Shuru
Apke Nagar Ki App…
ମାର୍ଚ୍ଚ ୨୭ ର ମୟୂରଭଞ୍ଜ ଜିଲ୍ଲା ଖବର | Dally Speed News | Update News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 27.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
Mayurbhanj Public News
ମାର୍ଚ୍ଚ ୨୭ ର ମୟୂରଭଞ୍ଜ ଜିଲ୍ଲା ଖବର | Dally Speed News | Update News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 27.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
More news from ଓଡ଼ିଶା and nearby areas
- ବାରିପଦା, :- ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାସ୍ତବ ପରିବାର ଆନୁକୂଲ୍ୟରେ ତଥା ଆର କେ ଫାଉଣ୍ଡେସନର ସହଯୋଗରେ ବିଶିଷ୍ଟ ସମାଜସେବୀ ଅମର କୁମାର ସେଠୀ ତାଙ୍କ ୫୮ ତମ ଜନ୍ମଦିନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଶିବିରରେ ଅମର ସେଠୀଙ୍କ ସମେତ ମୋଟ ୧୨୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, କାଉନସିଲର ଅନନ୍ତ ଦାସ ଓ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି, ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ I ଏ ଅବସରରେ ୧ ନଂ ୱାର୍ଡର ବରିଷ୍ଠ ନାଗରିକ ସତ୍ୟନାରାୟଣ ଜି, କୈଳାଶ ବେହେରା, ଗୋକୁଳାନନ୍ଦ ଦାସ, ସଚିନ କରଙ୍କ ସମେତ ୨୫ ଜଣ ତଥା ସହରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା I ବାରୁଣୀ, ବେଲଗଡ଼ିଆ ଓ ରଘୁନାଥପୁର ଶ୍ମାଶନରେ ଶବଦାହ କରୁଥିବା ସମାଜସେବୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ସମାଜସେବୀ ସୋମନାଥ ସିଂହ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଦୀପକ କୁମାର ମିଶ୍ର, ମଙ୍ଗଲ ହାଁସଦା, ରବିନାରାୟଣ ବେହେରା, କିଚକ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା I #mayurbhanj #baripada #dlh_khabar1
- ବାର୍ଷିକ ସମ୍ମିଳନୀ ଅବସର ସମ୍ବର୍ଦ୍ଧନା ଓ ସାଧାରଣ ନିର୍ବାଚନ 20261
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 27.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ସଂସଦର ଗରିମା ଏବଂ ନିୟମାବଳୀକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ଏବଂ ତାଙ୍କର ବାରମ୍ବାର ଅନୁପସ୍ଥିତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି।1
- Post by Rajib Behera2
- ଚାଲାଣ ହେଉଥିବା ୧୫୦ ଗୋମାତା ଉଦ୍ଧାର। ବାରିପଦା - ଗୋମାତା ତସ୍କରଙ୍କୁ ଲାଗିଲା ଶକ୍ତ ଝଟକା , ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ୧୫୦ ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲା ପୋଲିସ ଓ ହିନ୍ଦୁ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସଦର ଥାନା ଅଧିନ ଝିଲିମିଲି ଗ୍ରାମ ନିକଟସ୍ଥ ଏକ ପଡ଼ିଆରେ ବିଭିନ୍ନ ସ୍ଥାନରୁ ପିକଅପ ଭେନ ରେ ଗୋରୁ ଅଣାଯାଇ ସେଠାରୁ ଟ୍ରକ ଯୋଗେ ପଶ୍ଚିମବଙ୍ଗ କୁ ଚାଲାଣ ହେବାର ଥିଲା।କିନ୍ତୁ ଠିକଣା ସମୟରେ ବାରିପଦା ସଦର ଥାନା ପୋଲିସ , ଶୁଳିଆପଦା ପୋଲିସ ଓ ହିନ୍ଦୁ ସଂଗଠନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।ଅନ୍ଧାରର ସୁଯୋଗ ନେଇ ଭେନ ଗୁଡି଼କ ଖସି ଯିବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳରେ ହିନ୍ଦୁ ସଂଗଠନ ର ସଦସ୍ୟ ପ୍ରଶାନ୍ତ କୁମାର ଆଚାଯ୍ୟ ଙ୍କ ନେତୃତ୍ୱରେ ଅନେକ ଗୋରକ୍ଷକ ଗୋମତାଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ।ବାରିପଦା ସଦର ଥାନା ଅଧିକାରୀ ସୁସ୍ମିତା ମହନ୍ତଙ୍କ କହିବା ଅନୁଯାୟୀ ଗୋରୁ ତସ୍କରି ଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହରେ ଏକ ସ୍କରପିଓ ଗାଡି ଓ ତିନି ଜଣଙ୍କୁ ଅଟକ ରଖାଯାଇଛି ଓ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଚାକୁଳିଆ ସ୍ଥିତ ଧ୍ୟାନ ଫାଉଣ୍ଡେସନ ନାମକ ଏକ ଗୋଶାଳା କୁ ସ୍ଥାନାନ୍ତର କରାଯିବ।1
- #ଦୁଇ_ବର୍ଷ_ହେବ_ହୋଇଥିଲା_ରାସ୍ତା_କାମ। #ହେଲେ_ଏମିତି_ହୋଇଛି_ରାସ୍ତା_ଅବସ୍ଥା ଜଳେଶ୍ଵର ରାଜଘାଟ ରୁ ବାରିପଦାକୁ ସଂଯୋଗ କରୁଥିବା ରାଜଘାଟ ଷ୍ଟେସନ ସମ୍ମୁଖରେ ଏହି ଦୃଶ୍ୟ । #dmbalasore #mahimatv #jalasore1
- ବିଧାନ ସଭାରେ ସ୍ପଷ୍ଟ କଲେ ମୁକେଶ ମହାଲିଙ୍ଗ ଆମର ବଡ ଉପଲବ୍ଧି ହେଲା ଚାଷୀ , ବାସ ଗୃହ ଭାଗବଣ୍ଟା ର କନ୍ଦଳ କୁ ମୂଳ ମାରିବା ପାଇଁ ଆଉ ତାକୁ କରି ଦେଖେଇ ଦେଲୁ1