Shuru
Apke Nagar Ki App…
ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ଦେଖନ୍ତୁ ଲାଇଫ ଗାର୍ଡ ମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଉଛନ୍ତି, ଧନ୍ୟବାଦ ଲାଇଫ ଗାର୍ଡ, ତୁମେ ଭଗବାନଙ୍କ ଅବତାର l
SOUMYA RANJAN
ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ଦେଖନ୍ତୁ ଲାଇଫ ଗାର୍ଡ ମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଉଛନ୍ତି, ଧନ୍ୟବାଦ ଲାଇଫ ଗାର୍ଡ, ତୁମେ ଭଗବାନଙ୍କ ଅବତାର l
More news from ଓଡ଼ିଶା and nearby areas
- Post by SOUMYA RANJAN1
- Post by Rajesh Samantaray1
- Post by Manoj kumar baliyarsingh4
- Post by NEWS MANORANJAN1
- Post by Gagan Bhoi1
- ପୋଲିସ ଦିବସରେ ଶ୍ରେଷ୍ଠ IIC ଭାବେ ପୁରସ୍କୃତ,,,, ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପୁରସ୍କୃତ ହେଲେ,,, ସେ ଜଣେ କର୍ତ୍ତବ୍ୟରତ ସଚ୍ଚୋଟ ପୋଲିସ ଅଧିକାରୀ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ ହେଲେ ବିନୟ ରଞ୍ଜନ ପରିଡ଼ା1
- ଜଗତସିଂହପୁର ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l2
- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମାଲୁଦ ଠାରେ ଘଟିଛି ଘଟଣା, ଉଦ୍ଧାର କର୍ମଚାରୀ ଜଣକ ପୋଲିସରାର ସର୍ବେଶ୍ଵର ବେହେରା l1