logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦିନିକିଆ ଅନୁଗୁଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଳଚେରର କଂଗ୍ରେସ ନେତାଙ୍କୁ ଉଠାଇ ନେଲା ପୋଲିସ ଆଜି ଅନୁଗୋଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଳଚେର ପୋଲିସ ଦ୍ଵାରା ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ କୁଂଅର ଓ ପୂର୍ବତନ ନଗରପାଳ କେଶବ ଭୂତିଆ ଏବଂ ରାଜକିଶୋର ସାହୁଙ୍କୁ ଥାନାରେ ଅଟକ ରଖାଯାଇଛି l ମଧ୍ୟାହ୍ନରେ ତାଳଚେର ଥାନା ପୋଲିସ ଏବଂ କୋଲିୟାରୀ ଥାନା ପୋଲିସ ପକ୍ଷରୁ ସେମାନଙ୍କୁ ଥାନାକୁ ଅଣାଯାଇଛି ବୋଲି ଜଣାପଡିଛି l

1 hr ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
1 hr ago
867457ca-62e3-43b7-b4d4-25984f1b6925

ଦିନିକିଆ ଅନୁଗୁଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଳଚେରର କଂଗ୍ରେସ ନେତାଙ୍କୁ ଉଠାଇ ନେଲା ପୋଲିସ ଆଜି ଅନୁଗୋଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଳଚେର ପୋଲିସ ଦ୍ଵାରା ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ କୁଂଅର ଓ ପୂର୍ବତନ ନଗରପାଳ କେଶବ ଭୂତିଆ ଏବଂ ରାଜକିଶୋର ସାହୁଙ୍କୁ ଥାନାରେ ଅଟକ ରଖାଯାଇଛି l ମଧ୍ୟାହ୍ନରେ ତାଳଚେର ଥାନା ପୋଲିସ ଏବଂ କୋଲିୟାରୀ ଥାନା ପୋଲିସ ପକ୍ଷରୁ ସେମାନଙ୍କୁ ଥାନାକୁ ଅଣାଯାଇଛି ବୋଲି ଜଣାପଡିଛି l

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନା ରାସୋଳ ଚିତ୍ତଳପୁର ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଅଜଣା ଯୁବକ ଭାରସାମ୍ୟ ହରାଇ ପଡିଯିବା ପରେ ଗୁରୁତର. ଖବର ପାଇ ରାସୋଳ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଚିକିତ୍ସା କରିଥିବା ସୂଚନା.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନା ରାସୋଳ ଚିତ୍ତଳପୁର ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଅଜଣା ଯୁବକ ଭାରସାମ୍ୟ ହରାଇ ପଡିଯିବା ପରେ ଗୁରୁତର. ଖବର ପାଇ ରାସୋଳ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଚିକିତ୍ସା କରିଥିବା ସୂଚନା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • ଏ ସିନେମାରେ ଗୋଟେ ବହୁତ ବଡ଼ ମେସେଜ ଅଛି | ଯାହା ସମାଜକୁ ପ୍ରେରଣା ଯୋଗାଇବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏ ସିନେମାରେ ଗୋଟେ ବହୁତ ବଡ଼ ମେସେଜ ଅଛି | ଯାହା ସମାଜକୁ ପ୍ରେରଣା ଯୋଗାଇବ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    3
    ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର*
ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି।
ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    user_Tapasdas 6372788705
    Tapasdas 6372788705
    Photographer Kankalunda•
    18 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
    1
    ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.