logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀରମହାରାଜପୁର ଜୋନ୍ ଚାମ୍ପିଅନ : କୁଡ଼ାପଡା ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀରମହାରାଜପୁର ଜୋନ୍ ଚାମ୍ପିଅନ : କୁଡ଼ାପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ l ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ବୀର ମହାରାଜ ପୁର ବ୍ଲକ୍ ଚମ୍ପିଆନ ଦଳ କୁଡାପଡା ଏଫ୍ ସି ଓ ଡୁଙ୍ଗୁରିପାଲି ଜୋନ୍ ଚାମ୍ପିଅନ ବଡ଼କର୍ଲେ ଏଫ୍ ସି ଦଳ ମଧ୍ୟରେ ଆଜି କ୍ୱାର୍ଟର ଫାଇନାଲ ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଖେଳ ବରାବର ହୋଇଥିଲା l ଶେଷରେ ଟ୍ରାଇ ବ୍ରେକର ରେ ବୀର ମହାରାଜପୁର ଜୋନ୍ ଚାମ୍ପିଅନ କୁଡ଼ାପଡା ଏଫ୍ ସି ଦଳ ୪-୧ ଗୋଲ ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି l ଆଜିର ଏହି ଜୋନ୍ ଚମ୍ପିଆନ ର ଉଦଘାଟନୀ ଖେଳ ରେ ମୁଖ୍ୟ ଅତିଥି ଭାବରେ ଭେଟରାନ ଖେଳାଳି ରାଜେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଅଇ ପି ଇ ବିଶ୍ୱନାଥ ବାଲାଜୀ, କ୍ରୀଡ଼ା ସଂଘ ଉପଦେଷ୍ଟା ଦିଲ୍ଲୀପ ଗୁରୁ, ଦିଲୀପ ପାତ୍ର, ବଳରାମ ପଟ୍ଟନାୟକ, ଭେଟରାନ ଖେଳାଳି ଦୁଃଖୀରାମ ନାଏକ୍, ରାକେଶ ନାଗ, ଆଖୁଜ୍ ବକ୍ସି, ନରସିଂହ ରାଓ ପ୍ରମୁଖ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ ଭାବେ ବିଜୟୀ ଦଳ ୧୦ ନମ୍ୱର୍ ଜର୍ସି ଗୋବିନ୍ଦ ବିଶ୍ଵାଳ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ସଞ୍ଜୀବ କୁମାର ସାହୁ ମୁଖ୍ୟ ରେଫରୀ ଭାବେ ଓ ରାଜେଶ୍ ଥନାପତି , ସୁଶାନ୍ତ ବାଗ, ପ୍ରଶାନ୍ତ ସେଠି ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ l କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ଦିଗାମ୍ବର ଶତପଥୀ , ସୁଭାଷ ବିଶ୍ଵାଳ, ସଂଜୟ ସାହୁ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ସୁବାସ ବିଶ୍ଵାଳ, ବିକାଶ ପଣ୍ତା, ଭକ୍ତି ରଞ୍ଜନ ଦଳାଇ, ଫୁଟବଲ ସଂପାଦକ ରାଜୀବ ସାହୁ, କଳିମ ମହମ୍ମଦ, ସନ୍ତୋଷ ପାଢ଼ୀ, ରାଜ କୁମାର ନାଏକ୍, ହୃଷୀ କେଶ ପଣ୍ତା, ଅନିଲ ସାହୁ, ରବି ଦେହୁରୀ, ବୁବୁନ୍ ନାଏକ୍ ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ରିପୋର୍ଟ -- ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago
950c5d3a-cc7b-445a-b310-d0cd21fb680b

More news from Odisha and nearby areas
  • ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ। ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ। ସିନ୍ଧେକେଲା ଅଞ୍ଚଳର ଦୁଆରସେନି ମନ୍ଦିର ରେ ଚୋରି ସହ ଥାନା ର ୧୦୦ ମିଟର ଦୂର ରେ ଥିବା ଗହଣା ଦୋକାନରୁ ହୋଇଥିବା ବଡ଼ ଧରଣର ଡକାୟତି ଓ ଚୋରି ମାମଲାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣା ରେ ୭ ଅଭିଯୁକ୍ତ ଗିରଫ ସହିତ ଗୋଟିଏ ମହିନ୍ଦ୍ରା ବୋଲେରୋ, ଗୋଟିଏ KTM ବାଇକ୍, ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ କିଲୋଗ୍ରାମ ସୁନା ଓ ୨୫ କିଲୋଗ୍ରାମ ରୁପା, ଗୋଟିଏ ଲୁହା ଛୁରୀ, ଲୁହା ରଡ୍ ସହ ଘଟଣାରେ ବ୍ୟବହୃତ ମାସ୍କ ଓ ଗ୍ଲୋଭ୍ସ ଜବତ କରିଛି ବଲାଙ୍ଗୀର ପୋଲିସ।
    1
    ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ,                      
ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ।
ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ,                      
ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ।
ସିନ୍ଧେକେଲା ଅଞ୍ଚଳର ଦୁଆରସେନି ମନ୍ଦିର ରେ ଚୋରି ସହ ଥାନା ର ୧୦୦ ମିଟର ଦୂର ରେ ଥିବା  ଗହଣା ଦୋକାନରୁ ହୋଇଥିବା ବଡ଼ ଧରଣର ଡକାୟତି ଓ ଚୋରି ମାମଲାର ପର୍ଦ୍ଦାଫାଶ ହୋଇଛି।
ଏହି ଘଟଣା ରେ ୭ ଅଭିଯୁକ୍ତ ଗିରଫ ସହିତ ଗୋଟିଏ ମହିନ୍ଦ୍ରା ବୋଲେରୋ, ଗୋଟିଏ KTM ବାଇକ୍, ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ କିଲୋଗ୍ରାମ ସୁନା ଓ ୨୫ କିଲୋଗ୍ରାମ ରୁପା, ଗୋଟିଏ ଲୁହା ଛୁରୀ, ଲୁହା ରଡ୍ ସହ ଘଟଣାରେ ବ୍ୟବହୃତ ମାସ୍କ ଓ ଗ୍ଲୋଭ୍ସ ଜବତ କରିଛି ବଲାଙ୍ଗୀର ପୋଲିସ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    20 min ago
  • ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |
    1
    ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ  ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ 
ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ​ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ​ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!
