logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।

3 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•

More news from ଓଡ଼ିଶା and nearby areas
  • गुरुर्ब्रह्मा गुरुर्विष्णुः गुरुर्देवो महेश्वरः। गुरुरेव परंब्रह्म तस्मै श्रीगुरवे नमः।।
    1
    गुरुर्ब्रह्मा गुरुर्विष्णुः गुरुर्देवो महेश्वरः। 
गुरुरेव परंब्रह्म तस्मै श्रीगुरवे नमः।।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 min ago
  • ଭଦ୍ରକରେ ବନ୍ୟାର ବିଭୀଷିକା, ଦୁଃଖର କାହାଣୀ ଗରିବ ଲୋକଙ୍କ ପାଇଁ,
    1
    ଭଦ୍ରକରେ ବନ୍ୟାର ବିଭୀଷିକା, ଦୁଃଖର କାହାଣୀ ଗରିବ ଲୋକଙ୍କ ପାଇଁ,
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Sasmita singa
    1
    Post by Sasmita singa
    user_Sasmita singa
    Sasmita singa
    Anugul, Odisha•
    30 min ago
  • କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    1
    କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    1
    ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା
ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା।
ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ଢେଙ୍କାନାଳ କଳିଙ୍ଗ। ରେ ଲଗାଣ ବର୍ଷା ରେ ଘର ଦ୍ଭାଙ୍ଗିଲା ଲୋକ ହିନସ୍ତା
    1
    ଢେଙ୍କାନାଳ କଳିଙ୍ଗ। ରେ ଲଗାଣ ବର୍ଷା ରେ ଘର ଦ୍ଭାଙ୍ଗିଲା ଲୋକ ହିନସ୍ତା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.