Shuru
Apke Nagar Ki App…
ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବଦଳୁ ଗ୍ରାମର ଜଣେ ମେଧାବୀ ଛତ୍ର ଉଚ୍ଚଶିକ୍ଷା ପାଇଁ ସମସ୍ୟା କୁ ନେଇ ରଖିଲେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚମ ମଣ୍ଡଳୀର ବଦଳୁ ଗ୍ରାମର ଜମେ ମେଧାବୀ ଛାତ୍ର ଉଚ ଶିକ୍ଷା ପାଇଁ କର୍ତ୍ତୃପକ୍ଷ ଙ୍କ ଠାରୁ ନାନା ହଇରାଣ ହୋଇ ଫେରିବା ପରେ ଜିଲ୍ଲାପାଳ ଅଫିସ ଆଗରେ ରଖିଲେ ପ୍ରତିକ୍ରିୟା.
BIKRAM SAHU
ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବଦଳୁ ଗ୍ରାମର ଜଣେ ମେଧାବୀ ଛତ୍ର ଉଚ୍ଚଶିକ୍ଷା ପାଇଁ ସମସ୍ୟା କୁ ନେଇ ରଖିଲେ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚମ ମଣ୍ଡଳୀର ବଦଳୁ ଗ୍ରାମର ଜମେ ମେଧାବୀ ଛାତ୍ର ଉଚ ଶିକ୍ଷା ପାଇଁ କର୍ତ୍ତୃପକ୍ଷ ଙ୍କ ଠାରୁ ନାନା ହଇରାଣ ହୋଇ ଫେରିବା ପରେ ଜିଲ୍ଲାପାଳ ଅଫିସ ଆଗରେ ରଖିଲେ ପ୍ରତିକ୍ରିୟା.
More news from Odisha and nearby areas
- ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ। ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ। #Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates1
- 1 month free course now start now................. mmmmmm1
- गुरुर्ब्रह्मा गुरुर्विष्णुः गुरुर्देवो महेश्वरः। गुरुरेव परंब्रह्म तस्मै श्रीगुरवे नमः।।1
- ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।1
- କୋରଡ଼ା ଗ୍ରାମପଞ୍ଚାୟତରେ କମ୍ୟୁନିଟି ପ୍ୟାନେଲ ଟକ୍ ଅନୁଷ୍ଠିତ, ବାଲ୍ୟ ବିବାହ ରୋକିବାକୁ ସାମୂହିକ ଶପଥ କୋରଡ଼ା ଗ୍ରାମପଞ୍ଚାୟତରେ କମ୍ୟୁନିଟି ପ୍ୟାନେଲ ଟକ୍ ଅନୁଷ୍ଠିତ, ବାଲ୍ୟ ବିବାହ ରୋକିବାକୁ ସାମୂହିକ ଶପଥ ନୟାଗଡ଼, ୨୮ ଜୁଲାଇ: ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ (C3) ପକ୍ଷରୁ କୋରଡ଼ା ଗ୍ରାମପଞ୍ଚାୟତ ରେ "କମ୍ୟୁନିଟି ପ୍ୟାନେଲ ଟକ୍ – ଶିକ୍ଷା ମାଧ୍ୟମରେ କିଶୋରୀ ସଶକ୍ତିକରଣ" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସାଗରିକା ପାତ୍ର (MPHW-F), ଶ୍ରୀ ଚିନ୍ମୟ କୁମାର ପ୍ରଧାନ (ଅଧ୍ୟାପକ) ଏବଂ ଶ୍ରୀ ସୁବ୍ରତ କୁମାର ସାହୁ (ବ୍ଲକ କୋଅର୍ଡିନେଟର, ପୋଷଣ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହର କାରଣ, ଏହାର କୁପ୍ରଭାବ, ଆଇନଗତ ବ୍ୟବସ୍ଥା ଓ ପ୍ରତିରୋଧ ପାଇଁ ସମାଜର ସମସ୍ତଙ୍କ ସକ୍ରିୟ ଭୂମିକା ଉପରେ ଆଲୋଚନା କରିଥିଲେ। ଏହା ସହିତ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ସିଥ୍ରୀର ବ୍ଲକ୍ ସଂଯୋଜିକା ସୌଜନ୍ୟା ନାୟକ ନୂଆଗାଁ ବ୍ଲକ ରେ କିଶୋର କିଶୋରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, କିଶୋର କିଶୋରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ଅଭିଭାବକମାନେ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ନ କରିବା ଓ ନ ହେବାକୁ ଦେବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅଂଶ ଭାବେ କିଶୋର କିଶୋରୀମାନଙ୍କ ଦ୍ୱାରା ବାଲ୍ୟ ବିବାହ ନିରାକରଣ ଏବଂ କିଶୋରୀ ସଶକ୍ତିକରଣ ସମ୍ପର୍କିତ IEC ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା, ଯାହା ସମାଜରେ ସଚେତନତା ସୃଷ୍ଟିରେ ସହାୟକ ହେବ। ଏହି କାର୍ଯ୍ୟକ୍ରମକୁ ସୌଜନ୍ୟା ନାୟକ, ବ୍ଲକ କୋଅର୍ଡିନେଟର, ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ (C3) ସଫଳତାର ସହ ପରିଚାଳନା କରିଥିଲେ।1
- शिक्षा मंत्री के इस्तीफे की मांग को लेकर कांग्रेस का विशाल जेन जी मिश्रा पर्व और मार्च1
- ଶ୍ରୀରାମ ଦୟା ପରିଷଦ ନିରାକାରପୁର ପକ୍ଷରୁ ଭାଗବତ ପାଠ ମହାସମାରୋହରେ ଉଦଯାପିତ ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମlନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ବାର୍ଷିକ ଭାଗବତ ପାଠ ଉଦଯାପିତ ହୋଇଯାଇଅଛି l ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମାରୁତି ମଣ୍ଡପ ଠାରେ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଯଥା ବିଧି ମୁତାବକ ମନ୍ଦିର ପୂଜକ କାଳିଆ ବଡ଼ପଣ୍ଡା ଉଦଯାପନୀ ପୂଜା କରିଥିଲେ l ଏହି ଅବସରରେ ବର୍ଷ ତମାମ ଭାଗବତ ଜଗନ୍ନାଥ କଥାମୁର୍ତ୍ତ ପୁରାଣ ପାଠ କରୁଥିବା ଏକାଦଶୀ ପରିଡ଼ାଙ୍କୁ ପରିଷଦ ପକ୍ଷରୁ ଉତ୍ତୋରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା4
- Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odis Athmallik News ଲଗାଣ ବର୍ଷା ଯୋଗୁଁ ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ଧଣ୍ଡାତୋପା ନିକଟରେ ନିର୍ମାଣାଧୀନ ହାତୀ କରିଡର ପାଇଁ କରାଯାଇଥିବା ଅସ୍ଥାୟୀ ବାଇପାସ୍ ରାସ୍ତାରେ ପାଣି ଜମି ରହିଥିବାରୁ ଗତ ମଧ୍ୟରାତ୍ରିରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ✅ ନୂଆ ଅପଡେଟ୍: ବର୍ତ୍ତମାନ ପ୍ରଶାସନର ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ୍ ରାସ୍ତାର ମରାମତି କରାଯାଇଥିବାରୁ ଆଠମଲ୍ଲିକ-ବଇଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। News Credit by Argus News #BreakingNews #Athmallik #AthmallikNews #Boinda #Angul #Odisha #He1