Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odis Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odisha #He
Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odis Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odisha #He
- ବୌଦ୍ଧ ଜିଲ୍ଲାପାଳ ଓ ଏସପି ଙ୍କ ଜଳମଗ୍ନ ଅଞ୍ଚଳ ପରିଦର୍ଶନ ଓ ସୁରକ୍ଷିତ ସ୍ଥାନ କୁ ଉଦ୍ଧାର କାର୍ଯ୍ୟ ଜାରି ବୌଦ୍ଧ:ବୌଦ୍ଧ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତଳିଆ ଅଞ୍ଚଳ ଜଳମଗ୍ନ ଓ ଜଳଘେର ରେ ଫସି ରହିଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟସ୍ଥ ସୁରକ୍ଷିତ ସ୍ଥାନ ଓ ବିଦ୍ୟାଳୟ କୁ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପଟେ ବୌଦ୍ଧ ସହରର ଫେରିଘାଟ ଅଞ୍ଚଳ ଏବଂ ଗାଇଗୋଠ ପଡ଼ିଆରେ ବନ୍ୟାଜଳ ପ୍ରବେଶ କରିଥିବାରୁ ସେଠାକାର ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନ ଯଥା ମାଳିସାହି ସ୍କୁଲ ଓ ବନ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି ଓ ସେମାନଙ୍କୁ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଓ ତାଙ୍କ ଉପରେ ନଜ଼ର ରଖିଥିବା କୁ ମଧ୍ୟ ପରାମର୍ଶ ଦିଆଯାଇଛି ।3
- Post by Sasmita singa1
- ତାଳଚେର କଂଗ୍ରେସ ପକ୍ଷରୁ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ତାଳଚେର :-ତାଳଚେର ନିର୍ବାଚନ ମଣ୍ଡଳୀରେ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ପ୍ରଫୁଲ୍ଲ ଦାସଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ରାଜ୍ୟ ସଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ବିଜୟାନନ୍ଦ ଚାଉଳିଆ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ର ଦାଶରଥୀ ସାହୁ, ଶ୍ରମିକ ନେତା ଦେବାଶିଷ ଘୋଷ, ସମସ୍ତ ଜୋନ ସଭାପତି, ସମସ୍ତ ପଞ୍ଚାୟତ ସଭାପତି ସମସ୍ତ bla 2 ସଭାପତି, ସମ୍ପାଦକ, ନାରୀ ନେତ୍ରୀ, ଛାତ୍ରନେତା, ଯୁବ ନେତା, ଅନ୍ୟାନ୍ୟ ମୋର୍ଚ୍ଚା ସଭାପତି, କଂଗ୍ରେସ୍ କର୍ମକର୍ତ୍ତା ଯୋଗ ଦେଇଥିଲେ l1
- ସରକାରୀ ଯୋଜନାରୁ ବଞ୍ଚିତ ଗୁରୁଜାଙ୍ଗ ଗ୍ରାମର ୪ ଟି ପରିବାର, ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ତାଳଚେର :-ତାଳଚେର ବ୍ଲକ ଗୁରୁଜାଙ୍ଗ ପଞ୍ଚାୟତ ର ଆଠ ନଂ ୱାର୍ଡ ର ମୁଣ୍ଡା ବସ୍ତି ରେ ଦେଖିବାକୁ ମିଳିଛି ବିକାଶ ର ନଗ୍ନ ଚିତ୍ର । ଭଙ୍ଗା ଦଦରା ଗୃହରେ ଦିନ କାଟୁଛନ୍ତି ୪ଗୋଟି ପରିବାର l ସେଥିରେ ଅଛନ୍ତି ପୁଣି ଜଣେ ଦିବ୍ୟାଙ୍ଗ ମହିଳା । ଲଗାଣ ବର୍ଷାରେ ତାଙ୍କ ଅବସ୍ଥା ନକହିବା ଭଲ । ନା ସେମାନଙ୍କ ପାଖରେ ଅଛି ଭୂମି ନା ବାସ ଗୃହ l ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କିଛି ସାହାଯ୍ୟ କରୁନାହାନ୍ତି ବୋଲି ୪ଟି ପରିବାର ଆଣିଛନ୍ତି ଅଭିଯୋଗ l ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l ତେବେ ବାକି ରହିଲା ଦେଖିବାକୁ କେବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l1
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବଦଳୁ ଗ୍ରାମର ଜଣେ ମେଧାବୀ ଛତ୍ର ଉଚ୍ଚଶିକ୍ଷା ପାଇଁ ସମସ୍ୟା କୁ ନେଇ ରଖିଲେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚମ ମଣ୍ଡଳୀର ବଦଳୁ ଗ୍ରାମର ଜମେ ମେଧାବୀ ଛାତ୍ର ଉଚ ଶିକ୍ଷା ପାଇଁ କର୍ତ୍ତୃପକ୍ଷ ଙ୍କ ଠାରୁ ନାନା ହଇରାଣ ହୋଇ ଫେରିବା ପରେ ଜିଲ୍ଲାପାଳ ଅଫିସ ଆଗରେ ରଖିଲେ ପ୍ରତିକ୍ରିୟା.1
- *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹* *🌹୨୯-୭-୨୦୨୬((ବୁଧବାର))🌹* 🪷🪷🪷🪷🪷🪷🪷🪷🪷 *ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।* 🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)* *କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।* *ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।* 🪷🪷🪷🪷🪷🪷🪷🪷🪷 *ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।* 🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।* 🪷🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷 *ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।* *ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।* *ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।* *କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।* *ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।* *କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।* *ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।* *ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।* *ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।* *ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।* *କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।* *ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*1
- ବୌଦ୍ଧ ଜିଲ୍ଲାପାଳ ଓ ଏସପି ଙ୍କ ଜଳମଗ୍ନ ଅଞ୍ଚଳ ପରିଦର୍ଶନ ଓ ସୁରକ୍ଷିତ ସ୍ଥାନ କୁ ଉଦ୍ଧାର କାର୍ଯ୍ୟ ଜାରି ବୌଦ୍ଧ:ବୌଦ୍ଧ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତଳିଆ ଅଞ୍ଚଳ ଜଳମଗ୍ନ ଓ ଜଳଘେର ରେ ଫସି ରହିଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟସ୍ଥ ସୁରକ୍ଷିତ ସ୍ଥାନ ଓ ନିକଟସ୍ଥ ବିଦ୍ୟାଳୟ କୁ ସ୍ଥାନାନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବୌଦ୍ଧ ସହରର ଫେରିଘାଟ ଅଞ୍ଚଳ ଏବଂ ଗାଇଗୋଠ ପଡ଼ିଆରେ ବନ୍ୟାଜଳ ପ୍ରବେଶ କରିଥିବାରୁ ସେଠାକାର ପରିବାର ମାନଙ୍କୁ ସୁରକ୍ଷିତ ସ୍ଥାନ ଯଥା ମାଳିସାହି ସ୍କୁଲ ଓ ବନ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି ଓ ସେମାନଙ୍କୁ ସେଠାରେ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରାଯାଇଛି ଓ ବିଶେଷ ଧ୍ୟାନ ଦେଇଛନ୍ତି । ଏବଂ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଜନସାଧାରଣଙ୍କୁ ଆତଙ୍କିତ ନହେବା ଏବଂ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି।2
- Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odis Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odisha #He1