Shuru
Apke Nagar Ki App…
New Year greetings from Lok Sabha Speaker Om Birla Ji.
User5115 Susanta Kumar Pattnaik
New Year greetings from Lok Sabha Speaker Om Birla Ji.
More news from ଓଡ଼ିଶା and nearby areas
- 2025 bidiya1
- ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ? ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l4
- ମହିମାଗlଦି ରେ ଭକ୍ତ ଙ୍କ ସମାଗମ ଭିଡ଼2
- ଇଂରାଜୀ ନବବର୍ଷ 2026 ର ପ୍ରଥମ ଦିନରେ ଦେଶର ବିଭିନ୍ନ ପୀଠ ସ୍ଥଳି ରେ ଶ୍ରଦ୍ଧାଳୁ ଙ୍କ ଭିଡ଼1
- କେନ୍ଦ୍ରାପଡ଼ା, ତାଳଛୁଆ ଠାରେ ରାଷ୍ଟୀୟ ହିନ୍ଦୁ ଏକତା କାର୍ଯ୍ୟକ୍ରମ ଅନୁଷ୍ଠିତ..!1
- Post by Jay kala _ jay Kalinga1
- Odisha people welcomed New Year,2026. Jagannath Temple, Puri, Orissa.1
- ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।4
- ମହିମା କୌପୁନିଧାରୀ ସମାଜ ପକ୍ଷରୁ ଖଞ୍ଜଣୀ ମାଡ଼1