କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇଥିଲା। ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି
ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇଥିଲା। ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
- କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇଥିଲା। ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।2
- Post by Bighne Rana1
- କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଙ୍ଗୋମୁଣ୍ଡା ଗ୍ରାମର ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି ଏବଂ ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଟିଟିଲାଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦିନେଶ ଶର୍ମା ଏବଂ ହେମରାଜ କଟା ସହଯୋଗ କରିଥିଲେ। ଅଶୋକ ନାରାୟଣ ଭୋଇଙ୍କ ମୃତ୍ୟୁ ଅତ୍ୟଧିକ ରକ୍ତଚାପ ଯୋଗୁଁ ଘଟିଥିଲା। ପ୍ରଥମେ ତାଙ୍କୁ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବ ସାମ୍ବାଦିକଙ୍କ ଏହି ଅକାଳ ବିୟୋଗ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସ୍ତବ୍ଧ ହୋଇଯାଇଛି ଏବଂ ସମସ୍ତେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।4
- ଜଣେ ମହିଳାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ତାଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।1
- ଓଡ଼ିଶାର କଣ୍ଟାମାଳ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି କାରଣରୁ ବର୍ତ୍ତମାନ ଏଠାରେ ଚୋରି ଏବଂ ଡକାୟତି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି।2
- ଜଡାମୁଣ୍ଡା ଗ୍ରାମରେ ଧାନ ବିକ୍ରି କରି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଶତାଧିକ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।1
- ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସ୍ଥିତ ଆମ୍ବ୍ରୋସିଆ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।1
- 23-06-2026 HCM FLORAL TRIBUTES GAS DEATH(HD).mp4 HCM FLORAL TRIBUTES GAS DEATH(HD).mp4 23-06-2026 HCM FLORAL TRIBUTES GAS DEATH(HD).mp41