Shuru
Apke Nagar Ki App…
ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ, ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ #rishitv #highlightsシ゚ #Subarnapur #clean #programme #municipality
Ranjan hota
ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ, ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ #rishitv #highlightsシ゚ #Subarnapur #clean #programme #municipality
More news from ଓଡ଼ିଶା and nearby areas
- Post by Ranjan hota1
- କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।1
- କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।1
- Post by News odia odisha1
- ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ1
- Post by Dhenkanal News1
- ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |1
- Post by Ranjan hota1