Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଉ ନାହାନ୍ତି ଜନତାଙ୍କ ନିଜର ମଣିଷ, ଆଉ ଶୁଣିବାକୁ ମିଳିବନି ତାଙ୍କ ସ୍ନେହଭରା କଥା।
Ramesh Chandra Nayak
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଉ ନାହାନ୍ତି ଜନତାଙ୍କ ନିଜର ମଣିଷ, ଆଉ ଶୁଣିବାକୁ ମିଳିବନି ତାଙ୍କ ସ୍ନେହଭରା କଥା।
More news from ଓଡ଼ିଶା and nearby areas
- ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।1
- ଖରାପ ରାସ୍ତା ସାର୍ଟୁଲ ପଂଚାୟତ ର ଅର୍କୀମାହା ଠାରୁ ବାବାନ୍ଦାଗୁଡା ପର୍ଯ୍ୟନ୍ତ ରାସ୍ତା ଖରାପ ଅଛି ଫଳରେ ମୁଖ୍ୟମନ୍ତ୍ରୀ ବସ ଆସି ପାରୁନି ଆଉ ଅର୍କୀମାହା sartul ବାନ୍ଦାଗୁଡା ଲୋକ ହଇରାଣ ହଉଛନ୍ତି ଦୟାକରି ରାସ୍ତା ପିଚୁ କରିଦେଲେ ଭଲ ହେଇ ଥାନ୍ତା ଧନ୍ୟଵାଦ1
- ଦେଖନ୍ତୁ 🙏🙏🙏1
- Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ Anchor: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ। କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ1
- 🇹🇯🌹💋🥺😄♥️🌹1
- ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ! ଆଉ କିଛି ଦିନ ପରେ ଭାଇ ଭଉଣୀ ଙ୍କ ଅତୁଟ ବିଶ୍ୱାସ ର ପର୍ବ ରାକ୍ଷୀ! ଏହି ରାକ୍ଷୀ ରେ ମିଠା କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ!1
- NAACH JHUM BAND PARTY 💥B. MUSKUNI1
- ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ ନାହିଁ ନାହିଁ ରେ ଚାଲିଛି ଧର୍ମଗଡ ଉପଖଣ୍ଡ ଡାକ୍ତଖାନା, ଡାକ୍ତର ଙ୍କ ଅଭାବ ହେତୁ ଚିକିତ୍ସା ରେ ବାଧାପ୍ରାପ୍ତ1