କେନ୍ଦ୍ରୟ ସରକାର ଙ୍କ ର ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଡ କାର୍ଯ୍ୟ କ୍ରମରେ ଧଳ ପୁର ହାଇ ସ୍କୁଲ .... .. ଢେଙ୍କା ନାଲ୍ ଜିଲ୍ଲାର ମୋଟଙ୍ଗା ଥାନା ଅଧୀନ ଧଳ ପୁର ହାଇ ସ୍କୁଲ କୁ କେନ୍ଦୀୟ ସରକାର ଙ୍କ ର national police' mission beauar off police research ତରଫରୁ ଷ୍ଟୁଡେଣ୍ଟ୍ ପୋଲିସ ଏକାଡେ଼ମୀ କାର୍ଯ୍ୟକ୍ରମ ରେ କିଛି ନିର୍ଦ୍ଧିଷ୍ଟ ସ୍କୁଲ କୁ ସରକାର ବାଛିଛନ୍ତି।ସେମାନଙ୍କ ଭିତ ରୁ ଓଡ଼ିଶାର ଧଳ ପୁର ହାଇସ୍କୁଲ ଅନ୍ୟତମ।ସ୍କୁଲ କୁ ସରକାର ଙ୍କ ତରଫରୁ ସହାୟତା ରାଶି ସହ , ସ୍କୁଲର ନବମ ,ଦଶମ ପିଲାଙ୍କୁ ପୋଲିସ ର କାର୍ଯ୍ୟ କ୍ରମ କିପରି,ଏଥିରେ କିପରି କାର୍ଯ୍ୟ କରାଯାଏ ଏହା ଉପରେ ଜାଣିବା ପାଇ ସରକାର ଏକ ଯୋଜନା କରିଛନ୍ତି। ଧଳ ପୁର ହାଇସ୍କୁଲ ର 70ଜଣ ଛାତ୍ର,ଛାତ୍ରୀ, ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ମୋଟଙ୍ଗା ଥାନା କୁ ପୋଲିସ ର କାର୍ଯ୍ୟକ୍ରମ ବିଷୟ ରେ ଜାଣିବା ପାଇ,ଶିକ୍ଷା ଗ୍ରହଣ କରିବାକୁ 2ଟି ବସ ମାଧ୍ୟମ ରେ ଆସି ଥିଲେ।ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ପଣ୍ଡା, ନର୍ମଦା ମିଶ୍ର,କ୍ଷେତ୍ର ବାଶି ଲେଙ୍କା,ମିନତି ବେହେରା,ହେରମ୍ୱ ନାରାୟଣ ଦାସ, ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଏଥିରେ ସହଜୋଗ କରିଥିଲେ।ମୋଟଙ୍ଗା ଥାନା ଅଧିକାରୀ ଦୀପକ ଲେଙ୍କା ,ଅନ୍ୟ ସମସ୍ତ ପୋଲିସ ଅଧିକାରୀ ପିଲାଙ୍କୁ ପୋଲିସ ର ସମସ୍ତ କାଯ୍ୟ କ୍ରମ ବିଷୟରେ ଅବଗତ କରିବା ସହିତ କିପରି ଭୟ ଭିତ୍ ନ ହୋଇ କିପରି ଏଫେୟା ର ଦେବ,କିପରି ଅନ୍ୟାୟ ବିରୁଦ୍ଧରେ ପୋଲିସ କୁ ଜଣାଇବ , ଏ ବିଷୟ ରେ ପୋଲିସ ଅଧିକାରୀ ପିଲାଙ୍କୁ ବୁଝାଇ ଥିଲେ।

- E ki e sundorbind aUmarkote, Nabarangpur🙏on 5 November
- Post by Dipak Kumar Nayak1
- Post by Dhenkanal News1
- ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।1
- Post by Narendra Kumar Das1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by Jay kala _ jay Kalinga1
- ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।1