Shuru
Apke Nagar Ki App…
ବାଲେଶ୍ବର: ଉତ୍ତର ଓଡ଼ିଶା ମହୋତ୍ସବ ରେ ସୁନାମଧନ୍ୟ ବଲିଉଡ କଣ୍ଠଶିଳ୍ପୀ *ପିୟୁ ଦେ* ସଙ୍ଗୀତରେ ଝିମିଲେ ଦର୍ଶକ।
Odisha News Express
ବାଲେଶ୍ବର: ଉତ୍ତର ଓଡ଼ିଶା ମହୋତ୍ସବ ରେ ସୁନାମଧନ୍ୟ ବଲିଉଡ କଣ୍ଠଶିଳ୍ପୀ *ପିୟୁ ଦେ* ସଙ୍ଗୀତରେ ଝିମିଲେ ଦର୍ଶକ।
More news from Odisha and nearby areas
- Post by Rajib Behera3
- ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ..!ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ1
- ଢେଙ୍କାନାଳ ସମଗ୍ର ଜିଲ୍ଲା କୁହୁଡି ଚାଦର ରେ, ରାତି ନଅଟା ରୁ ଆରମ୍ଭ ହେଇ ଦିନ ପ୍ରାୟ ବାରଟା ଯାଏ ତାର ପ୍ରଭାବ ଦେଖିବାକୁ ମିଳୁଛି, ପାଣି ପାଗ ବିଭାଗ ତରଫରୁ ସୂଚନା ଆସନ୍ତା ପନ୍ଦର ଯାଏ ଏ ପରିସ୍ଥିତି ଲାଗି ରହିବ1
- Morning News in Hindi and English.2
- Post by ଟଙ୍କଧର .ମେହେର1
- ବୋଲେରୋ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ବଡଦାଣ୍ଡରେ ଉତ୍ତେଜନା ପୁରୀ ବଳଗଣ୍ଡି ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏକ ବୋଲେରୋ ଗାଡି ଧକ୍କା ଦେବାରୁ ନାବାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ବଡଦାଣ୍ଡ (ମେଡିକାଲ ଛକ) ଉପରେ ମୃତଦେହ ରଖି ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଟାୟାର ଜାଳି ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ହୋଇଥିଲା। ଦୁର୍ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଥିଲା। ଏହା ସହ ଉତ୍ତେଜିତ ଲୋକେ ଟ୍ରାଫିକ ଥାନାକୁ ଘେରାଉ କରି ଗାଡି ଭାଙ୍ଗିଦେଇଥିବା ଖବର ମିଳିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଖବର ପାଇଁ ସଂପୃକ୍ତ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।2
- ପାରିବାରିକ କଳହର କରୁଣ ପରିଣତି। ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା।1
- କେନ୍ଦ୍ରାପଡ଼ା, ତାଳଛୁଆ ଠାରେ ରାଷ୍ଟୀୟ ହିନ୍ଦୁ ଏକତା କାର୍ଯ୍ୟକ୍ରମ ଅନୁଷ୍ଠିତ..!1
- New Year greetings from Lok Sabha Speaker Om Birla Ji.1