logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_Sasmita singa
Sasmita singa
Anugul, Odisha•
2 hrs ago

More news from Odisha and nearby areas
  • Post by Sasmita singa
    1
    Post by Sasmita singa
    user_Sasmita singa
    Sasmita singa
    Anugul, Odisha•
    2 hrs ago
  • ତାଳଚେର କଂଗ୍ରେସ ପକ୍ଷରୁ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ତାଳଚେର :-ତାଳଚେର ନିର୍ବାଚନ ମଣ୍ଡଳୀରେ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ପ୍ରଫୁଲ୍ଲ ଦାସଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ରାଜ୍ୟ ସଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ବିଜୟାନନ୍ଦ ଚାଉଳିଆ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ର ଦାଶରଥୀ ସାହୁ, ଶ୍ରମିକ ନେତା ଦେବାଶିଷ ଘୋଷ, ସମସ୍ତ ଜୋନ ସଭାପତି, ସମସ୍ତ ପଞ୍ଚାୟତ ସଭାପତି ସମସ୍ତ bla 2 ସଭାପତି, ସମ୍ପାଦକ, ନାରୀ ନେତ୍ରୀ, ଛାତ୍ରନେତା, ଯୁବ ନେତା, ଅନ୍ୟାନ୍ୟ ମୋର୍ଚ୍ଚା ସଭାପତି, କଂଗ୍ରେସ୍ କର୍ମକର୍ତ୍ତା ଯୋଗ ଦେଇଥିଲେ l
    1
    ତାଳଚେର କଂଗ୍ରେସ ପକ୍ଷରୁ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ତାଳଚେର :-ତାଳଚେର ନିର୍ବାଚନ ମଣ୍ଡଳୀରେ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ପ୍ରଫୁଲ୍ଲ ଦାସଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ରାଜ୍ୟ ସଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ବିଜୟାନନ୍ଦ ଚାଉଳିଆ   ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ର ଦାଶରଥୀ ସାହୁ, ଶ୍ରମିକ ନେତା ଦେବାଶିଷ ଘୋଷ, ସମସ୍ତ ଜୋନ ସଭାପତି, ସମସ୍ତ ପଞ୍ଚାୟତ ସଭାପତି ସମସ୍ତ bla 2 ସଭାପତି, ସମ୍ପାଦକ, ନାରୀ ନେତ୍ରୀ,  ଛାତ୍ରନେତା, ଯୁବ ନେତା,  ଅନ୍ୟାନ୍ୟ ମୋର୍ଚ୍ଚା ସଭାପତି, କଂଗ୍ରେସ୍ କର୍ମକର୍ତ୍ତା ଯୋଗ ଦେଇଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    11 hrs ago
  • ସରକାରୀ ଯୋଜନାରୁ ବଞ୍ଚିତ ଗୁରୁଜାଙ୍ଗ ଗ୍ରାମର ୪ ଟି ପରିବାର, ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ତାଳଚେର :-ତାଳଚେର ବ୍ଲକ ଗୁରୁଜାଙ୍ଗ ପଞ୍ଚାୟତ ର ଆଠ ନଂ ୱାର୍ଡ ର ମୁଣ୍ଡା ବସ୍ତି ରେ ଦେଖିବାକୁ ମିଳିଛି ବିକାଶ ର ନଗ୍ନ ଚିତ୍ର । ଭଙ୍ଗା ଦଦରା ଗୃହରେ ଦିନ କାଟୁଛନ୍ତି ୪ଗୋଟି ପରିବାର l ସେଥିରେ ଅଛନ୍ତି ପୁଣି ଜଣେ ଦିବ୍ୟାଙ୍ଗ ମହିଳା । ଲଗାଣ ବର୍ଷାରେ ତାଙ୍କ ଅବସ୍ଥା ନକହିବା ଭଲ । ନା ସେମାନଙ୍କ ପାଖରେ ଅଛି ଭୂମି ନା ବାସ ଗୃହ l ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କିଛି ସାହାଯ୍ୟ କରୁନାହାନ୍ତି ବୋଲି ୪ଟି ପରିବାର ଆଣିଛନ୍ତି ଅଭିଯୋଗ l ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l ତେବେ ବାକି ରହିଲା ଦେଖିବାକୁ କେବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l
    1
