logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖେଳ ଛୁଟି ହେଲା କାଳ, ସ୍କୁଲ ପରିସରରେ ଖେଳୁଥିବା ବେଳେ ଫଳକ ଭାଙ୍ଗିପଡି ଚାଲିଗଲା ଛାତ୍ରର ଜୀବନ ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_GANESH PANlGRAHl
GANESH PANlGRAHl
Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
2 hrs ago

ଖେଳ ଛୁଟି ହେଲା କାଳ, ସ୍କୁଲ ପରିସରରେ ଖେଳୁଥିବା ବେଳେ ଫଳକ ଭାଙ୍ଗିପଡି ଚାଲିଗଲା ଛାତ୍ରର ଜୀବନ ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from Ganjam and nearby areas
  • ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    1
    ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    user_Ganjam Khabar
    Ganjam Khabar
    Journalist Dharakote, Ganjam•
    18 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    17 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ଅଭିଭାବକ ବୈଠକ ଓ ମାତୃସମୀଳନି ସରସ୍ୱତୀ ବିଦ୍ୟାମନ୍ଦିର କର୍ତ୍ତି ସାହି ପୁରୀ । ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷା ବର୍ଷର ଶେଷ ଅଭିଭାବକ ବୈଠକ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବିଶ୍ୱମ୍ଭର ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ଯୋଗଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ମୋହଦୟ ,ଗୌରହରି ସାହୁ ଏବଂ ସହସମ୍ପାଦକ ବ୍ରଜକିଶୋର ସାହୁ ଏବଂ ପ୍ରାକ୍ତନ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ତତ୍ୱବଧାରକ ସରତ ଚନ୍ଦ୍ର ମିଶ୍ର ପ୍ରଧାନ ଆଚାର୍ଯ୍ୟ ଦୀପ୍ତିମୟୀ ଦାସ ଅତିଥିରୁପେ ଆସନ ଅଳଙ୍କୃତ କରିଥିଲେ ।ସର୍ବପ୍ରଥମେ ବାଗ୍ଦେବୀ ମାଆ ସରସ୍ୱତଙ୍କ ଫୋଟ ରେ ଧୂପଦୀପ ଓ ମାଲ୍ୟାର୍ପଣ କରାଯାଇ ବୈଠକ କୁ ଉଦ୍ଘାଟନ କରାଯାଇଥିଲା।ଆଚାର୍ଯ୍ୟ। ସୁଭଲକ୍ଷ୍ମୀ ସାହୁଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇ ପରିବେଶ କୁ ଭକ୍ତିପୂତ କରାଯାଇଥିଲା ।ଆଚାର୍ଯ୍ୟ। ଶର୍ମିଷ୍ଠା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଆଚାର୍ଯ୍ୟ। କଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବିଦ୍ୟାଳୟର ଆଚାର୍ଯ୍ୟ। ମିନା ମହାପାତ୍ର,ରୋଜାଲୀନ ପଟନାୟକ ,ରିନିବାଳା ପ୍ରଧାନ ,ପୂର୍ଣ୍ଣିମା ସାହୁ,ଜୟନ୍ତୀ ଖଣ୍ଡାୟତ ରାୟ,ସଂଧ୍ୟାରଣୀ ପଣ୍ଡା,ସୁପ୍ରିୟା ସେଠି,ଚନ୍ଦ୍ରଶେଖର ପାଢ଼ୀ ଓ ରୁବି ସେନାପତି, ଅନୁସାୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
    4
    ଅଭିଭାବକ ବୈଠକ ଓ ମାତୃସମୀଳନି ସରସ୍ୱତୀ ବିଦ୍ୟାମନ୍ଦିର କର୍ତ୍ତି ସାହି ପୁରୀ ।
ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷା ବର୍ଷର ଶେଷ ଅଭିଭାବକ ବୈଠକ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବିଶ୍ୱମ୍ଭର ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ଯୋଗଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ମୋହଦୟ ,ଗୌରହରି ସାହୁ ଏବଂ ସହସମ୍ପାଦକ ବ୍ରଜକିଶୋର ସାହୁ ଏବଂ ପ୍ରାକ୍ତନ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ତତ୍ୱବଧାରକ ସରତ  ଚନ୍ଦ୍ର ମିଶ୍ର ପ୍ରଧାନ ଆଚାର୍ଯ୍ୟ ଦୀପ୍ତିମୟୀ ଦାସ ଅତିଥିରୁପେ ଆସନ ଅଳଙ୍କୃତ କରିଥିଲେ ।ସର୍ବପ୍ରଥମେ ବାଗ୍ଦେବୀ ମାଆ ସରସ୍ୱତଙ୍କ ଫୋଟ ରେ ଧୂପଦୀପ ଓ ମାଲ୍ୟାର୍ପଣ କରାଯାଇ ବୈଠକ କୁ ଉଦ୍ଘାଟନ କରାଯାଇଥିଲା।ଆଚାର୍ଯ୍ୟ। ସୁଭଲକ୍ଷ୍ମୀ ସାହୁଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇ ପରିବେଶ କୁ ଭକ୍ତିପୂତ କରାଯାଇଥିଲା ।ଆଚାର୍ଯ୍ୟ। ଶର୍ମିଷ୍ଠା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଆଚାର୍ଯ୍ୟ। କଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବିଦ୍ୟାଳୟର ଆଚାର୍ଯ୍ୟ। ମିନା ମହାପାତ୍ର,ରୋଜାଲୀନ ପଟନାୟକ ,ରିନିବାଳା ପ୍ରଧାନ ,ପୂର୍ଣ୍ଣିମା ସାହୁ,ଜୟନ୍ତୀ ଖଣ୍ଡାୟତ ରାୟ,ସଂଧ୍ୟାରଣୀ ପଣ୍ଡା,ସୁପ୍ରିୟା ସେଠି,ଚନ୍ଦ୍ରଶେଖର ପାଢ଼ୀ ଓ ରୁବି ସେନାପତି, ଅନୁସାୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • ନବରଙ୍ଗପୁର:(12|1)26(ଗଣେଶ ପାଣିଗ୍ରାହୀ)ପୋଡ଼ାଗଡ଼ ଆଦର୍ଶ ବନ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ରେ ବରେଣ୍ୟ ଅତିଥି ନବରଙ୍ଗପୁର ଜିଲ୍ଲା ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ସଂଘର ଉପସଭାପତି ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ ଉକ୍ତ ମଞ୍ଚରେ ବକ୍ତବ୍ୟରେ କଣ କହୁଛନ୍ତି ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ କେଇପଦ କଥା ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ନବରଙ୍ଗପୁର:(12|1)26(ଗଣେଶ ପାଣିଗ୍ରାହୀ)ପୋଡ଼ାଗଡ଼ ଆଦର୍ଶ ବନ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ରେ ବରେଣ୍ୟ ଅତିଥି ନବରଙ୍ଗପୁର ଜିଲ୍ଲା ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ସଂଘର ଉପସଭାପତି ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ ଉକ୍ତ ମଞ୍ଚରେ ବକ୍ତବ୍ୟରେ କଣ କହୁଛନ୍ତି ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ କେଇପଦ କଥା ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • #ଗଞ୍ଜାମ_ପାଇଁ_ନବୀନ_CMରୁ_ବଞ୍ଚିତ: #ଲତିକା -ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ
    1
    #ଗଞ୍ଜାମ_ପାଇଁ_ନବୀନ_CMରୁ_ବଞ୍ଚିତ: #ଲତିକା
-ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ
    user_Ganjam Khabar
    Ganjam Khabar
    Journalist Kodala, Ganjam•
    17 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.