Shuru
Apke Nagar Ki App…
AC Deluxe Bus Crushed After Guard Wall Collapses in Baripada Amid Heavy Rain ପ୍ରବଳ ବର୍ଷା ଯୋଗୁଁ ବାରିପଦା ସହରର ସତ୍ୟସାଇ ଛକ ନିକଟସ୍ଥ ପୂର୍ତ୍ତ ବିଭାଗର ଭିଆଇପି ରୋଡ଼ରେ ଥିବା ପାର୍କିଂ ସ୍ଥଳର ଗାର୍ଡ ୱାଲ୍ ହଠାତ୍ ଧସିଯାଇଥିଲା। ଫଳରେ ସେଠାରେ ପାର୍କିଂ ହୋଇଥିବା ଏକ ଦୂରଗାମୀ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ଏକ୍ସପ୍ରେସ୍ ବସ୍ ଓଲଟି ପଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣାବେଳେ ବସ୍ରେ କୌଣସି ଯାତ୍ରୀ ନଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି। #Baripada #BusAccident #HeavyRain #Mayurbhanj #OdishaNews #BreakingNews #RainAlert
The Voice News Odisha
AC Deluxe Bus Crushed After Guard Wall Collapses in Baripada Amid Heavy Rain ପ୍ରବଳ ବର୍ଷା ଯୋଗୁଁ ବାରିପଦା ସହରର ସତ୍ୟସାଇ ଛକ ନିକଟସ୍ଥ ପୂର୍ତ୍ତ ବିଭାଗର ଭିଆଇପି ରୋଡ଼ରେ ଥିବା ପାର୍କିଂ ସ୍ଥଳର ଗାର୍ଡ ୱାଲ୍ ହଠାତ୍ ଧସିଯାଇଥିଲା। ଫଳରେ ସେଠାରେ ପାର୍କିଂ ହୋଇଥିବା ଏକ ଦୂରଗାମୀ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ଏକ୍ସପ୍ରେସ୍ ବସ୍ ଓଲଟି ପଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣାବେଳେ ବସ୍ରେ କୌଣସି ଯାତ୍ରୀ ନଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି। #Baripada #BusAccident #HeavyRain #Mayurbhanj #OdishaNews #BreakingNews #RainAlert
More news from ଓଡ଼ିଶା and nearby areas
- Belpahar to Celebrate Sambalpuri Day with ‘Pratibha Season-2’ Cultural Event ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନ୍ ପକ୍ଷରୁ ସମ୍ବଲପୁରୀ ଦିନ୍ ଉପଲକ୍ଷେ ‘ପ୍ରତିଭା ସିଜିନ-୨’ କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଆୟୋଜିତ ହେବ। ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶୋଭାଯାତ୍ରା, ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ, ବିଶିଷ୍ଟ କଳାକାରଙ୍କ ସମ୍ମାନ ଏବଂ ଅଭିନୟ, ସଙ୍ଗୀତ, ନୃତ୍ୟ, ଫଟୋଗ୍ରାଫି ସମେତ ୯ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ଭୋଟିଂ ମଧ୍ୟ ଆରମ୍ଭ ହୋଇଛି। #SambalpuriDin #PratibhaSeason2 #Belpahar #SambalpuriCulture #MirrorTheatre #Jharsuguda #OdishaNews1
- #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। ଛୋଟ ଦିନରୁ ସମାଜ ପାଇଁ କାମ କରିବାକୁ ସେ ଆଗେଇ ଆସିଥିଲେ । ଜିରୋ ରୁ ହିରୋ ସାଜିଥିଲେ ସୁଶାନ୍ତ। ଗରିବ ଅସହାୟ ଲୋକଙ୍କ ପାଇଁ ସେ ଥିଲେ ସାହାରା। ତାଙ୍କ ଅକାଳ ବିୟୋଗରେ ମର୍ମାହତ ଲକ୍ଷ ଲକ୍ଷ ଜନତା ।1
- ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।1
- ଯୁଗି ଯୁଗେନ ପ୍ରକଳ୍ପ ବନ୍ଦ କରିବା ନେଇ ଜିଲ୍ଲାରେ ଯୁଗି ଯୁଗେନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲା ଜଳ ସେଚନ ଅଫିସ ଘେରାଉ1
- ତଲସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋପାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡିଛି ଅତି ସୋଚନୀୟ ଅବସ୍ଥା ରେ l1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l1
- यह रही आपकी खबर का संक्षिप्त ब्रेकिंग न्यूज़ कंटेंट: 🚨 ब्रेकिंग न्यूज़ | P24NEWS EXPRESS मोबाइल पर बात करते हुए रेलवे ट्रैक पार करना पड़ा भारी! पंजाब के जालंधर में डीएवी कॉलेज के पास रेलवे ट्रैक पर एक युवक तेज रफ्तार ट्रेन की चपेट में आ गया। प्रत्यक्षदर्शियों के अनुसार, युवक ट्रैक पार करते समय मोबाइल फोन पर बात कर रहा था। सूचना मिलते ही रेलवे पुलिस मौके पर पहुंची और जांच शुरू कर दी। युवक की पहचान और हादसे के कारणों की जांच जारी है। ⚠️ अपील: रेलवे ट्रैक पार करते समय मोबाइल फोन का इस्तेमाल न करें। हमेशा फुटओवर ब्रिज या अधिकृत रेलवे क्रॉसिंग का ही उपयोग करें। एक छोटी-सी लापरवाही जानलेवा साबित हो सकती है। #P24NewsExpress #BreakingNews #Jalandhar #RailwayAccident #TrainAccident #RailwaySafety #PunjabNews #StayAlert #SafetyFirst यह रही आपकी खबर का संक्षिप्त ब्रेकिंग न्यूज़ कंटेंट: 🚨 ब्रेकिंग न्यूज़ | P24NEWS EXPRESS मोबाइल पर बात करते हुए रेलवे ट्रैक पार करना पड़ा भारी! पंजाब के जालंधर में डीएवी कॉलेज के पास रेलवे ट्रैक पर एक युवक तेज रफ्तार ट्रेन की चपेट में आ गया। प्रत्यक्षदर्शियों के अनुसार, युवक ट्रैक पार करते समय मोबाइल फोन पर बात कर रहा था। सूचना मिलते ही रेलवे पुलिस मौके पर पहुंची और जांच शुरू कर दी। युवक की पहचान और हादसे के कारणों की जांच जारी है। ⚠️ अपील: रेलवे ट्रैक पार करते समय मोबाइल फोन का इस्तेमाल न करें। हमेशा फुटओवर ब्रिज या अधिकृत रेलवे क्रॉसिंग का ही उपयोग करें। एक छोटी-सी लापरवाही जानलेवा साबित हो सकती है। #P24NewsExpress #BreakingNews #Jalandhar #RailwayAccident #TrainAccident #RailwaySafety #PunjabNews #StayAlert #SafetyFirst1