logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ଅଂଚଳରେ କାଳ ବୈଶାଖୀର ତାଣ୍ଡବ. ବ୍ୟାପକ କୁଆ ପଥର ମାଡ଼ରେ ପ୍ରଭୂତ କ୍ଷୟକ୍ଷତି. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି.ବହୁ କ୍ଷୟକ୍ଷତି. ବ୍ୟାପକ କୁଆ ପଥର ମାଡ଼ରେ ଆଜବେଷ୍ଟ ଘର ଭାଙ୍ଗିଲା. ପରିବା ଫସଲ ହାନୀ ସୂଚନା.

2 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 hrs ago

ହିନ୍ଦୋଳ ଅଂଚଳରେ କାଳ ବୈଶାଖୀର ତାଣ୍ଡବ. ବ୍ୟାପକ କୁଆ ପଥର ମାଡ଼ରେ ପ୍ରଭୂତ କ୍ଷୟକ୍ଷତି. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି.ବହୁ କ୍ଷୟକ୍ଷତି. ବ୍ୟାପକ କୁଆ ପଥର ମାଡ଼ରେ ଆଜବେଷ୍ଟ ଘର ଭାଙ୍ଗିଲା. ପରିବା ଫସଲ ହାନୀ ସୂଚନା.

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    13 hrs ago
  • କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।
    1
    କେନ୍ଦ୍ରିୟ ଜଳସେଚନ ସର୍କଲ  ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    23 hrs ago
  • ରଣପୁର ଯୁବକଂଗ୍ରେସର ବୁଥଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ #spnewstvliveodia #breakingnews #nayagarhnews #congress
    1
    ରଣପୁର ଯୁବକଂଗ୍ରେସର ବୁଥଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ #spnewstvliveodia #breakingnews #nayagarhnews #congress
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    9 hrs ago
  • ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    1
    ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    user_Tapasdas 6372788705
    Tapasdas 6372788705
    Photographer Jamusara•
    15 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    37 min ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 day ago
  • ରଣପୁରଥାନା ଅନ୍ତର୍ଗତ ବିକାଶ ପ୍ରଧାନ ହତ୍ୟାକାଣ୍ଡ ର ନୟାଗଡ ପୋଲିସ କଲା ପର୍ଦାଫାଶ #spnewstvliveodia #breakingnews #nayagarhnews
    1
    ରଣପୁରଥାନା ଅନ୍ତର୍ଗତ ବିକାଶ ପ୍ରଧାନ ହତ୍ୟାକାଣ୍ଡ ର ନୟାଗଡ ପୋଲିସ କଲା ପର୍ଦାଫାଶ #spnewstvliveodia #breakingnews #nayagarhnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    9 hrs ago
  • ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ତଥା କେନ୍ଦ୍ରୀୟ ଜଳସେଚନ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ || ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର ଓ ଯାଜପୁର ସମେତ ୬ଟି ଜାଗାରେ ଚାଲିଛି ରେଡ | ଢେଙ୍କାନାଳ ଫାର୍ମ ହାଉସ
    1
    ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ 
ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ତଥା କେନ୍ଦ୍ରୀୟ ଜଳସେଚନ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ ||  ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର ଓ ଯାଜପୁର ସମେତ ୬ଟି ଜାଗାରେ ଚାଲିଛି ରେଡ | ଢେଙ୍କାନାଳ ଫାର୍ମ ହାଉସ
    user_Tapasdas 6372788705
    Tapasdas 6372788705
    Photographer Jamusara•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.