logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ସରକାର ପକ୍ଷରୁ ମିଳିବ ଆଉ 5କିଲ ଚାଉଳ ହିତାଦି କରି କୁ ମିଲିବ ଏବେ 10 କିଲ ଚାଉଳ

9 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
9 hrs ago

ରାଜ୍ୟ ସରକାର ପକ୍ଷରୁ ମିଳିବ ଆଉ 5କିଲ ଚାଉଳ ହିତାଦି କରି କୁ ମିଲିବ ଏବେ 10 କିଲ ଚାଉଳ

More news from ଓଡ଼ିଶା and nearby areas
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 02.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur 
Date - 02.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    23 hrs ago
  • କରିବେ ତ କଣ କରିବେ ? 🤔 E-20 ପେଟ୍ରୋଲ ଆସିଗଲା… ଗାଡିରେ ଭରିବେ ତ ? ନା କି ଆଉ ଭାବୁଛନ୍ତି? 🚗⛽ 👉 E-20 ପେଟ୍ରୋଲ ବ୍ୟବହାର କଲେ ପରିବେଶ ପାଇଁ ଭଲ, କିନ୍ତୁ ସବୁ ଗାଡି ପାଇଁ ସୁଯୋଗ୍ୟ କି ନୁହେଁ ଭଲଭାବେ ଯାଞ୍ଚ କରନ୍ତୁ। 👉 ନୂଆ ମଡେଲ ଗାଡିରେ ଏହା ଭଲ ଚାଲେ, ପୁରୁଣା ଗାଡିରେ ସତର୍କତା ଆବଶ୍ୟକ। ଆପଣଙ୍କ ମତ କଣ? କମେଣ୍ଟରେ କହନ୍ତୁ 👇 #E20Petrol #Odisha #FuelUpdate #AutoNews #Environment
    1
    କରିବେ ତ କଣ କରିବେ ? 🤔
E-20 ପେଟ୍ରୋଲ ଆସିଗଲା…
ଗାଡିରେ ଭରିବେ ତ ? ନା କି ଆଉ ଭାବୁଛନ୍ତି? 🚗⛽
👉 E-20 ପେଟ୍ରୋଲ ବ୍ୟବହାର କଲେ ପରିବେଶ ପାଇଁ ଭଲ, କିନ୍ତୁ ସବୁ ଗାଡି ପାଇଁ ସୁଯୋଗ୍ୟ କି ନୁହେଁ ଭଲଭାବେ ଯାଞ୍ଚ କରନ୍ତୁ।
👉 ନୂଆ ମଡେଲ ଗାଡିରେ ଏହା ଭଲ ଚାଲେ, ପୁରୁଣା ଗାଡିରେ ସତର୍କତା ଆବଶ୍ୟକ।
ଆପଣଙ୍କ ମତ କଣ? କମେଣ୍ଟରେ କହନ୍ତୁ 👇
#E20Petrol
#Odisha
#FuelUpdate
#AutoNews
#Environment
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଆଜି ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ ପକ୍ଷରୁ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ ଅଧ୍ୟକ୍ଷ, ସଚିବ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନିଜ ଦାୟିତ୍ୱ ପାଳନ ପାଇଁ ଶପଥ ନେଇଥିଲେ। ଅନୁଷ୍ଠାନରେ ଅନେକ ବରିଷ୍ଠ ଅଧିବକ୍ତା, ନ୍ୟାୟାଳୟ ସମ୍ପର୍କିତ ବ୍ୟକ୍ତିବର୍ଗ ଓ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଥିଲେ। ସେମାନେ ନୂତନ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ତା ପାଇଁ ସମୂହିକ ପ୍ରୟାସର ଆହ୍ୱାନ କରିଥିଲେ। ଶପଥ ଗ୍ରହଣ ପରେ ପୂର୍ବତନ କାର୍ଯ୍ୟକାରିଣୀ ତାଙ୍କ ଦାୟିତ୍ୱ ନୂତନ ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲେ
    4
    ଆଜି ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ ପକ୍ଷରୁ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ ଅଧ୍ୟକ୍ଷ, ସଚିବ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନିଜ ଦାୟିତ୍ୱ ପାଳନ ପାଇଁ ଶପଥ ନେଇଥିଲେ।
ଅନୁଷ୍ଠାନରେ ଅନେକ ବରିଷ୍ଠ ଅଧିବକ୍ତା, ନ୍ୟାୟାଳୟ ସମ୍ପର୍କିତ ବ୍ୟକ୍ତିବର୍ଗ ଓ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଥିଲେ। ସେମାନେ ନୂତନ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ତା ପାଇଁ ସମୂହିକ ପ୍ରୟାସର ଆହ୍ୱାନ କରିଥିଲେ।
ଶପଥ ଗ୍ରହଣ ପରେ ପୂର୍ବତନ କାର୍ଯ୍ୟକାରିଣୀ ତାଙ୍କ ଦାୟିତ୍ୱ ନୂତନ ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲେ
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ଗ୍ରୀଷ୍ମ ର ତାତି ରେ ବର୍ଷାର ମଜା ନିଆରା, ଗ୍ରୀଷ୍ମ ତାତି ରୁ ଟିକେ ଆରାମ ପାଇଁ ପିଲାମାନେ କିପରି କାଳ ବୈଶାଖୀ ର ବର୍ଷା ର ମଜା ନେଉଛନ୍ତି
    1
    ଗ୍ରୀଷ୍ମ ର ତାତି ରେ ବର୍ଷାର ମଜା ନିଆରା, ଗ୍ରୀଷ୍ମ ତାତି ରୁ ଟିକେ ଆରାମ ପାଇଁ ପିଲାମାନେ କିପରି କାଳ ବୈଶାଖୀ ର ବର୍ଷା ର ମଜା ନେଉଛନ୍ତି
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    22 hrs ago
  • କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    2
    କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    22 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    21 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    20 hrs ago
  • କିଏ ସତ କହୁଛି, ଆଉ କିଏ ମିଛ ! ତଦନ୍ତ ପରେ ଜଣା ପଡ଼ିବ ସବୁ ସତ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    କିଏ ସତ କହୁଛି, ଆଉ କିଏ ମିଛ ! ତଦନ୍ତ ପରେ ଜଣା ପଡ଼ିବ ସବୁ ସତ |
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.