ, ରୋଗୀ ଆସୁଛନ୍ତି ନିରାଶ ହେଉ ଫେରୁଛନ୍ତି l। ଚିକତ୍ସାକେନ୍ଦ୍ର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବି l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏହି ଆୟଷ ଚିକିତ୍ସାଳୟ ଏବେ କୋମା ଅବସ୍ଥା ରହିଛି l ଆୟୁବେଦ ର ମେଡ଼ିସିନ ମିଳୁ ନାହିଁ, କି ଚିକିତ୍ସା କେନ୍ଦ୍ର ଖୋଲା ହେଉ ନି l ଏହି ଚିକିତ୍ସl କୁ ବିଶ୍ୱାସ କରୁଥବା ରୋଗୀ ଆସି ନିରାଶ ହୋଇ ଫେରୁଛନ୍ତି l ଏବିଷୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ଆଶିଷ ମାଝୀ ଙ୍କୁ ପଚାରିବାରୁ ଦୀର୍ଘ ୫ବର୍ଷ ହେଲା ମେଡ଼ିସିନ ଯୋଗାଣ ବନ୍ଦ ରହିଛି ଯାହା ଫଳରେ ଏଥିରେ ନିଯୁକ୍ତ ଆୟଷ ଡ଼କ୍ଟର ମାନେ ଅନ୍ୟ ସବୁ ଫିଲଡ ଡିଉଟି ରେ ନିୟୋଜିତ ଅଛନ୍ତି l ସରକାର ଏଦିଗରେ ପଦକ୍ଷେପ ନେଇ ଶୀଘ୍ର ଏ ଆୟଷ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ରେ ଦାବି ହେଉଛି ll
Biswanath Patel

More news from ଓଡ଼ିଶା and nearby areas
- ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି4
- #BamraNews हॉस्पिटल में कलर करने के नाम पर लाखों का घोटाला प्रशासन खामोश #GovindpurCHC Hospital #cdmosambalpur #dmsambalpur #odishanews #p24newsexpress #bamra #govindpurhospital #mukeshmahaling #dharmendrapradhan #pmmodi #mohanmajhi #cmoodisha #healthministerodisha #rabinarayannaik #panchayatirajministerodisha #nabinpatnaik #bjdodisha #bjpodisha #rahulgandhi #congress1
- ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା। କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!1
- Post by Rupendra kisan1
- ବରଗଡ଼ ପୋଲିସ ର ବଡ ସଫଳତା ଗତ ବୁଧବାର ଦିନ ଗୋଟିଏ ଗାଡ଼ିରେ ଅଫ୍ ସିରଫ୍ ବୋଝେଇ ହୋଇ ଯାଉଥିବା ବେଳେ ବରଗଡ଼ ପୋଲିସ ହାଜତରେ ଧରା ପଡ଼ିଛି । ୯୬୦ ଟି ବୋତଲ ଥିବା ବେଳେ ୭ ଜଣ ଧଳା ପଡିଛନ୍ତି ।1
- ୩୨ତମବାର୍ଷିକ ଉତ୍ସବ ୨୦୨୬ ସ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼1
- Post by Purandar sahu1
- #BAMRANEWS खबर प्रसारित होने पर भी प्रशासन खामोश जानलेवा ट्रेन की वजह से बाइक चालक के ऊपर आई मुसीबत #bamranews #breakingnews #safetyfirst #p24newsexpress #officerssilent #mukeshmahaling #rabinatayannaik #cmoodisha #kanakvardhansinghdeo1