logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ଵର ଜିଲ୍ଲାରେ କେତେ ସଂଖ୍ୟକ ଇନଲ୍ୟାଣ୍ଡ ଓ ମେରାଇନ୍ ମତ୍ସ୍ୟ ଉତ୍ପାଦନ ହେଉଛି ଏବଂ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ କେଉଁ କେଉଁ ନୂତନ ପ୍ରକଳ୍ପ ବା ଯୋଜନା କାର୍ଯ୍ୟକାରୀ ହେଉଛି ବିଧାନସଭାରେ ପ୍ରଶ୍ନ ପଚାରିଲା ସୁବାସିନୀ ଜେନା ଗତ ତିନିବର୍ଷ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କେତେ ସଂଖ୍ୟକ ଇନଲ୍ୟାଣ୍ଡ ଓ ମେରାଇନ୍ ମତ୍ସ୍ୟ ଉତ୍ପାଦନ ହେଉଛି ଏବଂ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ କେଉଁ କେଉଁ ନୂତନ ପ୍ରକଳ୍ପ ବା ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଜଣାଇବେ କି ? ଏଥିସହିତ ବସ୍ତା ନିର୍ବାଚନ ମଣ୍ଡଳୀରେ ମତ୍ସ୍ୟଚାଷ ପାଇଁ Pond Renovation ଯୋଜନାରେ କେତେ ପୋଖରୀ ନବୀକରଣ ହୋଇଛି ଏବଂ ଏଥିପାଇଁ କେତେ ଅନୁଦାନ ମଞ୍ଜୁର ହୋଇଛି ଓ କେତେ ବ୍ୟୟ ହୋଇଛି ବୋଲି ଚଳିତ ବିଧାନସଭାର ବଜେଟ ଅଧିବେଶନରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଲେ ବସ୍ତା ବିଧାୟିକା ସୁବାସିନୀ ଜେନା।

2 hrs ago
user_Sk Ajaruddin
Sk Ajaruddin
Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
2 hrs ago
40266fb4-a5ea-43d6-837d-3d1fa4ef63c6
da651058-8c99-4d3b-bbb0-90a9b01bf315
9fc54c36-eff7-4ff7-88fd-98c0b35fd758

ବାଲେଶ୍ଵର ଜିଲ୍ଲାରେ କେତେ ସଂଖ୍ୟକ ଇନଲ୍ୟାଣ୍ଡ ଓ ମେରାଇନ୍ ମତ୍ସ୍ୟ ଉତ୍ପାଦନ ହେଉଛି ଏବଂ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ କେଉଁ କେଉଁ ନୂତନ ପ୍ରକଳ୍ପ ବା ଯୋଜନା କାର୍ଯ୍ୟକାରୀ ହେଉଛି ବିଧାନସଭାରେ ପ୍ରଶ୍ନ ପଚାରିଲା ସୁବାସିନୀ ଜେନା ଗତ ତିନିବର୍ଷ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କେତେ ସଂଖ୍ୟକ ଇନଲ୍ୟାଣ୍ଡ ଓ ମେରାଇନ୍ ମତ୍ସ୍ୟ ଉତ୍ପାଦନ ହେଉଛି ଏବଂ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ କେଉଁ କେଉଁ ନୂତନ ପ୍ରକଳ୍ପ ବା ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଜଣାଇବେ କି ? ଏଥିସହିତ ବସ୍ତା ନିର୍ବାଚନ ମଣ୍ଡଳୀରେ ମତ୍ସ୍ୟଚାଷ ପାଇଁ Pond Renovation ଯୋଜନାରେ କେତେ ପୋଖରୀ ନବୀକରଣ ହୋଇଛି ଏବଂ ଏଥିପାଇଁ କେତେ ଅନୁଦାନ ମଞ୍ଜୁର ହୋଇଛି ଓ କେତେ ବ୍ୟୟ ହୋଇଛି ବୋଲି ଚଳିତ ବିଧାନସଭାର ବଜେଟ ଅଧିବେଶନରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଲେ ବସ୍ତା ବିଧାୟିକା ସୁବାସିନୀ ଜେନା।

More news from ଓଡ଼ିଶା and nearby areas
  • #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    1
    #ପାଣି_ଚିନ୍ତାରେ_ଗାଁ_ଲୋକେ । 
🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 
🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    1
    ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    30 min ago
  • ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।
    1
    ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ  ମୃତ ମୁଖରୁ ବଞ୍ଚିଲା  କାଳିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    1
    ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    11 hrs ago
  • ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    1
    ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    1
    ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।
    1
    ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.