logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି କବିଙ୍କ ଜନ୍ମ ଗୃହରେ ଗଙ୍ଗାଧର ସାହିତ୍ୟ ପରିଷଦ ଓ ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ପାଳିଲେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମଦିବସ l ପରିଷଦର କାର୍ଯ୍ୟକାରୀ ସଭାପତି ଡ଼ଃ ଶୁକମୁନି ମେହେର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଫେସର ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ଡ଼ଃ ଆଦିକନ୍ଦ ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି କଥାଶିଳ୍ପୀ ଡ଼ଃ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦାନ କରି କବିଙ୍କ ଫଟୋଚିତ୍ରରେ ଦଶଥର ମନପ୍ରାଣ ଦେଇ ପ୍ରଣାମ କଲେ ସାଧୂତlର ଆପେ ଆପେ ପ୍ରକଟିତ ହେବ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷବିତ୍ତ ଭୋଜରଜ ସ୍ୱାଇଁ ଓ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଗଙ୍ଗାଧର ସାରସ୍ଵତ ସମ୍ମାନ,ନାଟ୍ୟକାର ଅଶୋକ ବହିଦାରଙ୍କୁ ଗଙ୍ଗାଧର ପ୍ରତିଭା ସମ୍ମାନ ଓ ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆଙ୍କ ଗଙ୍ଗାଧର ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ପାଦକ ଶେଷ ଦେବ ମେହେର ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସଭ୍ୟ ସଭ୍ୟା ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ଗଙ୍ଗାଧରଙ୍କ ଷ୍ଟେଚ୍ୟୁରେ ମାଲ୍ୟାର୍ପଣ ପରେ ପରିଷଦର ଉପଦେଷ୍ଟା ମନୋରଞ୍ଜନ ମେହେର କବିଗୃହରୁ ଗଙ୍ଗାଧର ଜ୍ୟୋତି ନେଇଥିଲେ ।

5 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
5 hrs ago

ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି କବିଙ୍କ ଜନ୍ମ ଗୃହରେ ଗଙ୍ଗାଧର ସାହିତ୍ୟ ପରିଷଦ ଓ ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ପାଳିଲେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମଦିବସ l ପରିଷଦର କାର୍ଯ୍ୟକାରୀ ସଭାପତି ଡ଼ଃ ଶୁକମୁନି ମେହେର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଫେସର ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ଡ଼ଃ ଆଦିକନ୍ଦ ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି କଥାଶିଳ୍ପୀ ଡ଼ଃ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦାନ କରି କବିଙ୍କ ଫଟୋଚିତ୍ରରେ ଦଶଥର ମନପ୍ରାଣ ଦେଇ ପ୍ରଣାମ କଲେ ସାଧୂତlର ଆପେ ଆପେ ପ୍ରକଟିତ ହେବ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷବିତ୍ତ ଭୋଜରଜ ସ୍ୱାଇଁ ଓ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଗଙ୍ଗାଧର ସାରସ୍ଵତ ସମ୍ମାନ,ନାଟ୍ୟକାର ଅଶୋକ ବହିଦାରଙ୍କୁ ଗଙ୍ଗାଧର ପ୍ରତିଭା ସମ୍ମାନ ଓ ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆଙ୍କ ଗଙ୍ଗାଧର ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ପାଦକ ଶେଷ ଦେବ ମେହେର ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସଭ୍ୟ ସଭ୍ୟା ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ଗଙ୍ଗାଧରଙ୍କ ଷ୍ଟେଚ୍ୟୁରେ ମାଲ୍ୟାର୍ପଣ ପରେ ପରିଷଦର ଉପଦେଷ୍ଟା ମନୋରଞ୍ଜନ ମେହେର କବିଗୃହରୁ ଗଙ୍ଗାଧର ଜ୍ୟୋତି ନେଇଥିଲେ ।

More news from ଓଡ଼ିଶା and nearby areas
  • ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି କବିଙ୍କ ଜନ୍ମ ଗୃହରେ ଗଙ୍ଗାଧର ସାହିତ୍ୟ ପରିଷଦ ଓ ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ପାଳିଲେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମଦିବସ l ପରିଷଦର କାର୍ଯ୍ୟକାରୀ ସଭାପତି ଡ଼ଃ ଶୁକମୁନି ମେହେର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଫେସର ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ଡ଼ଃ ଆଦିକନ୍ଦ ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି କଥାଶିଳ୍ପୀ ଡ଼ଃ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦାନ କରି କବିଙ୍କ ଫଟୋଚିତ୍ରରେ ଦଶଥର ମନପ୍ରାଣ ଦେଇ ପ୍ରଣାମ କଲେ ସାଧୂତlର ଆପେ ଆପେ ପ୍ରକଟିତ ହେବ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷବିତ୍ତ ଭୋଜରଜ ସ୍ୱାଇଁ ଓ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଗଙ୍ଗାଧର ସାରସ୍ଵତ ସମ୍ମାନ,ନାଟ୍ୟକାର ଅଶୋକ ବହିଦାରଙ୍କୁ ଗଙ୍ଗାଧର ପ୍ରତିଭା ସମ୍ମାନ ଓ ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆଙ୍କ ଗଙ୍ଗାଧର ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ପାଦକ ଶେଷ ଦେବ ମେହେର ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସଭ୍ୟ ସଭ୍ୟା ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ଗଙ୍ଗାଧରଙ୍କ ଷ୍ଟେଚ୍ୟୁରେ ମାଲ୍ୟାର୍ପଣ ପରେ ପରିଷଦର ଉପଦେଷ୍ଟା ମନୋରଞ୍ଜନ ମେହେର କବିଗୃହରୁ ଗଙ୍ଗାଧର ଜ୍ୟୋତି ନେଇଥିଲେ ।
    1
    ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ
ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେରେ ଦଶବାର ପ୍ରଣାମ କଲେ ସାଧୂତlର ଭାବ ପ୍ରକଟିତ ହେବ
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି କବିଙ୍କ ଜନ୍ମ ଗୃହରେ ଗଙ୍ଗାଧର ସାହିତ୍ୟ ପରିଷଦ ଓ ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ପାଳିଲେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମଦିବସ l ପରିଷଦର କାର୍ଯ୍ୟକାରୀ ସଭାପତି ଡ଼ଃ ଶୁକମୁନି ମେହେର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଫେସର ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ଡ଼ଃ ଆଦିକନ୍ଦ ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି କଥାଶିଳ୍ପୀ ଡ଼ଃ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦାନ କରି କବିଙ୍କ ଫଟୋଚିତ୍ରରେ ଦଶଥର ମନପ୍ରାଣ ଦେଇ ପ୍ରଣାମ କଲେ ସାଧୂତlର ଆପେ ଆପେ ପ୍ରକଟିତ ହେବ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷବିତ୍ତ ଭୋଜରଜ ସ୍ୱାଇଁ ଓ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଗଙ୍ଗାଧର ସାରସ୍ଵତ ସମ୍ମାନ,ନାଟ୍ୟକାର ଅଶୋକ ବହିଦାରଙ୍କୁ ଗଙ୍ଗାଧର ପ୍ରତିଭା ସମ୍ମାନ ଓ ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆଙ୍କ ଗଙ୍ଗାଧର ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ପାଦକ ଶେଷ ଦେବ ମେହେର ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସଭ୍ୟ ସଭ୍ୟା ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ  । ପ୍ରଥମେ ଗଙ୍ଗାଧରଙ୍କ ଷ୍ଟେଚ୍ୟୁରେ ମାଲ୍ୟାର୍ପଣ ପରେ ପରିଷଦର ଉପଦେଷ୍ଟା ମନୋରଞ୍ଜନ ମେହେର କବିଗୃହରୁ ଗଙ୍ଗାଧର ଜ୍ୟୋତି ନେଇଥିଲେ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
    1
    ମାୟାବର୍ହା ଉଚ୍ଚ  ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    3 hrs ago
  • 🚨 ब्रेकिंग न्यूज़ | ओडिशा राखी सिर्फ एक धागा नहीं, भाई-बहन के अटूट स्नेह और विश्वास का प्रतीक है। रक्षाबंधन के अवसर पर ओडिशा के मुख्यमंत्री मोहन चरण माझी ने कहा कि राज्य की 1 करोड़ से अधिक बहनों के आर्थिक सशक्तिकरण के लिए ‘सुभद्रा योजना’ आत्मनिर्भरता का नया अध्याय लेकर आई है। मुख्यमंत्री ने कहा कि बहनों के सम्मान, स्वावलंबन और आर्थिक मजबूती के लिए सरकार लगातार प्रयासरत है। #P24NewsExpress #Odisha #MohanCharanMajhi #SubhadraYojana #RakshaBandhan #Rakhi #OdishaNews #BreakingNews #WomenEmpowerment #OdishaCM #Subhadra #Rक्षाबंधन 🚨 ब्रेकिंग