Shuru
Apke Nagar Ki App…
ରାସୋଳ ଯାଭିଆର ସ୍କୁଲର ବାର୍ଷିକ ଉତ୍ସବ ହିନ୍ଦୋଳ ଉପଖଣ୍ଡ ରାସୋଳ ଜାଭିୟର ହାଇସ୍କୁକ ର ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ. ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଏବଂ ସଂମ୍ମାନିତ ଅତିଥି ଭାବେ ସରପଞ୍ଚ ଦିବାକର ନାୟକଙ୍କ ଯୋଗଦାନ. କୃତି ଛାତ୍ରୀଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପୁରସ୍କାର ବଣ୍ଟନ.
BIKRAM SAHU

- User3500Anugul, Odisha👏on 20 February
More news from ଓଡ଼ିଶା and nearby areas
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।1
- Post by Kumuda Nayak5
- Post by Ranjan hota1
- ବରିଷ୍ଟ ବିଜେପି ନେତା ଙ୍କୁ ମାରିଲେ ଧକିଆ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେବ #spnewstvliveodia #breakingnews #khordanews1
- Post by Devi prasad Das1
- ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା1
- Post by Ranjan hota1