    1
    ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ
ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ 
​ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି।
ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ।
​ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    6 hrs ago
  • କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।
    1
    କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    7 hrs ago
  • Post by ସାମ୍ବାଦିକ Biswamitra padhi
    1
    Post by ସାମ୍ବାଦିକ Biswamitra padhi
    user_ସାମ୍ବାଦିକ Biswamitra padhi
    ସାମ୍ବାଦିକ Biswamitra padhi
    Farmer କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l
    1
    ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l 
ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ  ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ  ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।,,,,,,,,,,,,,,,,,, ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ। ତା୨୭/୦୮/୨୦୨୬, ଗୁରୁବାର, ଭାପୁର, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା,ମଥୁରା ଦେହୁରୀ,କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ,ବାଦ୍ୟ ଅବିର ଦେହୁରୀ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ,ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ। ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ ନୃତ୍ୟ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ପର୍ବ ଗହ୍ମାପୂର୍ଣିମା ଠାରୁ ଆରମ୍ଭ ହୋଇ ନୂଆଖାଇ ଏବଂ ବିଜୟାଦଶମୀ ପର୍ଯ୍ୟନ୍ତ ଘୁମୁରା ନୃତ୍ୟ,ଗୀତରେ ପ୍ରକମ୍ପିତ ହୁଏ ଗ୍ରାମ ପରିବେଶ। ପାରମ୍ପରିକ ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଘୁମୁରା ପୂଜାର୍ଚ୍ଚନ କରି କଳାକାର ଆରମ୍ଭ କରନ୍ତି ନୃତ୍ୟ। ନୂଆଖାଇ ପର୍ବଦିନ ନୂଆଘୁମୁରା,ପୋଷାକ,ଟାହିଆ ଓ ଘୁଙ୍ଗୁର ପିନ୍ଧି ଗାଁଦାଣ୍ଡକୁ ଓହ୍ଲାନ୍ତି କଳାକାର ଏବଂ ତାପରେ ଘୁମୁରା ତାଳଶବ୍ଦ,ନୃତ୍ୟ,ଗୀତରେ ହଜିଯାଅନ୍ତି କଳାକାର ଓ ଦର୍ଶକ । ପୁରୁଷ ପୁରୁଷ ଧରି ଏହି ପରମ୍ପରା ଯୋଡ଼ି ହୋଇଛି ଘୁମୁରା ଶିଳ୍ପୀଙ୍କ ଜୀବନ । ନୀତି ଦିନିଆ ଜୀବନରୁ ମୁକ୍ତ ହୋଇ ଶବର ଭାଇମାନେ ସମସ୍ତେ ମିଳିମିଶି ଝୁମି ମିଛନ୍ତି ଏହି ନୃତ୍ଯର ତାଳେ ତାଳେ ।
    1
    ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।,,,,,,,,,,,,,,,,,,
ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।
ତା୨୭/୦୮/୨୦୨୬, ଗୁରୁବାର, ଭାପୁର, ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ 
ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା,ମଥୁରା ଦେହୁରୀ,କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ,ବାଦ୍ୟ ଅବିର ଦେହୁରୀ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ,ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ।     
ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ ନୃତ୍ୟ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ପର୍ବ ଗହ୍ମାପୂର୍ଣିମା ଠାରୁ ଆରମ୍ଭ ହୋଇ ନୂଆଖାଇ ଏବଂ ବିଜୟାଦଶମୀ ପର୍ଯ୍ୟନ୍ତ ଘୁମୁରା ନୃତ୍ୟ,ଗୀତରେ ପ୍ରକମ୍ପିତ ହୁଏ ଗ୍ରାମ ପରିବେଶ। ପାରମ୍ପରିକ ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଘୁମୁରା ପୂଜାର୍ଚ୍ଚନ କରି କଳାକାର ଆରମ୍ଭ କରନ୍ତି ନୃତ୍ୟ। ନୂଆଖାଇ ପର୍ବଦିନ ନୂଆଘୁମୁରା,ପୋଷାକ,ଟାହିଆ ଓ ଘୁଙ୍ଗୁର ପିନ୍ଧି ଗାଁଦାଣ୍ଡକୁ ଓହ୍ଲାନ୍ତି କଳାକାର ଏବଂ ତାପରେ ଘୁମୁରା ତାଳଶବ୍ଦ,ନୃତ୍ୟ,ଗୀତରେ ହଜିଯାଅନ୍ତି କଳାକାର ଓ ଦର୍ଶକ । ପୁରୁଷ ପୁରୁଷ ଧରି ଏହି ପରମ୍ପରା ଯୋଡ଼ି ହୋଇଛି ଘୁମୁରା ଶିଳ୍ପୀଙ୍କ ଜୀବନ । ନୀତି ଦିନିଆ ଜୀବନରୁ ମୁକ୍ତ ହୋଇ ଶବର ଭାଇମାନେ ସମସ୍ତେ ମିଳିମିଶି ଝୁମି ମିଛନ୍ତି ଏହି ନୃତ୍ଯର ତାଳେ ତାଳେ ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    37 min ago
  • ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି। ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।
    1
    ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।

    user_Lili Bhue
    Lili Bhue
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.