न्यूज़ | ओडिशा राखी सिर्फ एक धागा नहीं, भाई-बहन के अटूट स्नेह और विश्वास का प्रतीक है। रक्षाबंधन के अवसर पर ओडिशा के मुख्यमंत्री मोहन चरण माझी ने कहा कि राज्य की 1 करोड़ से अधिक बहनों के आर्थिक सशक्तिकरण के लिए ‘सुभद्रा योजना’ आत्मनिर्भरता का नया अध्याय लेकर आई है। मुख्यमंत्री ने कहा कि बहनों के सम्मान, स्वावलंबन और आर्थिक मजबूती के लिए सरकार लगातार प्रयासरत है। #P24NewsExpress #Odisha #MohanCharanMajhi #SubhadraYojana #RakshaBandhan #Rakhi #OdishaNews #BreakingNews #WomenEmpowerment #OdishaCM #Subhadra #Rक्षाबंधन
    1
    🚨 ब्रेकिंग न्यूज़ | ओडिशा

राखी सिर्फ एक धागा नहीं, भाई-बहन के अटूट स्नेह और विश्वास का प्रतीक है। रक्षाबंधन के अवसर पर ओडिशा के मुख्यमंत्री मोहन चरण माझी ने कहा कि राज्य की 1 करोड़ से अधिक बहनों के आर्थिक सशक्तिकरण के लिए ‘सुभद्रा योजना’ आत्मनिर्भरता का नया अध्याय लेकर आई है।

मुख्यमंत्री ने कहा कि बहनों के सम्मान, स्वावलंबन और आर्थिक मजबूती के लिए सरकार लगातार प्रयासरत है।

#P24NewsExpress #Odisha #MohanCharanMajhi #SubhadraYojana #RakshaBandhan #Rakhi #OdishaNews #BreakingNews #WomenEmpowerment #OdishaCM #Subhadra #Rक्षाबंधन


🚨 ब्रेकिंग न्यूज़ | ओडिशा
राखी सिर्फ एक धागा नहीं, भाई-बहन के अटूट स्नेह और विश्वास का प्रतीक है। रक्षाबंधन के अवसर पर ओडिशा के मुख्यमंत्री मोहन चरण माझी ने कहा कि राज्य की 1 करोड़ से अधिक बहनों के आर्थिक सशक्तिकरण के लिए ‘सुभद्रा योजना’ आत्मनिर्भरता का नया अध्याय लेकर आई है।
मुख्यमंत्री ने कहा कि बहनों के सम्मान, स्वावलंबन और आर्थिक मजबूती के लिए सरकार लगातार प्रयासरत है।
#P24NewsExpress #Odisha #MohanCharanMajhi #SubhadraYojana #RakshaBandhan #Rakhi #OdishaNews #BreakingNews #WomenEmpowerment #OdishaCM #Subhadra #Rक्षाबंधन
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ସ୍କୁଲ ଫାଟକରେ ପଡିଲା ତାଲା ବାହାରେ ପିଲା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବିଦ୍ୟାଳୟରେ ମୋଟ 125 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର 3 ଜଣ ଶିକ୍ଷକ। ଗତ ଜୁଲାଇ ମାସରୁ 2 ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ। ତେଣୁ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକିୟ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ l
    3
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ ।
ସ୍କୁଲ ଫାଟକରେ ପଡିଲା ତାଲା ବାହାରେ ପିଲା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବିଦ୍ୟାଳୟରେ ମୋଟ 125 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର 3 ଜଣ ଶିକ୍ଷକ। ଗତ ଜୁଲାଇ ମାସରୁ 2 ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ। ତେଣୁ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକିୟ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    10 hrs ago
