Shuru
Apke Nagar Ki App…
ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
SPOT NEWS CREATION,,Tusar kanta Behera
ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
More news from Mayurbhanj and nearby areas
- ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 27.04.2026 & 28.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ସିମୁଳିଆ (Adyasha Live): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।1
- ମାଟି ଚୋରା ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ। ଆଙ୍କର:- ମାତି ଛନ୍ତି ମାଟି ମାଫିଆ ଆକ୍ସନ ମୋଡ଼ ରେ ଖଣି ଅଧିକାରୀ। ବେଆଇନ ଚୋରା ମାଟି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା।ଚୋରା ମାଟି ଚାଲାଣ ବେଳେ ମାଟି ଗାଡିକୁ ଗୋଡାଇ ଧରିଲେ ଜୁନିଅର ଲଘୁ ଖଣିଜ ଅଧିକାରୀ। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ମାଟି ମାଫିଆ ମାନେ ମାଟି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ କରୁଥିବାର ଖବର ପାଇ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଡାଉ କରିଥିଲେ ମାଟି ମାଫିଆ ମାନେ ଟ୍ରାକ୍ଟର କୁ ନେଇ ପଳାଇ ଯାଉଥିବା ବେଳେ ଗୁଡାଇ ଧରିଥିଲେ ଚୋରା ମାଟି ଗାଡିକୁ। ଚୋରା ମାଟି ଚାଲାଣ କରିକୁ ରୋକିବା ପାଇଁ ଜୁନିଅର ଲଘୁ ଖଣିଜ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ ମାଟି ମାଫିଆଙ୍କ ମଧ୍ୟରେ ଛନକା ପଶାଇଛି।1
- ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ1
- ମୁଁ ଭୋଗରାଇ ରେ ବହୁତ୍ ଭିଡ଼ିଓ ସୁଟ କରିଛି। ବାଲେଶ୍ୱର ମାଟିର ପୁଅ ମୁଁ ମୋର ନୂଆ ଫିଲ୍ମ ଆସୁଛି ମେ 1ରେ ଦେଖିବାକୁ ଆସନ୍ତୁ।1
- ସମ୍ପାଦକଙ୍କ ଚରମ ଅବହେଳା ଯୋଗୁଁ ବହୁ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିପାରି ନାହାନ୍ତି, ଯାହାକୁ ପ୍ରତିବାଦ କରି ଆଜି ଶତାଧିକ ଚାଷୀ ସମିତି ସମ୍ମୁଖରେ ଧାରଣା ଦେବା ସହ ତାଲା ପକାଇ ଦେଇଛନ୍ତି। 🌐 Adyasha Live – ସତ୍ୟର ସ୍ୱର, ଲୋକଙ୍କର ଆଶ୍ୱାସ 🌐1