Shuru
Apke Nagar Ki App…
ବାରିପଦା ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ କିପରି ହେଲା
MN.NEWS ODIA
ବାରିପଦା ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ କିପରି ହେଲା
More news from ଓଡ଼ିଶା and nearby areas
- ଆଜି ବିଧାନସଭା ରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର୍ ରଖିଥିଲେ ଏହାପରେ ସବୁ ଜିଲ୍ଲାରେ କିପରି ଶିକ୍ଷା ବ୍ୟବସ୍ଥା ଅଛି ସମସ୍ତ ବିବରଣୀ ପ୍ରଦାନ କରିଥିଲେ1
- Post by Khabar1
- ଟ୍ରିପଲ_ମର୍ଡର_କରି_ପାଣି_ଟାଙ୍କିରେ_ଲୁଚିଥିଲା ଦେବଗଡ଼ କୁଣ୍ଢେଇଗୋଳା ଗରିଆପାଲି ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ରମେଶ ଗରିଆକୁ କାବୁ କଲା ପୋଲିସ। ଗାଁର ଓଭରହେଡ ପାଣି ଟାଙ୍କିରେ ଲୁଚିଥିବା ବେଳେ ହତ୍ୟାକାରୀକୁ ଗିରଫ କରାଯାଇଛି। ବିଷ ଖାଇ ରମେଶ ଆତ୍ମହତ୍ୟା ଉଦ୍ୟମ କରିଥିଲା। ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।1
- ବାଲେଶ୍ୱର, ୧୩/୦୩: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୪୦ ଜୋଡ଼ି ବର–କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫ ହଜାର ଟଙ୍କା ଜମା କରାଯିବା ସହିତ ମୋଟ ୬୦ ହଜାର ଟଙ୍କା ବ୍ୟୟରେ ବିବାହ ସମ୍ପନ୍ନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।1
- ବାଲେଶ୍ବର: ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ।1
- ଯୁଦ୍ଧ ପାଇଁ ସାରା ଦେଶରେ ଗ୍ୟାସ ସମସ୍ୟା ଦେଖାଦେଇଛି ଏହା ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ଭଦ୍ରକରେ ଗ୍ୟାସ ର ଅଭାବ ନାହିଁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ।1
- Post by MN.NEWS ODIA1
- ବାମ୍ଫ_ପ୍ରଣାଳୀରେ_ରୋଷେଇ_କଲେ_ସରିବନି_LPG_ଗ୍ୟାସ୍ ଏବେ ସାରା ଦେଶରେ LPG ଗ୍ୟାସ୍ ବା ଇନ୍ଧନ ଗ୍ୟାସ୍ ଯୋଗାଣକୁ ନେଇ ସମସ୍ୟା ଦେଖା ଦେଇଛି। ସମ୍ବଲପୁର ଆହାର କେନ୍ଦ୍ରରେ ପ୍ରତିଦିନ ୫ ହଜାର ୨୦୦ ଲୋକଙ୍କ ପାଇଁ ଭାତ ଓ ଡାଲମା ରୋଷେଇ କରାଯାଉଛି। କିନ୍ତୁ ସେଠାରେ ଭାତ ରୋଷେଇ ପାଇଁ LPG ଗ୍ୟାସ୍ ପରିବର୍ତ୍ତେ ବ୍ୟବହାର ହେଉଛି ବାମ୍ଫ ପ୍ରଣାଳୀ। ତେବେ ଏହି ଷ୍ଟିମ୍ ରୋଷେଇ ପ୍ରକ୍ରିୟା କଣ, ଏହା କିପରି କାମ କରେ...1
- ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।1