  • ମେଗା ଲିଫ୍ଟ ଠିକାଦାରଙ୍କ ମନମାନି -ଝୁଲଣ ଯାତ୍ରା ପୂର୍ବରୁ ସୁବଳୟାର ରାସ୍ତା ଖୋଳିଦେଲେ - ତୁରନ୍ତ ମରାମତି ପାଇଁ ଦାବି ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ଲିଫ୍ଟ ପ୍ରକଳ୍ପ କାମକୁ ନେଇ ପୁଣି ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ଖୋଳି ପାଇପ ବିଛାଇବା ପରେ ଠିକ୍ ସମୟରେ ମରାମତି ନ କରାଯିବାରୁ ବିଭିନ୍ନ ଅଞ୍ଚଳରେ ଯାତାୟାତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏବେ ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ପୂର୍ବରୁ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତା ଖୋଳାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମେଗା ଲିଫ୍ଟ ପ୍ରକଳ୍ପର କାମ ଚାଲିଛି। ଏଥିପାଇଁ ନିୟୋଜିତ ଠିକାଦାର ବିଭିନ୍ନ ଗାଁ ଓ ସହରର ସାହିଗଳିରେ ପାଇପ ବିଛାଇବା ପାଇଁ ରାସ୍ତା ଖୋଳୁଛନ୍ତି। ତେବେ କାମ ପରେ ରାସ୍ତାଗୁଡ଼ିକୁ ତୁରନ୍ତ ପୂର୍ବାବସ୍ଥାକୁ ଫେରାଇ ନ ଆଣିବାରୁ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବା ଅଭିଯୋଗ ହୋଇଆସୁଛି। ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁରୁ ଏନେଇ ବାରମ୍ବାର ଅଭିଯୋଗ ଆସୁଥିବାବେଳେ ରାସ୍ତା ଖୋଳା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ସହ ଛୋଟମୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଠାରେ ଲକ୍ଷାଧିକ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏପରି ସମୟରେ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତାର କଂକ୍ରିଟ ଅଂଶକୁ ପାଇପ ବିଛାଇବା ପାଇଁ ଖୋଳି ଛାଡ଼ି ଦିଆଯାଇଛି। ଝୁଲଣ ଯାତ୍ରା ପୂର୍ବରୁ ରାସ୍ତା ନ ଖୋଳିବା ପାଇଁ କିଛି ସଚେତନ ନାଗରିକ ଅନୁରୋଧ କରିଥିବା ସତ୍ତ୍ୱେ କାମ ଜାରି ରହିଥିବା ଅଭିଯୋଗ ହୋଇଛି। ଶୀଘ୍ର କାମ ସମାପ୍ତ କରି ରାସ୍ତା ମରାମତି କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ ଖୋଳା ରାସ୍ତାଗୁଡ଼ିକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ିଛି। ରାସ୍ତା ଖୋଳା ରହିଲେ ଝୁଲଣ ଯାତ୍ରାରେ ମେଢ଼ ଯିବାରେ ସମସ୍ୟା ସୃଷ୍ଟି ହେବା ସହ ସଂକୀର୍ତ୍ତନ ଦଳଗୁଡ଼ିକର ଯାତାୟାତ ଓ ପରିବେଷଣରେ ବାଧା ଉପୁଜିପାରେ। ସେହିପରି ବିପୁଳ ଜନସମାଗମ ମଧ୍ୟରେ ଖୋଳା ରାସ୍ତା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।ତେଣୁ ଝୁଲଣ ଯାତ୍ରା ପୂର୍ବରୁ ଖୋଳା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରି ସୁରକ୍ଷିତ ଯାତାୟାତର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
    3
    ମେଗା ଲିଫ୍ଟ ଠିକାଦାରଙ୍କ ମନମାନି 
-ଝୁଲଣ ଯାତ୍ରା ପୂର୍ବରୁ ସୁବଳୟାର ରାସ୍ତା ଖୋଳିଦେଲେ
- ତୁରନ୍ତ ମରାମତି ପାଇଁ ଦାବି

ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ଲିଫ୍ଟ ପ୍ରକଳ୍ପ କାମକୁ ନେଇ ପୁଣି ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ଖୋଳି ପାଇପ ବିଛାଇବା ପରେ ଠିକ୍ ସମୟରେ ମରାମତି ନ କରାଯିବାରୁ ବିଭିନ୍ନ ଅଞ୍ଚଳରେ ଯାତାୟାତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏବେ ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ପୂର୍ବରୁ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତା ଖୋଳାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମେଗା ଲିଫ୍ଟ ପ୍ରକଳ୍ପର କାମ ଚାଲିଛି। ଏଥିପାଇଁ ନିୟୋଜିତ ଠିକାଦାର ବିଭିନ୍ନ ଗାଁ ଓ ସହରର ସାହିଗଳିରେ ପାଇପ ବିଛାଇବା ପାଇଁ ରାସ୍ତା ଖୋଳୁଛନ୍ତି। ତେବେ କାମ ପରେ ରାସ୍ତାଗୁଡ଼ିକୁ ତୁରନ୍ତ ପୂର୍ବାବସ୍ଥାକୁ ଫେରାଇ ନ ଆଣିବାରୁ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବା ଅଭିଯୋଗ ହୋଇଆସୁଛି।
ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁରୁ ଏନେଇ ବାରମ୍ବାର ଅଭିଯୋଗ ଆସୁଥିବାବେଳେ ରାସ୍ତା ଖୋଳା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ସହ ଛୋଟମୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଆସନ୍ତାକାଲି ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଠାରେ ଲକ୍ଷାଧିକ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏପରି ସମୟରେ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତାର କଂକ୍ରିଟ ଅଂଶକୁ ପାଇପ ବିଛାଇବା ପାଇଁ ଖୋଳି ଛାଡ଼ି ଦିଆଯାଇଛି।
