Shuru
Apke Nagar Ki App…
#ଶିକ୍ଷାସଚେତନତା_ରଥ_କୁ_ନାରାୟଣପୁର_କ୍ଲଷ୍ଟର_ରେ_ସ୍ବାଗତ* #rishitv #highlightsシ゚ #Narayanpur #education #Subarnapur #educationawerness #Wlcome
Ranjan hota
#ଶିକ୍ଷାସଚେତନତା_ରଥ_କୁ_ନାରାୟଣପୁର_କ୍ଲଷ୍ଟର_ରେ_ସ୍ବାଗତ* #rishitv #highlightsシ゚ #Narayanpur #education #Subarnapur #educationawerness #Wlcome
More news from ଓଡ଼ିଶା and nearby areas
- Post by Ranjan hota1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି.ବହୁ କ୍ଷୟକ୍ଷତି. ବ୍ୟାପକ କୁଆ ପଥର ମାଡ଼ରେ ଆଜବେଷ୍ଟ ଘର ଭାଙ୍ଗିଲା. ପରିବା ଫସଲ ହାନୀ ସୂଚନା.1
- କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |1
- Post by News odia odisha1
- ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ1
- Post by Dhenkanal News1
- Post by Ranjan hota1