logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆୟୋଜିତ ମାତୃ ସମ୍ମିଳନୀରେ କ୍ଷିରୋଦ ସାହୁ ସମ୍ବର୍ଦ୍ଧିତ ତାଳଚେର :- ତାଳଚେର ରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆୟୋଜିତ ମାତୃ ସମ୍ମିଳନୀରେ ତାଳଚେର ଘଣ୍ଟପଡ଼ାର ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ସମାଜସେବୀଙ୍କ ମାତା ମାଳତୀ ସାହୁଙ୍କୁ ପ୍ରସଂଶା କରି ତାଙ୍କ ସୁପୁତ୍ର ଶ୍ରୀ ସାହୁଙ୍କ ଦୀର୍ଘ ବର୍ଷ ସାମାଜିକ କାର୍ଯ୍ୟର ବିସ୍ତୃତ ବିବରଣୀ ଦେବା ପରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଚ୍ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉପଲକ୍ଷେ ଦୁଇ ବିଧାୟକଙ୍କ ଅଭି ଭାଷଣରେ ସାମାଜିକ ମଙ୍ଗଳ କାର୍ଯ୍ୟରେ ନିଜକୁ ସମର୍ପିତ କରି ଅନ୍ୟର ଉପକାର ରେ ଆସୁଥିବାରୁ ଭବିଷ୍ୟ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରି ରହି ପାରିବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ବିଦ୍ୟାଳୟର ସଭାପତି ଶତ୍ରୁଘ୍ନ ପ୍ରଧାନ, ସମ୍ପାଦକ ଅଧ୍ୟାପକ ନିରଂଜନ ପ୍ରଧାନ ମଞ୍ଚାସିନ ଥିଲେ l ଏହି ମାତୃ ସମ୍ମିଳନୀକୁ ପର୍ଯ୍ୟାୟ ପ୍ରମୁଖ ଗୁରୁଜୀ ପ୍ରଶାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ l ଏହି ମାତୃ ସମ୍ମିଳନୀରେ ଶତାଧିକ ମହିଳା ଓ ଅଭିଭାବକ ଉପସ୍ଥିତ ଥିଲେ l

on 16 September
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 16 September
e6a7e31f-df32-42c9-b5e0-f7abbc9aba63

ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆୟୋଜିତ ମାତୃ ସମ୍ମିଳନୀରେ କ୍ଷିରୋଦ ସାହୁ ସମ୍ବର୍ଦ୍ଧିତ ତାଳଚେର :- ତାଳଚେର ରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆୟୋଜିତ ମାତୃ ସମ୍ମିଳନୀରେ ତାଳଚେର ଘଣ୍ଟପଡ଼ାର ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ସମାଜସେବୀଙ୍କ ମାତା ମାଳତୀ ସାହୁଙ୍କୁ ପ୍ରସଂଶା କରି ତାଙ୍କ ସୁପୁତ୍ର ଶ୍ରୀ ସାହୁଙ୍କ ଦୀର୍ଘ ବର୍ଷ ସାମାଜିକ କାର୍ଯ୍ୟର ବିସ୍ତୃତ ବିବରଣୀ ଦେବା ପରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଚ୍ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁଙ୍କୁ

e957be08-2707-44af-8f95-255a301924a2

ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉପଲକ୍ଷେ ଦୁଇ ବିଧାୟକଙ୍କ ଅଭି ଭାଷଣରେ ସାମାଜିକ ମଙ୍ଗଳ କାର୍ଯ୍ୟରେ ନିଜକୁ ସମର୍ପିତ କରି ଅନ୍ୟର ଉପକାର ରେ ଆସୁଥିବାରୁ ଭବିଷ୍ୟ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରି ରହି ପାରିବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ବିଦ୍ୟାଳୟର ସଭାପତି ଶତ୍ରୁଘ୍ନ ପ୍ରଧାନ, ସମ୍ପାଦକ ଅଧ୍ୟାପକ ନିରଂଜନ ପ୍ରଧାନ ମଞ୍ଚାସିନ ଥିଲେ l ଏହି ମାତୃ ସମ୍ମିଳନୀକୁ ପର୍ଯ୍ୟାୟ ପ୍ରମୁଖ ଗୁରୁଜୀ ପ୍ରଶାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ l ଏହି ମାତୃ ସମ୍ମିଳନୀରେ ଶତାଧିକ ମହିଳା ଓ ଅଭିଭାବକ ଉପସ୍ଥିତ ଥିଲେ l

More news from ଓଡ଼ିଶା and nearby areas
  • Des Ka Kisan
    1
    Des Ka Kisan
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ସମ୍ବଲପୁର ଜିଲା କୁଚିଣ୍ଡା ଖର୍ଲାନଦୀ ଉପରେ ନିର୍ମାଣାଧୀନ ନୂତନ ଝୁଲେନ ସେତୁକୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିଛନ୍ତି
    1
    ସମ୍ବଲପୁର ଜିଲା କୁଚିଣ୍ଡା ଖର୍ଲାନଦୀ ଉପରେ ନିର୍ମାଣାଧୀନ ନୂତନ ଝୁଲେନ ସେତୁକୁ  ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିଛନ୍ତି
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    2 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    16 hrs ago
  • मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है। #Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators
    1
    मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है।
#Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators
    user_द संक्षेप
    द संक्षेप
    Media company Jharsuguda, Odisha•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj, Odisha•
    9 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    14 hrs ago
  • ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା I @boudhnews #ବୌଦ୍ଧ
    1
    ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା I @boudhnews #ବୌଦ୍ଧ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    10 hrs ago
  • ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ ଉଦଳା (ମୟୁରଭଞ୍ଜ): - ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି। ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    4
    ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ
ଉଦଳା (ମୟୁରଭଞ୍ଜ): -
ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି।
ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ।
ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    user_Rajib Behera
    Rajib Behera
    Journalist Mayurbhanj, Odisha•
    23 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    10 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.