Shuru
Apke Nagar Ki App…
ନାମ : କାଳିଆ ସିଂ ଗ୍ରାମ : ପଦ୍ମପୁର, ବୈଶିଙ୍ଗା.. କୌଣସି ଅଜଣା ଗାଡି ତାଙ୍କୁ ଜାତୀୟରାଜପଥ ରେ ଆହତ କରି ଚାଲି ଯାଇଛନ୍ତି ତାଙ୍କୁ ଆଣି ଏଵେ ମୟୁରଭଞ୍ଜ ସ୍ଥିତ ବୈଶିଙ୍ଗା ଡାକ୍ତରଖାନା ରେ ଚିକିତ୍ସା କରାଉଛନ୍ତି। କେହି ଯଦି ସହୃଦୟ ବ୍ୟକ୍ତି ୟାଙ୍କ ର ପରିଚୟ କିମ୍ବା ୟାଙ୍କର ପରିବାର ଲୋକଙ୍କୁ ଜାଣିଥିବେ ଦୟାକରି ତାଙ୍କ ପରିବାର ଙ୍କୁ ଜଣାଇବାକୁ ଅନୁରୋଧ କରୁଛି ।
SOUMYA RANJAN