ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ
ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ
ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା
ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
- ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ। କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ୍ ରେ ଗତ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ୍ ମାଲିକ ପ୍ରଶାନ୍ତ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ପରେ ମିଲ୍ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ମହିମା1
- ଦେଖନ୍ତୁ କେରପାଇ ପଞ୍ଚାୟତ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର1
- Post by MSP TV (Reporter:-MiHiR)1
- #ଢାମଣାହାଣ୍ଡିରେ_ମହାସମାରୋହରେ_ଘଟପର୍ବ_ପାଳିତ କୋଟପାଡ଼ : ଢାମଣାହାଣ୍ଡି ଘଟପର୍ବର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ #Kotpad #Dhamanahandi #Ghatajatra #koraput #Odisha #OdishaNews1
- Post by HABIL DONGRI1
- Post by Bd Ok3
- ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4