Shuru
Apke Nagar Ki App…
ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରାଇଘର ଠାରେ ମହିଳା ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
Jitendra mohanty
ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରାଇଘର ଠାରେ ମହିଳା ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
More news from ଓଡ଼ିଶା and nearby areas
- କୋଟପାଡ଼ ବ୍ଳକ ବୋବେୟା ପଞ୍ଚାୟତରେ 13 ବର୍ଷ ପରେ ଅନୁଷ୍ଠିତ ହେଉଛି ଐତିହାସିକ କୃଷି ଭିତ୍ତିକ ପର୍ବ ବାଲିଯାତ୍ରା,ଉତ୍ସବ ମୁଖର ବୋବେୟା ଅଞ୍ଚଳ,ଲକ୍ଷାଧିକ ଲୋକଙ୍କ ଭିଡ଼ #13ବର୍ଷ_ପରେ_କୋଟପାଡ଼_ବୋବେୟା_ବାଲିଯାତ୍ରା1
- Fault in election Rules by Jawahar Lal Nehru Isiliye congress doshi hai1
- କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ଏକ କାର୍ଯ୍ୟକ୍ରମରେ ଜଣେ ନାୟିକାଙ୍କ ଆକର୍ଷଣୀୟ ଏଣ୍ଟ୍ରି ଦେଖିବାକୁ ମିଳିଛି। ତାଙ୍କର ବୋବାଲ୍ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବା ସହ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି।1
- ଦେଖନ୍ତୁ 🙏🙏🙏1
- ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା ଜୟପୁର ଠାରେ ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି! ଓଡ଼ିଶା ଅମଲା ସଂଘ ର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା1
- ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ ୪ ଗୁରୁତର କୋରାପୁଟ ସ୍ଥାନାନ୍ତର ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖା ଯାଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ ୪ ଗୁରୁତର କୋରାପୁଟ ସ୍ଥାନାନ୍ତର ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖା ଯାଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।1
- କୋଟପାଡ଼ ବ୍ଳକ ବୋବେୟା ପଞ୍ଚାୟତରେ 13 ବର୍ଷ ପରେ ଅନୁଷ୍ଠିତ ହେଉଛି ଐତିହାସିକ କୃଷି ଭିତ୍ତିକ ପର୍ବ ବାଲିଯାତ୍ରା,ଉତ୍ସବ ମୁଖର ବୋବେୟା ଅଞ୍ଚଳ,ଲକ୍ଷାଧିକ ଲୋକଙ୍କ ଭିଡ଼ #13ବର୍ଷ_ପରେ_କୋଟପାଡ଼_ବୋବେୟା_ବାଲିଯାତ୍ରା1