Shuru
Apke Nagar Ki App…
କରଞ୍ଜିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ,ଦୋକାନ ବଜାର ଓ ଯାନବାହାନ ଚଳାଚଳ ବାଧାପ୍ରାପ୍ତ କରଞ୍ଜିଆ,୧୮/୪,(ପାର୍ଥ ପ୍ରଶନ୍ନ ମିଶ୍ର): ରାସଗୋବିନ୍ଦପୁର ବ୍ଲକର କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଏବଂ ଅନେକ ଛାତ୍ରୀ ଅସୁସ୍ଥ ହେବା ଘଟଣାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବ କରଞ୍ଜିଆ ଠାରେ ମଧ୍ୟ ଦେଖିବାକୁ ମିଳିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ, ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଆଜି ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ପ୍ରଭାବରେ ଆଜି ସକାଳ ଠାରୁ କରଞ୍ଜିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ରହିଛି।
Partha Prasanna Mishra

More news from Mayurbhanj and nearby areas
- କରଞ୍ଜିଆ,୧୮/୪,(ପାର୍ଥ ପ୍ରଶନ୍ନ ମିଶ୍ର): ରାସଗୋବିନ୍ଦପୁର ବ୍ଲକର କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଏବଂ ଅନେକ ଛାତ୍ରୀ ଅସୁସ୍ଥ ହେବା ଘଟଣାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବ କରଞ୍ଜିଆ ଠାରେ ମଧ୍ୟ ଦେଖିବାକୁ ମିଳିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ, ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଆଜି ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ପ୍ରଭାବରେ ଆଜି ସକାଳ ଠାରୁ କରଞ୍ଜିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ରହିଛି।1
- Post by Saroj kumar Giri1
- Post by ମିଲନ କୁମାର ନାଏକ1
- #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା #OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_1
- Hello Guys Aapon mane Kemiti ochonti Asha koruchi aponmane Bagban asirbadre Bholore thibe1
- କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।1
- ମମତା ବାନାର୍ଜୀ ଙ୍କ ପାଇଁ ହେମନ୍ତ ବିଶ୍ୱ ଶର୍ମା ଦେଲେ ଚାଲେଞ୍ଜ ଯଦି ଆପଣ ଚାହିବେ ଆଶ ଆଉ ଦେଖ1
- Post by Rajib Behera1