logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜଗାଙ୍ଗପୁର ସହର ରେ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ ବ୍ରାହ୍ମଣି ତରଙ୍ଗ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସିମେଣ୍ଟ ସହର ରାଜଗାଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପୌର ପାଳିକା କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରତିଦିନ ଜନ ସାଧାରଣ ଭାଗ୍ୟ କୁ ଆଦାରୀ ନିଜ କାର୍ଯ୍ୟ କରୁ ଛନ୍ତି!ସହର ର ସୁବାଷ ବୋସ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସବୁଦିନ ଟ୍ରାଫିକ ବ୍ୟବସ୍ଥା ଜଟିଳ ହେଉ ଥିବାରୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!, ତେଣୁ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି!

3 hrs ago
user_Rabindra Nayak
Rabindra Nayak
ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
3 hrs ago

ରାଜଗାଙ୍ଗପୁର ସହର ରେ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ ବ୍ରାହ୍ମଣି ତରଙ୍ଗ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସିମେଣ୍ଟ ସହର ରାଜଗାଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପୌର ପାଳିକା କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରତିଦିନ ଜନ ସାଧାରଣ ଭାଗ୍ୟ କୁ ଆଦାରୀ ନିଜ କାର୍ଯ୍ୟ କରୁ ଛନ୍ତି!ସହର ର ସୁବାଷ ବୋସ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସବୁଦିନ ଟ୍ରାଫିକ ବ୍ୟବସ୍ଥା ଜଟିଳ ହେଉ ଥିବାରୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!, ତେଣୁ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି!

More news from ଓଡ଼ିଶା and nearby areas
  • ରାଜଗାଙ୍ଗପୁର ସହର ରେ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ ବ୍ରାହ୍ମଣି ତରଙ୍ଗ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସିମେଣ୍ଟ ସହର ରାଜଗାଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପୌର ପାଳିକା କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରତିଦିନ ଜନ ସାଧାରଣ ଭାଗ୍ୟ କୁ ଆଦାରୀ ନିଜ କାର୍ଯ୍ୟ କରୁ ଛନ୍ତି!ସହର ର ସୁବାଷ ବୋସ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସବୁଦିନ ଟ୍ରାଫିକ ବ୍ୟବସ୍ଥା ଜଟିଳ ହେଉ ଥିବାରୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!, ତେଣୁ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି!
    2
    ରାଜଗାଙ୍ଗପୁର ସହର ରେ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ 
