logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଦ୍ୟୁତ ଆଘାତ ରେ ଯବାନ ମୃତ ଦୀର୍ଘ ଦୁଇ ଦିନ ଲଗାଣ ବର୍ଷା ରେ କେନ୍ଦୁଝର ଅଧିକାଂଶ ଘର ପାଣି ରେ ବୁଡ଼ି ଥିବା ଖବର ପାଇ ଦମକଳ ବାହିନୀ ପହଞ୍ଚ ପ୍ରଥମ ପୋଲିସ କାଫେ ରୁ ପାଣି ବାହାର କରିଥିଲେ ତାପରେ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଏକ ଘରୁ ପାଣି ନିସ୍କାସନ ସମୟରେ ଯବାନ ଘର ଭିତରେ ପଶି ପାଖରେ ଲାଗିଥିବା ତାର କୁ ଧରିଥିଲେ ଯାହା ତାଙ୍କୁ ଆଘାତ ଲାଗିଥିଲା ଏବଂ ସେ ତଳେ ପଡିଯାଇ ଥିଲେ ତାଙ୍କୁ ସଠୋରୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତ କରାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ସେ ଅଗ୍ନୀଶମ ବାହିନୀ ର ଯବାନ ମୃତକ ହେଲେ ଚନ୍ଦନ ପଟ୍ଟନାୟକ ବୋଲି ଜଣାପଡ଼ିଛି। ବିଦ୍ୟୁତ ଆଘାତ ରେ ଯବାନ ମୃତ ଦୀର୍ଘ ଦୁଇ ଦିନ ଲଗାଣ ବର୍ଷା ରେ କେନ୍ଦୁଝର ଅଧିକାଂଶ ଘର ପାଣି ରେ ବୁଡ଼ି ଥିବା ଖବର ପାଇ ଦମକଳ ବାହିନୀ ପହଞ୍ଚ ପ୍ରଥମ ପୋଲିସ କାଫେ ରୁ ପାଣି ବାହାର କରିଥିଲେ ତାପରେ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଏକ ଘରୁ ପାଣି ନିସ୍କାସନ ସମୟରେ ଯବାନ ଘର ଭିତରେ ପଶି ପାଖରେ ଲାଗିଥିବା ତାର କୁ ଧରିଥିଲେ ଯାହା ତାଙ୍କୁ ଆଘାତ ଲାଗିଥିଲା ଏବଂ ସେ ତଳେ ପଡିଯାଇ ଥିଲେ ତାଙ୍କୁ ସଠୋରୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତ କରାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ସେ ଅଗ୍ନୀଶମ ବାହିନୀ ର ଯବାନ ମୃତକ ହେଲେ ଚନ୍ଦନ ପଟ୍ଟନାୟକ ବୋଲି ଜଣାପଡ଼ିଛି।

5 hrs ago
user_Satyabrata das
Satyabrata das
କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•

More news from ଓଡ଼ିଶା and nearby areas
  • ହିଞ୍ଜିଳି କାଟୁ ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ୍ ଫେରସ୍ତ ମେଳା ଅନୁଷ୍ଠିତ
    1
    ହିଞ୍ଜିଳି କାଟୁ ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ୍ ଫେରସ୍ତ ମେଳା ଅନୁଷ୍ଠିତ
    user_News Today Odia
    News Today Odia
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    1 day ago
  • ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    1
    ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା
ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା।
ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • ବେଲଡ଼ିହି ଅଂଚଳ ରେ ପ୍ରବଳ ବର୍ଷା
    1
    ବେଲଡ଼ିହି ଅଂଚଳ ରେ ପ୍ରବଳ ବର୍ଷା
    user_Rabindra Nayak
    Rabindra Nayak
    Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
  • #ଆରେ_ଧର୍_ଧର୍ #ଭାସିଗଲାରେ... ପ୍ରବଳ ସୁଅରେ ଭାସି ଯାଉଥିଲେ ଯୁବକ। ସ୍ଥାନୀୟ ଲୋକ ଓ NDRF ଟିମ୍ ମିଶି କଲେ ଉଦ୍ଧାର। ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଫଳରେ ବାଲେଶ୍ୱର ଗୁଜୁରୀ ବଜାର ଅଞ୍ଚଳରେ ଜଣେ ଯୁବକ ଭାସିଯାଉଥିଲେ।
    1
    #ଆରେ_ଧର୍_ଧର୍
#ଭାସିଗଲାରେ...
ପ୍ରବଳ ସୁଅରେ ଭାସି ଯାଉଥିଲେ ଯୁବକ। ସ୍ଥାନୀୟ ଲୋକ ଓ NDRF ଟିମ୍ ମିଶି କଲେ ଉଦ୍ଧାର।  ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଫଳରେ ବାଲେଶ୍ୱର ଗୁଜୁରୀ ବଜାର ଅଞ୍ଚଳରେ ଜଣେ ଯୁବକ ଭାସିଯାଉଥିଲେ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    59 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.