ଝୁଲଣ ଯାତ୍ରା ପୂର୍ବରୁ ରାସ୍ତା ନ ଖୋଳିବା ପାଇଁ କିଛି ସଚେତନ ନାଗରିକ ଅନୁରୋଧ କରିଥିବା ସତ୍ତ୍ୱେ କାମ ଜାରି ରହିଥିବା ଅଭିଯୋଗ ହୋଇଛି। ଶୀଘ୍ର କାମ ସମାପ୍ତ କରି ରାସ୍ତା ମରାମତି କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ ଖୋଳା ରାସ୍ତାଗୁଡ଼ିକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ିଛି।
ରାସ୍ତା ଖୋଳା ରହିଲେ ଝୁଲଣ ଯାତ୍ରାରେ ମେଢ଼ ଯିବାରେ ସମସ୍ୟା ସୃଷ୍ଟି ହେବା ସହ ସଂକୀର୍ତ୍ତନ ଦଳଗୁଡ଼ିକର ଯାତାୟାତ ଓ ପରିବେଷଣରେ ବାଧା ଉପୁଜିପାରେ। ସେହିପରି ବିପୁଳ ଜନସମାଗମ ମଧ୍ୟରେ ଖୋଳା ରାସ୍ତା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।ତେଣୁ ଝୁଲଣ ଯାତ୍ରା ପୂର୍ବରୁ ଖୋଳା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରି ସୁରକ୍ଷିତ ଯାତାୟାତର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, ତା ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା , ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ l ସୁବର୍ଣ୍ଣପୁର ଜିଲ୍ଲାର ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମତି ମଞ୍ଜୁଶ୍ରୀ ବାରିକ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l
    1
    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ  
ସୁବର୍ଣ୍ଣପୁର, ତା  ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ ।  
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ  ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ  ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ  କରି  ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି  ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ   ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l
ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା ,  ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର  ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ  ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ  ସଚେତନ କରିପାରିବେ l
ସୁବର୍ଣ୍ଣପୁର ଜିଲ୍ଲାର  ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା  ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ  lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l
ଏହି କାର୍ଯ୍ୟକ୍ରମଟିକୁ  ଶ୍ରୀମତି ମଞ୍ଜୁଶ୍ରୀ ବାରିକ  ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର  ଏହି କାର୍ଯ୍ୟକ୍ରମ କୁ   ଆୟୋଜନ  କରିଥିଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ରାକ୍ଷୀ ପୁର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ଭେଟି - ପଞ୍ଚମ କିସ୍ତି ବାବଦ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ - ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା - ୧ କୋଟି ୩ ଲକ୍ଷ ୨୬ ହଜାର ‘ସୁଭଦ୍ରା’ ହିତାଧିକାରୀଙ୍କୁ ମିଳିଲା ଟଙ୍କା
    1
    ରାକ୍ଷୀ ପୁର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ଭେଟି
- ପଞ୍ଚମ କିସ୍ତି ବାବଦ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା
- ୧ କୋଟି ୩ ଲକ୍ଷ ୨୬ ହଜାର ‘ସୁଭଦ୍ରା’ ହିତାଧିକାରୀଙ୍କୁ ମିଳିଲା ଟଙ୍କା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସ୍କୁଲ_ଗେଟ_ରେ_ପଡିଲା_ତାଲା_ଉଲୁଣ୍ଡା_ବ୍ଲକ_ର_ଗୌଡଗାଁ_ଉଚ୍ଚ_ପ୍ରାଥମିକ_ବିଦ୍ୟାଳୟରେ
    1
    ସ୍କୁଲ_ଗେଟ_ରେ_ପଡିଲା_ତାଲା_ଉଲୁଣ୍ଡା_ବ୍ଲକ_ର_ଗୌଡଗାଁ_ଉଚ୍ଚ_ପ୍ରାଥମିକ_ବିଦ୍ୟାଳୟରେ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.