logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱପ୍ନା ପାର୍ଲର ହଳଦୀପାଳ ରିହାତି ଅଫର ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ନିମନ୍ତେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣିମା ଅଫର

10 hrs ago
user_ତପନ କୁମାର ନାୟକ
ତପନ କୁମାର ନାୟକ
Baleshwar Sadar, Odisha•
10 hrs ago

ସ୍ୱପ୍ନା ପାର୍ଲର ହଳଦୀପାଳ ରିହାତି ଅଫର ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ନିମନ୍ତେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣିମା ଅଫର

More news from Odisha and nearby areas
  • ସ୍ୱପ୍ନା ପାର୍ଲର ହଳଦୀପାଳ ରିହାତି ଅଫର ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ନିମନ୍ତେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣିମା ଅଫର
    1
    ସ୍ୱପ୍ନା ପାର୍ଲର ହଳଦୀପାଳ  ରିହାତି ଅଫର ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ନିମନ୍ତେ 
ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣିମା ଅଫର
    user_ତପନ କୁମାର ନାୟକ
    ତପନ କୁମାର ନାୟକ
    Baleshwar Sadar, Odisha•
    10 hrs ago
  • ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ଫୁଲବଣୀ,୩୧/୭(ଇମିସ) ଭୋଗରାଇ ବ୍ଲକର ଶଙ୍ଖରୀ ପଞ୍ଚାୟତ ଅଧୀନ ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ଶୁକ୍ରବାର ଶିକ୍ଷାୟତନର ତଥା ଭୋଗରାଇର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ, ସଂପୃକ୍ତ ବିଦ୍ୟାଳୟର ପ୍ରାକ୍ତନ ଓ ଏବର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଶିକ୍ଷା କର୍ମଚାରୀ ଗୀତାରାଣୀ ପରିଡ଼ାଙ୍କ ସେବାନିବୃତ ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆୟୋଜିତ ସଭାକୁ ପ୍ରଧାନ ଶିକ୍ଷକ ସୁନିଲ କୁମାର ଦତ୍ତ ପରିଚାଳନା କରିଥିବା ବେଳେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ହରେକୃଷ୍ଣ ବେହେରା, ପ୍ରାକ୍ତନ ଶିକ୍ଷକ ତଥା ଆଲୁମିନି ସଭାପତି ବିଜୟ କୁମାର ସିଂହ, ପ୍ରାକ୍ତନ ଶିକ୍ଷକ ରାଧାବିନୋଦ ଦାସ, ରାଧାଶ୍ୟାମ ଦାସ, ସ୍ବପନ କୁମାର ପଣ୍ଡା, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ମହେଶ୍ବର ଗିରି, ସମ୍ପାଦକ ଶାଶ୍ବତ କୁମାର ଜେନା,ଶଙ୍ଖାରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୁନା ହେମ୍ବ୍ରମ, ଏସ୍.ଏମ୍.ସି ସଭାପତି ଯୁଗଳ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୀପକ ଜେନା, ସୀମାନ୍ତ ମାନକୁଣ୍ଡାର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ଶିକ୍ଷକ ରାମକୃଷ୍ଣ ପାତ୍ର, ପ୍ରଦୀପ୍ତ କଟୁଆଳ, ଶିକ୍ଷାକର୍ମଚାରୀ ଅନନ୍ତ ପାତ୍ର, କାଳି କୁମାର ଜେନା, ପ୍ରାକ୍ତନ ଶିକ୍ଷକ ଶ୍ରୀପତି ସଁ, ପ୍ରାକ୍ତନ ଓ୍ବାର୍ଡ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ର ଜେନା ତଥା ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୀତାରାଣୀ ବିଦ୍ୟାଳୟକୁ କର୍ମଭୂମି ରୂପେ ଗ୍ରହଣ କରି ସୁଦୀର୍ଘ ୩୦ବର୍ଷ ନିରବଚ୍ଛିନ୍ନ ସେବା ମଧ୍ୟରେ ଦ୍ଵିଧାହୀନ କର୍ମ ତତ୍ପରତା, ଅକୁଣ୍ଠିତ ସୌହାର୍ଦ୍ଧ୍ୟତା ସ୍ନେହ - ପ୍ରେମ - ମମତାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଥିଲେ ବିନ୍ଧାଣୀ । ମେ ୩୧ତାରିଖରୁ ସେବାରୁ ନିବୃତ ରହିଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଇଶ୍ଵରଙ୍କ ଠାରେ ଜୀବନର ବାକିତକ ସମୟର ସୁସ୍ଥତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଧ୍ରୁବ ଚରଣ ପ୍ରଧାନ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ, ଶିକ୍ଷୟିତ୍ରୀ ଝରଣା ମାଝୀ ମଙ୍ଗଳା ଚରଣ, ଶିକ୍ଷକ ଦୀପକ ଦିଣ୍ଡା ମାନପତ୍ର ପଠନ ଓ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।
    3
    ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା :
ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା :
ଫୁଲବଣୀ,୩୧/୭(ଇମିସ) ଭୋଗରାଇ ବ୍ଲକର ଶଙ୍ଖରୀ ପଞ୍ଚାୟତ ଅଧୀନ ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ଶୁକ୍ରବାର ଶିକ୍ଷାୟତନର ତଥା ଭୋଗରାଇର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ, ସଂପୃକ୍ତ ବିଦ୍ୟାଳୟର ପ୍ରାକ୍ତନ ଓ ଏବର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଶିକ୍ଷା କର୍ମଚାରୀ ଗୀତାରାଣୀ ପରିଡ଼ାଙ୍କ ସେବାନିବୃତ ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆୟୋଜିତ ସଭାକୁ ପ୍ରଧାନ ଶିକ୍ଷକ ସୁନିଲ କୁମାର ଦତ୍ତ ପରିଚାଳନା କରିଥିବା ବେଳେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ହରେକୃଷ୍ଣ ବେହେରା, ପ୍ରାକ୍ତନ ଶିକ୍ଷକ ତଥା ଆଲୁମିନି ସଭାପତି ବିଜୟ କୁମାର ସିଂହ, ପ୍ରାକ୍ତନ ଶିକ୍ଷକ ରାଧାବିନୋଦ ଦାସ, ରାଧାଶ୍ୟାମ ଦାସ, ସ୍ବପନ କୁମାର ପଣ୍ଡା, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ମହେଶ୍ବର ଗିରି, ସମ୍ପାଦକ ଶାଶ୍ବତ କୁମାର ଜେନା,ଶଙ୍ଖାରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୁନା ହେମ୍ବ୍ରମ, ଏସ୍.ଏମ୍.ସି ସଭାପତି ଯୁଗଳ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୀପକ ଜେନା, ସୀମାନ୍ତ ମାନକୁଣ୍ଡାର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ଶିକ୍ଷକ ରାମକୃଷ୍ଣ ପାତ୍ର, ପ୍ରଦୀପ୍ତ କଟୁଆଳ, ଶିକ୍ଷାକର୍ମଚାରୀ ଅନନ୍ତ ପାତ୍ର, କାଳି କୁମାର ଜେନା, ପ୍ରାକ୍ତନ ଶିକ୍ଷକ ଶ୍ରୀପତି ସଁ, ପ୍ରାକ୍ତନ ଓ୍ବାର୍ଡ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ର ଜେନା ତଥା ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୀତାରାଣୀ ବିଦ୍ୟାଳୟକୁ କର୍ମଭୂମି ରୂପେ ଗ୍ରହଣ କରି ସୁଦୀର୍ଘ ୩୦ବର୍ଷ ନିରବଚ୍ଛିନ୍ନ ସେବା ମଧ୍ୟରେ ଦ୍ଵିଧାହୀନ କର୍ମ ତତ୍ପରତା, ଅକୁଣ୍ଠିତ ସୌହାର୍ଦ୍ଧ୍ୟତା ସ୍ନେହ - ପ୍ରେମ - ମମତାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଥିଲେ ବିନ୍ଧାଣୀ । ମେ ୩୧ତାରିଖରୁ ସେବାରୁ ନିବୃତ ରହିଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଇଶ୍ଵରଙ୍କ ଠାରେ ଜୀବନର ବାକିତକ ସମୟର ସୁସ୍ଥତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଧ୍ରୁବ ଚରଣ ପ୍ରଧାନ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ, ଶିକ୍ଷୟିତ୍ରୀ ଝରଣା ମାଝୀ ମଙ୍ଗଳା ଚରଣ, ଶିକ୍ଷକ ଦୀପକ ଦିଣ୍ଡା ମାନପତ୍ର ପଠନ ଓ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ପାଣି ନିଷ୍କାସନ ହୋଇପାରୁ ନାହିଁ, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା l ସିମୁଳିଆ ପାଣି ନିଷ୍କାସନ ହୋଇପାରୁ ନାହିଁ, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା l ସିମୁଳିଆ
    1
    ପାଣି ନିଷ୍କାସନ ହୋଇପାରୁ ନାହିଁ, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା l ସିମୁଳିଆ 
ପାଣି ନିଷ୍କାସନ ହୋଇପାରୁ ନାହିଁ, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    4
    ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    user_Lokanath behera
    Lokanath behera
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି। ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।” ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
    1
    ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି
ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି।
ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।”
ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଆରମ୍ଭ ହେଲା ପବିତ୍ର ଶ୍ରାବଣ ମାସର ବୋଲବମ ବ୍ରତ ଓ ଧଣ୍ଡାପୂଜା କାର୍ଯ୍ୟକ୍ରମ l
    1
    ଆରମ୍ଭ ହେଲା ପବିତ୍ର ଶ୍ରାବଣ ମାସର ବୋଲବମ ବ୍ରତ ଓ ଧଣ୍ଡାପୂଜା କାର୍ଯ୍ୟକ୍ରମ l
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • Bhadrak mein Pani Jyada hone ki vajah se log bahut Pareshan mein hai
    1
    Bhadrak mein Pani Jyada hone ki vajah se log bahut Pareshan mein hai
    user_Parwez khan
    Parwez khan
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ବାରିପଦାରେ ଅଘଟଣ, ଏକ ଘରୋଇ ବସ ରାସ୍ତା କଡରେ ଛିଡା ହୋଇ ଥିବା ବେଳେ, ରାସ୍ତା ଧସି ଯିବାରୁ ବସଟି ଓଲଟି ପଡି ଥିଲା, ତେବେ ବସରେ କେହି ନଥିବା ସୂଚନା ରହିଛି,
    2
    ବାରିପଦାରେ ଅଘଟଣ, ଏକ ଘରୋଇ ବସ ରାସ୍ତା କଡରେ ଛିଡା ହୋଇ ଥିବା ବେଳେ, ରାସ୍ତା ଧସି ଯିବାରୁ ବସଟି ଓଲଟି ପଡି ଥିଲା, ତେବେ ବସରେ କେହି ନଥିବା ସୂଚନା ରହିଛି,
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.