ବ୍ରାହ୍ମଣି ତରଙ୍ଗ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସିମେଣ୍ଟ ସହର ରାଜଗାଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପୌର ପାଳିକା କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରତିଦିନ ଜନ ସାଧାରଣ ଭାଗ୍ୟ କୁ ଆଦାରୀ ନିଜ କାର୍ଯ୍ୟ କରୁ ଛନ୍ତି!ସହର ର ସୁବାଷ ବୋସ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସବୁଦିନ ଟ୍ରାଫିକ ବ୍ୟବସ୍ଥା ଜଟିଳ ହେଉ ଥିବାରୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!, ତେଣୁ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    3 hrs ago
  • Support kara sob rsp forcefully land equation 🏹🏔️🏔️🏔️ #
    1
    Support kara sob rsp forcefully land equation 
🏹🏔️🏔️🏔️  #
    user_Ashil_creates
    Ashil_creates
    ରାଉରକେଲା ପି.ଏସ୍., ସୁନ୍ଦରଗଡ଼, ଓଡ଼ିଶା•
    19 hrs ago
  • ବ୍ରଜରାଜନଗର ଠାରେ ବନ୍ଧୁକ ସହ ଅଭିଯୁକ୍ତ ଗିରଫ
    1
    ବ୍ରଜରାଜନଗର ଠାରେ ବନ୍ଧୁକ ସହ ଅଭିଯୁକ୍ତ ଗିରଫ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜମନକିରା ଭୋଜପୁର ପୀଡବ୍ଲୁଡ଼ି ରାସ୍ତା ଗୁନ୍ଦଲ ପାଣି ବୁଲାଣିରେ ଏକ ଟ୍ୱେମ୍ପୁ ଦୁର୍ଘଟଣା ହୋଇ ଓଲଟି ଯିବା ଫଳରେ ଜଣକର ମୃତୁ ହୋଇଛି
    1
    ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜମନକିରା ଭୋଜପୁର ପୀଡବ୍ଲୁଡ଼ି ରାସ୍ତା ଗୁନ୍ଦଲ ପାଣି ବୁଲାଣିରେ ଏକ ଟ୍ୱେମ୍ପୁ ଦୁର୍ଘଟଣା ହୋଇ ଓଲଟି ଯିବା ଫଳରେ ଜଣକର ମୃତୁ ହୋଇଛି
    user_Jamankira News
    Jamankira News
    ଜମନକିରା, ସମ୍ବଲପୁର, ଓଡ଼ିଶା•
    15 hrs ago
  • ଏହା ହେଉଛି ଆମର ସରକାରୀ ପ୍ରଣାଳୀ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ମଲ୍ଲିପଶି ଗାଁର ଜିତୁ ମୁଣ୍ଡାଙ୍କ ଘଟଣାକୁ ଭୁଲି ହେବ ନାହିଁ। ତାଙ୍କ ଭଉଣୀ କଲାରା ମୁଣ୍ଡାଙ୍କ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଭଉଣୀଙ୍କ ନାମରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ରହିଥିଲା। ଅଶିକ୍ଷିତ ଜିତୁ ସେଇ ଟଙ୍କା ଉଠାଇବା ପାଇଁ ବହୁବାର ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ କହିଥିଲେ ଯେ, ଯାହାର ନାମରେ ଖାତା ଅଛି ସେ ନିଜେ ଆସି ସହି କଲେ ହେଲେ ମାତ୍ର ଟଙ୍କା ଉଠିପାରିବ। ଜିତୁ ବହୁବାର କହିଥିଲେ ଯେ ତାଙ୍କ ଭଉଣୀ ମୃତ୍ୟୁବରଣ କରିଛନ୍ତି, କିନ୍ତୁ କେହି ତାଙ୍କ କଥାରେ ବିଶ୍ୱାସ କରିନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନ ମିଳିବାରୁ, ସେ ଦୁଇ ମାସ ପୂର୍ବରୁ ମାଟି ତଳେ ପିତା ହୋଇଥିବା ତାଙ୍କ ଭଉଣୀଙ୍କ ଅସ୍ଥିକାଙ୍କୁ ଉଠାଇ ବ୍ୟାଙ୍କକୁ ନେଇ ପହଞ୍ଚିଥିଲେ। ଏହା ହେଉଛି ଆମ ସରକାରୀ ପ୍ରଣାଳୀର ଚିତ୍ର। ଜଣେ ଅଶିକ୍ଷିତ ଗରିବ ଲୋକଙ୍କୁ ସହାୟତା କରିବାରେ ବ୍ୟାଙ୍କରେ ବସିଥିବା ଅନେକ ଶିକ୍ଷିତ ଲୋକ ବିଫଳ ହେଲେ। ସେହି ଅସହାୟ ଲୋକଙ୍କ ପାଇଁ ସରକାରୀ ନିୟମକୁ କିଛିଟା ଶିଥିଲ କରିଦେଲେ କଣ ସମସ୍ୟା ହେଉଥାନ୍ତା? ଆମେ ଦୁର୍ନୀତି କରିବାବେଳେ ସରକାରୀ ନିୟମକୁ ଦୋଷ ଦେଉଛୁ, କିନ୍ତୁ ଗରିବ ଲୋକଙ୍କ ପାଇଁ ସେହି ନିୟମକୁ ଲାଗୁ କରି ମାନବିକତା ଦେଖାଇ ପାରୁନାହୁଁ। ଏହା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲାର ପରିସ୍ଥିତି।
    4
    ଏହା ହେଉଛି ଆମର ସରକାରୀ ପ୍ରଣାଳୀ।
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ମଲ୍ଲିପଶି ଗାଁର ଜିତୁ ମୁଣ୍ଡାଙ୍କ ଘଟଣାକୁ ଭୁଲି ହେବ ନାହିଁ। ତାଙ୍କ ଭଉଣୀ କଲାରା ମୁଣ୍ଡାଙ୍କ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଭଉଣୀଙ୍କ ନାମରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ରହିଥିଲା।
ଅଶିକ୍ଷିତ ଜିତୁ ସେଇ ଟଙ୍କା ଉଠାଇବା ପାଇଁ ବହୁବାର ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ କହିଥିଲେ ଯେ, ଯାହାର ନାମରେ ଖାତା ଅଛି ସେ ନିଜେ ଆସି ସହି କଲେ ହେଲେ ମାତ୍ର ଟଙ୍କା ଉଠିପାରିବ। ଜିତୁ ବହୁବାର କହିଥିଲେ ଯେ ତାଙ୍କ ଭଉଣୀ ମୃତ୍ୟୁବରଣ କରିଛନ୍ତି, କିନ୍ତୁ କେହି ତାଙ୍କ କଥାରେ ବିଶ୍ୱାସ କରିନଥିଲେ।
ଶେଷରେ ଅନ୍ୟ କୌଣସି ଉପାୟ ନ ମିଳିବାରୁ, ସେ ଦୁଇ ମାସ ପୂର୍ବରୁ ମାଟି ତଳେ ପିତା ହୋଇଥିବା ତାଙ୍କ ଭଉଣୀଙ୍କ ଅସ୍ଥିକାଙ୍କୁ ଉଠାଇ ବ୍ୟାଙ୍କକୁ ନେଇ ପହଞ୍ଚିଥିଲେ।
ଏହା ହେଉଛି ଆମ ସରକାରୀ ପ୍ରଣାଳୀର ଚିତ୍ର। ଜଣେ ଅଶିକ୍ଷିତ ଗରିବ ଲୋକଙ୍କୁ ସହାୟତା କରିବାରେ ବ୍ୟାଙ୍କରେ ବସିଥିବା ଅନେକ ଶିକ୍ଷିତ ଲୋକ ବିଫଳ ହେଲେ। ସେହି ଅସହାୟ ଲୋକଙ୍କ ପାଇଁ ସରକାରୀ ନିୟମକୁ କିଛିଟା ଶିଥିଲ କରିଦେଲେ କଣ ସମସ୍ୟା ହେଉଥାନ୍ତା?
ଆମେ ଦୁର୍ନୀତି କରିବାବେଳେ ସରକାରୀ ନିୟମକୁ ଦୋଷ ଦେଉଛୁ, କିନ୍ତୁ ଗରିବ ଲୋକଙ୍କ ପାଇଁ ସେହି ନିୟମକୁ ଲାଗୁ କରି ମାନବିକତା ଦେଖାଇ ପାରୁନାହୁଁ।
ଏହା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲାର ପରିସ୍ଥିତି।
    user_WASIM AKRAM
    WASIM AKRAM
    Accountant ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    23 hrs ago
  • 1st Flood Light Foot Ball Tournament 2026 Org. By - P.R. Chaki Club, JhandaPada
    1
    1st Flood Light Foot Ball Tournament 2026
Org. By - P.R. Chaki Club, JhandaPada
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    17 hrs ago
