Shuru
Apke Nagar Ki App…
#ଜିତୁ_ମୁଣ୍ଡାଙ୍କ_ଦୁଆରେ_ବ୍ୟାଙ୍କ ମୃତ୍ୟୁର ପ୍ରମାଣ ଦେବାକୁ ଭଉଣୀର ମୃତଦେହ ଧରି ବ୍ୟାଙ୍କ ଆସିଥିବା ଭାଇ ଶେଷରେ ପାଇଗଲେ ଟଙ୍କା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ଆଜି ମୃତ ଭଉଣୀଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଦେଇଛନ୍ତି । ତେବେ କାହା ଭୁଲ୍ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଲା, ତାକୁ ନେଇ ନାନା ଚର୍ଚ୍ଚା ଭିତରେ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି, ମୃତଦେହ ନୁହେଁ, ବରଂ ମୃତ ସାର୍ଟିଫିକେଟ୍ ଆଣିବାକୁ କୁହାଯାଇଥିଲା । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ହେବ । #JituMunda #BankIssue #OdishaNews #AdministrativeAction #BreakingNews #Governance #PublicIssue #Keonjhar
Rajib Behera

More news from ଓଡ଼ିଶା and nearby areas
- Post by Rajib Behera1
- Post by Maso murmu1
- Post by Khabar1
- ଡରିଲେ ମମତା ପାଇବେ କୀ କ୍ଷମତା1
- ବିଦ୍ୟାଳୟ ଜମିକୁ ପୂର୍ବତନ ସରପଞ୍ଚ ବିକ୍ରି କରିଦେଇଥିବା ଅଭିଯୋଗ, ଥାନରେ ଏତଲା।1
- ମୁଁ ଭୋଗରାଇ ରେ ବହୁତ୍ ଭିଡ଼ିଓ ସୁଟ କରିଛି। ବାଲେଶ୍ୱର ମାଟିର ପୁଅ ମୁଁ ମୋର ନୂଆ ଫିଲ୍ମ ଆସୁଛି ମେ 1ରେ ଦେଖିବାକୁ ଆସନ୍ତୁ।1
- 28/04/2026 ଖଇରା, ଗାଣ୍ଡିବେଡ଼ ଠାରେ ମା ସିଧ୍ୟ୍ୟ ବେକେଟେଇ ମନ୍ଦିରରେ ବିଶ୍ୱ ଶାନ୍ତି ଯଂଜ୍ଞ ବିଶ୍ୱ ଶାନ୍ତି କାମନା ଉଦେଶ୍ୟ ରେ ପାଳିତ ହେଉଅଛି ଏଥିରେ 100 ରୁ ଅଧିକ କଳସ ଆସିଅଛି4
- କେନ୍ଦୁଝର ରେ ଅଭାବନୀୟ ଘଟଣା, ବ୍ୟାଙ୍କ ଟଙ୍କା ଉଠାଇବାକୁ ନେଇ କାନ୍ଧରେ ଵୋହିଲେ କଙ୍କାଳ।1