Shuru
Apke Nagar Ki App…
ହରିରାଜପୁର ର ଖଣ୍ଡିତେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ପାଳିତ,
TV5ODIA 9556605993
ହରିରାଜପୁର ର ଖଣ୍ଡିତେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ପାଳିତ,
More news from ଓଡ଼ିଶା and nearby areas
- ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l1
- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ବାବା ବିଶେଶ୍ୱର ଙ୍କ ମହାଶିବରାତ୍ରି ର ତୃତୀୟ ସନ୍ଧ୍ୟାରେ ମିକ୍ଚର ରାମଲିଲା।1
- ବ ବ ଗା ନୁ ପ ଦୁ ଫୁ ଲେ ଖେ ଯା ଉଁ ଛୁ କ ହଁ ରୀ 🌹🌹🌹🌹🌹🌹🌹🌹🌹1
- କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।1
- Post by Jay kala _ jay Kalinga1
- ସ୍ଥାନୀୟ ପୋଲିସ ପଡ଼ିଆ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା1
- ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।2
- ବେଲଖଣ୍ଡି ରେ ଶିବରାତ୍ରୀ1