  • #कोलकाता: #विधानसभा_चुनाव2026 के दूसरे चरण के लिए भाजपा नेता मिथुन चक्रवर्ती ने वोट डाला। उन्होंने कहा कि 90 प्रतिशत से अधिक मतदान होने की उम्मीद है। #WBLA2026 #Phase2 #WestBengalElections2026 #AssemblyElection2026
    1
    #कोलकाता: #विधानसभा_चुनाव2026 के दूसरे चरण के लिए भाजपा नेता मिथुन चक्रवर्ती ने वोट डाला। उन्होंने कहा कि 90 प्रतिशत से अधिक मतदान होने की उम्मीद है। 
#WBLA2026 #Phase2 #WestBengalElections2026 #AssemblyElection2026
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ନୁଆଁ ଗାଁ - ପିତାମହଲ ରାସ୍ତା ଶୋଚନୀୟ ଅବସ୍ଥା ରେ ବ୍ରାହ୍ମଣୀ ତରଙ୍ଗ -ଲାଠିକଟା ବ୍ଳକ ଅନ୍ତର୍ଗତ ଚିକଟ ମାଟି ପଂଚାୟତ ର ନୁଆଁ ଗାଁ ଠାରୁ ପିତାମହଲ ଡ୍ୟାମ ପ୍ରାୟ 11କିମି ରାସ୍ତା ଟି ସମ୍ପୂର୍ଣ ଭାବେ ଖାଲ ଖମା ରେ ପରି ପୂର୍ଣ୍ଣ ଥିବା ବେଳେ ସେଚ ପ୍ରକଳ୍ପ ବିଭାଗ କୌଣସି ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଗ୍ରାମ ବାସୀଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି!ଏହି ରାସ୍ତା ଉପରେ ପିତା ମହଲ, ଜୁନେନ, କଦଳୀ ଢ଼ିପ, ଶାଗ ଜୋର, କିଲିଙ୍ଗା କିଷାନ ପଡା, ଓରାମ ପଡା, ଲାଇନ ପଡା ଓ ଭଦ୍ରା ଟୋଲୀ ଶହ ଶହ ଏହି ରାସ୍ତା ଉପରେ ଯିବା ଆସିବା କରି ଥାନ୍ତି!ଦିନ ବେଳା ଚଳି ଯାଉ ଥିବା ବେଳେ ରାତି ହେଲେ ଏହି ରାସ୍ତା ରେ ଯିବା ଆସୁରିକ୍ଷୀତ ମନେ କରୁଛନ୍ତି!ତେଣୁ ସେଚ ପ୍ରକଳ୍ପ ବିଭାଗ ଏହି ରାସ୍ତା କୁ ପକ୍କା କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରିଛନ୍ତି!
    2
    ନୁଆଁ ଗାଁ - ପିତାମହଲ ରାସ୍ତା ଶୋଚନୀୟ ଅବସ୍ଥା ରେ 
ବ୍ରାହ୍ମଣୀ ତରଙ୍ଗ -ଲାଠିକଟା ବ୍ଳକ ଅନ୍ତର୍ଗତ ଚିକଟ ମାଟି ପଂଚାୟତ ର ନୁଆଁ ଗାଁ ଠାରୁ ପିତାମହଲ ଡ୍ୟାମ ପ୍ରାୟ 11କିମି ରାସ୍ତା ଟି ସମ୍ପୂର୍ଣ ଭାବେ ଖାଲ ଖମା ରେ ପରି ପୂର୍ଣ୍ଣ ଥିବା ବେଳେ ସେଚ ପ୍ରକଳ୍ପ ବିଭାଗ କୌଣସି ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଗ୍ରାମ ବାସୀଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି!ଏହି ରାସ୍ତା ଉପରେ ପିତା ମହଲ, ଜୁନେନ, କଦଳୀ ଢ଼ିପ, ଶାଗ ଜୋର, କିଲିଙ୍ଗା କିଷାନ ପଡା, ଓରାମ ପଡା, ଲାଇନ ପଡା ଓ ଭଦ୍ରା ଟୋଲୀ ଶହ ଶହ ଏହି ରାସ୍ତା ଉପରେ ଯିବା ଆସିବା କରି ଥାନ୍ତି!ଦିନ ବେଳା ଚଳି ଯାଉ ଥିବା ବେଳେ ରାତି ହେଲେ ଏହି ରାସ୍ତା ରେ ଯିବା ଆସୁରିକ୍ଷୀତ ମନେ କରୁଛନ୍ତି!ତେଣୁ ସେଚ ପ୍ରକଳ୍ପ ବିଭାଗ ଏହି ରାସ୍ତା କୁ ପକ୍କା କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରିଛନ୍ତି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.