    ସରକାରୀ ଯୋଜନାରୁ ବଞ୍ଚିତ ଗୁରୁଜାଙ୍ଗ ଗ୍ରାମର ୪ ଟି ପରିବାର, ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ 
ତାଳଚେର :-ତାଳଚେର ବ୍ଲକ ଗୁରୁଜାଙ୍ଗ ପଞ୍ଚାୟତ ର ଆଠ ନଂ ୱାର୍ଡ ର ମୁଣ୍ଡା ବସ୍ତି ରେ  ଦେଖିବାକୁ ମିଳିଛି ବିକାଶ ର ନଗ୍ନ ଚିତ୍ର । ଭଙ୍ଗା ଦଦରା ଗୃହରେ ଦିନ କାଟୁଛନ୍ତି ୪ଗୋଟି ପରିବାର l ସେଥିରେ ଅଛନ୍ତି ପୁଣି ଜଣେ ଦିବ୍ୟାଙ୍ଗ ମହିଳା । ଲଗାଣ ବର୍ଷାରେ ତାଙ୍କ ଅବସ୍ଥା ନକହିବା ଭଲ । ନା ସେମାନଙ୍କ ପାଖରେ ଅଛି ଭୂମି ନା ବାସ ଗୃହ l ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କିଛି ସାହାଯ୍ୟ କରୁନାହାନ୍ତି ବୋଲି ୪ଟି ପରିବାର ଆଣିଛନ୍ତି ଅଭିଯୋଗ l ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l ତେବେ ବାକି ରହିଲା ଦେଖିବାକୁ କେବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    14 hrs ago
  • ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବଦଳୁ ଗ୍ରାମର ଜଣେ ମେଧାବୀ ଛତ୍ର ଉଚ୍ଚଶିକ୍ଷା ପାଇଁ ସମସ୍ୟା କୁ ନେଇ ରଖିଲେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚମ ମଣ୍ଡଳୀର ବଦଳୁ ଗ୍ରାମର ଜମେ ମେଧାବୀ ଛାତ୍ର ଉଚ ଶିକ୍ଷା ପାଇଁ କର୍ତ୍ତୃପକ୍ଷ ଙ୍କ ଠାରୁ ନାନା ହଇରାଣ ହୋଇ ଫେରିବା ପରେ ଜିଲ୍ଲାପାଳ ଅଫିସ ଆଗରେ ରଖିଲେ ପ୍ରତିକ୍ରିୟା.
    1
    ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବଦଳୁ ଗ୍ରାମର ଜଣେ ମେଧାବୀ ଛତ୍ର ଉଚ୍ଚଶିକ୍ଷା ପାଇଁ ସମସ୍ୟା କୁ ନେଇ ରଖିଲେ ପ୍ରତିକ୍ରିୟା.
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚମ ମଣ୍ଡଳୀର ବଦଳୁ ଗ୍ରାମର ଜମେ ମେଧାବୀ ଛାତ୍ର ଉଚ ଶିକ୍ଷା ପାଇଁ କର୍ତ୍ତୃପକ୍ଷ ଙ୍କ ଠାରୁ ନାନା ହଇରାଣ ହୋଇ ଫେରିବା ପରେ ଜିଲ୍ଲାପାଳ  ଅଫିସ ଆଗରେ ରଖିଲେ ପ୍ରତିକ୍ରିୟା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    1
    ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା
ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା।
ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odis Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odisha #He
    1
    Athmallik News 
ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
✅ ନୂଆ ଅପଡେଟ୍:
ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।
News Credit by Argus News 
#BreakingNews #Athmallik #AthmallikNews #Boinda #Angul #Odis
Athmallik News 
ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
✅ ନୂଆ ଅପଡେଟ୍:
ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।
News Credit by Argus News 
#BreakingNews #Athmallik #AthmallikNews #Boinda #Angul #Odisha #He
    user_User2311
    User2311
    ହଣ୍ଡପା, ଅନୁଗୁଳ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.